ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଭୁଲରେବି କରନ୍ତୁ ନାହିଁ ଏହି ଭୁଲ, ନଚେତ ସରାଜୀବନ ରହିବେ ଦାରିଦ୍ର୍ଯ- Vastu Tips

ସୂର୍ଯ୍ୟ ଦେବ ଏମିତି ଏକ ମାତ୍ର ଦେବତା ଯିଏ ସାକ୍ଷାତ ମଣିଷ କୁ ଦର୍ଶନ ଦେଇଥାନ୍ତି । ଜୀବନରେ କିଛି ବି ଅସୁବିଧା ହେଲେ ମଣିଷ ସୂର୍ଯ୍ୟ ଦେବଙ୍କୁ ଆରାଧନା କରିବା ଉଚିତ୍ । ତାଙ୍କ ଦର୍ଶନ ମାତ୍ର ରେ ଲୋକଙ୍କ ସବୁ କଷ୍ଟ ଦୁର ହୋଇଥାଏ । ତେବେ ହିନ୍ଦୁ ଶାସ୍ତ୍ର ରେ ମଧ୍ୟ କୁହା ଯାଇଛି ମଣିଷ କୁ ସ୍ନାନ କରିବା ପରେ ତମ୍ବା ବାସନ ରେ ସୂର୍ଯ୍ୟ ଙ୍କୁ ଜଳ ଦେବା ଉଚିତ୍ ହୋଇଥାଏ ।

ତେବେ ଶାସ୍ତ୍ର ରେ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ପାଇଁ ଓ ତାଙ୍କୁ ଶିଘ୍ର ପ୍ରଶ୍ନ କରିବା ପାଇଁ ଜଳ ଅର୍ପଣ କରିବା ଉଚିତ୍ ବୋଲି କୁହା ଯାଇଛି ଏହା ଛଡା ଜଳ ରେ ଚାଉଳ ଓ ଫୁଲ ଅର୍ପଣ କରିବା ଶୁଭ ଦାଇ ବୋଲି କୁହା ଯାଇଛି।

ଶାସ୍ତ୍ରରେ ଏମିତି କିଛି କଥା କୁହା ଯାଇଛି ଯାହା ଭୁଲ ରେ ବି କରିବା ଦ୍ଵାରା ମଣିଷ ଦରିଦ୍ର ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି କଥା ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣଙ୍କୁ ଏହି କଥା ର ବିଶେଷ ଧ୍ୟାନ ଦବା ଉଚିତ୍ ଯେ ଭଗବାନ ଙ୍କୁ ଅର୍ପଣ କରା ଯାଇଥିବା ଜଳ ଆପଣଙ୍କ ପାଦ ରେ ନ ଲାଗୁ ନଚେତ୍ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି ।

ଏହା ଛଡା ଯେଉଁ ବ୍ୟକ୍ତି ଅଗାଧୁଆ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାଏ ତା ଉପରେ ମଧ୍ୟ ସୂର୍ଯ୍ୟ ଦେବ ବହୁତ୍ କ୍ରୋଧିତ ହୋଇଥାନ୍ତି ଓ ତା ଜୀବନରେ ବହୁତ୍ ପ୍ରକାର ସଙ୍କଟ ମଧ୍ୟ ମାଡି ଆସିଥାଏ । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ଯେତେ ସହଜ ସେତିକି କଷ୍ଟ କର ମଧ୍ୟ ହୋଇଥାଏ କାହିଁକିନା ସୂର୍ଯ୍ୟ ଦେବ ମଣିଷ ଜୀବନରେ ପ୍ରକାଶ ଆଣିଥାନ୍ତି ଓ ତାଙ୍କ ଦର୍ଶନ ଦ୍ଵାରା ମଣିଷ କୁ ଶାନ୍ତି ମିଳିଥାଏ ।

ଜୀବନରେ କେବେ ବି ସ୍ନାନ ପରେ ସୂର୍ଯ୍ୟ ଦେବଙ୍କ ପୂଜା କରିବା ବା ଜଳ ଅର୍ପଣ କରିବା ଭୁଲନ୍ତୁ ନାହିଁ । ଆଜି କାଲି ଲୋକମାନେ ପ୍ଲାଷ୍ଟିକ ଜିନିଷ ବହୁତ୍ ବ୍ୟବହାର କରୁଛନ୍ତି ତେବେ ଆପଣ କେବେ ଏହି ଭଳି ଭୁଲ କରନ୍ତୁ ନାହିଁ । ଆପଣ ଭୁଲରେ ବି କେବେ ପ୍ଲାଷ୍ଟିକ ଜିନିଷ ରେ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ ନଚେତ୍ ଆପଣଙ୍କୁ ପାପ ଲାଗିବ ଓ ଆପଣଙ୍କ ଭଲ ହବା ଜାଗାରେ ସବୁ କିଛି ଖରାପ ହୋଇବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *