‘ନ୍ୟାୟ ପାଇଁ ଗୁଳି ଖାଇବାକୁ ବି ରେଡି’ ହରତାଳ ସମୟରେ କିଛି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ସୁର ରାଉତରାଏଙ୍କୁ ପୋ-ଲି-ସ ମାନେ ଘେରଉ କରି ମା-ଷ୍ଟ-ର କ୍ୟାଣ୍ଟିନ ରୋ-ଡ-ରେ ରଖିଛନ୍ତି । ଏହାର କାରଣ ହେଉଛି ଆଜି ମମିତା ମେହରଙ୍କ ହ-ତ୍ୟା-କା-ଣ୍ଡର ନ୍ୟା-ୟର ଦାବି କରିବା ପାଇଁ ଏପରି ଆ-ନ୍ଦୋ-ଳ-ନ କରା ଯାଇଛି । ଯେଉଁ ଭଳି ଭାବେ ମାମିତା ମେହେରଙ୍କୁ ହ-ତ୍ୟା କରାଯାଇ ପୋ-ଡା ଯାଇଛି ତାହା ବାସ୍ତବରେ ନି-ନ୍ଦ-ନୀ-ୟ ଘଟଣା ଅଟେ । ଏଥିପାଇଁ ମମିତାଙ୍କ ଭଳି ସରଳ ଯୁବତୀଙ୍କୁ କିପରି ନ୍ୟା-ୟ ମିଳିବ ତାହା ସୁର ଭାଇ ମତ ଦେଇଛନ୍ତି ।

ସେମାନେ ସକାଳୁ ବସ, ଟ୍ରେନ ସବୁ ଜୋ-ର ଜ-ବ-ର-ଦ-ସ୍ତି କରି ବ-ନ୍ଦ କରିଛନ୍ତି । ଏହା ସହ ରାସ୍ତାରେ ଗାଡି ଚଳାଚଳ ମଧ୍ୟ ଅଧିକ ଦେଖାଯାଉ ନାହି ଯାହାର ଦୃଶ୍ୟ ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ରାଜ୍ୟ ସରକାର ନବୀନ ପଟ୍ଟନାୟକ ଯେଉଁ କଥା କହିଥିଲେ ସେ ମା ମାନଙ୍କୁ ବହୁତ ସମାନ କରନ୍ତି ସେଗୁଡାକ ବର୍ତ୍ତମାନ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାଏ । ଏହା ସହ ସୁର ରାଉତରାଏ ଗୁ-ଳି ଖାଇବାକୁ ମଧ୍ୟ ରେ-ଡି ଅଛନ୍ତି ବୋଲି ଚି-ତ୍କା-ର କରି କହିଛନ୍ତି ।

ମା-ଷ୍ଟ-ର କ୍ୟାନ୍ଟିନ ରୋ-ଡ-ରେ ନାରାବାଜି ହେବା ସହ ପ୍ରୋ-ଟେ-ଷ୍ଟ ମଧ୍ୟ ଚାଲିଛି । କଂଗ୍ରେସ କର୍ମୀ ମାନେ ଏପରି ହରତାଳ କରୁ ଥିବାରୁ ଦୁଇ ପ୍ଲାଟୁନ ପୋ-ଲି-ସ ଘେରଉ କରି ରହିଛନ୍ତି । ଏଥିପାଇଁ ପରିସ୍ଥିତିକୁ ସମ୍ବାଳିବା ପାଇଁ ପୋ-ଲି-ସ ଡିସିପିଙ୍କ ତରଫରୁ କଠୋର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ମନ୍ତ୍ରୀଙ୍କୁ ତୁ-ର-ନ୍ତ ଗି-ର-ଫ କରାଯାଉ ବୋଲି ଏହି ହରତାଳରେ ଦାବି କରା ଯାଇଛି ।

ଏହାର ପ୍ରଭାବରେ ସାଧାରଣ ଜନତା ମାନେ ହ-ଇ-ରା-ଣ ହେଉଥିଲେ ମଧ୍ୟ ନାରୀ ସୁରକ୍ଷା ପାଇଁ ଯେଉଁ ଭଳି ପଦକ୍ଷେପ କଂଗ୍ରେସ ତରଫରୁ ନିଆ ଯାଇଛି ତାହା କର୍ମୀ ମାନେ ମତ ଦେଉଛନ୍ତି । ନବୀନ ପଟ୍ଟନାୟକ ନାରୀ ମାନଙ୍କ ସୁରକ୍ଷାରେ କେତେ କାର୍ଯ୍ୟରତ ତାହାର ପ୍ରଶ୍ନ ଉଠାଇଛନ୍ତି କଂ-ଗ୍ରେ-ସ କର୍ମୀମାନେ । ମାନ୍ୟବର ହା-ଇ-କୋ-ର୍ଟ-ର ଆଦେଶକୁ ଦୃଷ୍ଟିରେ ରଖି ଶାନ୍ତିପୂର୍ଣ୍ଣ ଭାବେ ଆ-ନ୍ଦୋ-ଳ-ନ ଜାରି ରହିଛି କଂଗ୍ରେସ କର୍ମୀ ମତଦାନ ଦେଇଛନ୍ତି । ଏହି ଆ-ନ୍ଦୋ-ଳ-ନରେ ଜଣ ସାଧାରଣ ସମର୍ଥନ କରୁଛନ୍ତି ବୋଲି ସୁର ଭାଇ ମତଦାନ ଦେଇଛନ୍ତି ।

ନୀରବ ଦ୍ରଷ୍ଟାରେ ଆ-ନ୍ଦୋ-ଳ-ନ ହେବା ସହ ଅଟୋ ସରକାରୀ ଗାଡି ସବୁ ବ-ନ୍ଦ ରହିଛି । ଆଜି ଦିନ ୧୨ଟା ଯାଏଁ ଏହି ଆ-ନ୍ଦୋ-ଳ-ନ ଜାରି ରହିବ ବୋଲି ସୁର ଭାଇ କହିଛନ୍ତି । ମମତା ମେହେରଙ୍କୁ ପୋ-ଡି-କି ପୋ-ତି ଦିଆ ଯାଇଛି ତାହାର ସଠିକ ନ୍ୟା-ୟ ମିଳୁ ବୋଲି ସୁର ରାଉତରାଏ ମତଦାନ ଦେଇଛନ୍ତି ।

ଯଦି କୌଣସି କଂଗ୍ରେସ କର୍ମୀ ଆଇନକୁ ଉ-ଲଂ-ଘ-ନ କରିବେ ତେବେ ପୋ-ଲି-ସଙ୍କ ତରଫରୁ କାର୍ଯ୍ୟ ଅନୁଷ୍ଠାନ ନେବାକୁ ପ୍ରସ୍ତୁତି ସାରିଛି । ଅନ୍ୟ ପଟେ ଛାତ୍ର ସଂଘଠନ ମଧ୍ୟ ବନ୍ଦ ଡାକରା ଦେଇଛନ୍ତି । ସୁର ରାଉତରାଏଙ୍କ ନେତୃତ୍ଵରେ ସହ ସହ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓଲହାଇ ଆସିଛନ୍ତି ମମିତା ମେହରଙ୍କୁ ନ୍ୟା-ୟ ଦେବା ପାଇଁ ।

ବନ୍ଧୁଗଣ ଏହି ଘଟଣାରେ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *