ସଂସାରର ସମସ୍ତ ମାନବକୁ ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଅବଶ୍ୟ ଜଳ ଚଢାଇବା ଆବଶ୍ୟକ । ତମ୍ବା ଲୋଟାରେ ଜଳ ଚଢାଇବା ବହୁତ ଭଲ ହୋଇଥାଏ । ଜଳ ସହିତ ଅକ୍ଷତ ଓ ଫୁଲ, ମିଶାଇ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ଦ୍ଵାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାନ୍ତି । ଜଳ ଚଢାଇବା ସମୟରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ଆବଶ୍ୟକ ହୋଇଥାଏ । ଏଥିରେ ମନରେ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ । ଯେଉଁ ଲୋକଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ହୋଇଥାଏ ଯଦି ସେହି ଲୋକ ପ୍ରତିଦିନ ଗାଧୋଇବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇ ଥାନ୍ତି ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଯେତେବୀ ସମସ୍ୟା ହୋଇଥାଏ ।
ସେ ସବୁର ନିବାରଣ ହୋଇଥାଏ । ବହୁତ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦଶା ଠିକ ହୋଇନଥାଏ । ଏହି ଲୋକଙ୍କୁ ପ୍ରତିଦିନ ଗାଧୋଇବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ଆବଶ୍ୟକ ହୋଇଥାଏ । ଏଥିରେ ତାଙ୍କ ଗ୍ରହରେ ଯାହାବି ଖରାପ ରହିଥାଏ ସେଥିରେ ସୁଧାର ଆସିଥାଏ ।
ସୂର୍ଯ୍ୟ ଦେବଙ୍କୁ କେମିତି ଓ କେବେ ଜଳ ଚଢଇବେ । ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ସମୟରେ ଆମକୁ କେଉଁ କଥାର ଧ୍ୟାନ ରଖିବାକୁ ହେବ । ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ବେଳେ ପୂର୍ବ ଆଡକୁ ମୁଖ କରି ଜଳ ଚଢାଇବା ଆବଶ୍ୟକ । ସବୁବେଳେ ଦେଖିବେ ଯେତେବେଳେ ସୂର୍ଯ୍ୟ ଦିଗ ପୂର୍ବ ଆଡକୁ ହୋଇଥାଏ ସେତେବେଳେ ହିଁ ଜଳ ଚଢାଇବେ । ଜଳ ଦେବ ସମୟରେ ସେହିଜଳର ଛିଟା ଆପଣଙ୍କ ଗୋଡରେ ପଡିବ ଉଚିତ ନୁହେଁ । ସବୁବେଳେ ଏହି କଥାର ଧ୍ୟାନ ରଖିବେ ଆପଣ ଯେଉଁଠିବି ଜଳ ଚଢାଇବେ ସେହି ସ୍ଥାନରେ ଚଢଉଥିବା ଜଳ ଆପଣଙ୍କ ପାଦରେ ପଡିବ ଉଚିତ ହୋଇନଥାଏ ।
ଯଦି ଜଳ ଚଢାଇଲ ବେଳେ ଆପଣଙ୍କ ପାଦରେ ଜଳ ପଡିଥାଏତ ଏହା ଠିକ କଥା ହୋଇନଥାଏ । ଏଥିରେ ସୂର୍ଯ୍ୟ ଦେବ କ୍ରୋଧିତ ହୋଇଥାନ୍ତି । ଆପଣଙ୍କ ଉପରେ ଅଶୁଭ ଦ୍ରୁଷ୍ଟି କାହାର ପଡିପାରେ, ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇଲା ବେଳେ ଏହି ମନ୍ତ୍ରର ଜପ କରନ୍ତୁ ‘ ଓଂ ସୂର୍ଯ୍ୟାୟ ନମଃ ‘। ବିନା ଗାଧୋଇ ଜଳ ଚଢାଇବେ ନହିଁ । କାରଣ ସୂର୍ଯ୍ୟ ଦେବଙ୍କୁ ସ୍ଵଛତା ବହୁତ ପସନ୍ଦ ହୋଇଥାଏ । ଆପଣ ଯଦି ବିନା ଗାଧୋଇ ତାଙ୍କୁ ଜଳ ଚଢେଇବ ସେ ଆପଣଙ୍କ ଉପରେ ରୁଷ୍ଟ ହୋଇବେ ।
ଆପଣ ଯେଉଁ କାରଣ ପାଇଁ ତାଙ୍କୁ ଜଳ ଚଢାଉ ଥିଲେ ସେହି କାର୍ଯ୍ୟରେ ମଧ୍ୟ ଅସଫଳ ହୋଇବେ । ପ୍ଲାଷ୍ଟିକ ଜିନିଷରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାନ୍ତୁ ନହିଁ । ସୂର୍ଯ୍ୟ ଦେବଙ୍କୁ କେବଳ ତମ୍ବାରେ ହିଁ ଜଳ ଦାନ କରନ୍ତୁ । ଏହା ପଛରେ ବୈଜ୍ଞାନିକ କାରଣ ଏହା ମଧ୍ୟ ଥାଏକି ସୂର୍ଯ୍ୟ ଦେବଙ୍କ ଉଷ୍ଣତା ଦ୍ଵାରା କିଛି ବିଷକ୍ତ ଗ୍ଯାସ ବାହାରି ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇନଥାଏ । ବ୍ରହ୍ମ ମୁହୂର୍ତରେ ହିଁ ଜଳ ଅର୍ପଣ କରିବେ ଜଳ ।ସକଳ ତିନିରୁ ପାଞ୍ଚଟା ସମୟ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାସବୁଠୁ ଭଲ ସମୟ ବୋଲି କୁହାଯାଇଥାଏ ।
ଆପଣ ସ୍ଵଛ ବସ୍ତ୍ର ପିନ୍ଧି ସୂର୍ଯ୍ୟଙ୍କୁ ଜଳ ଚଢାଇବେ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ବ୍ୟକ୍ତିଙ୍କ ଉପରେ ନବ ଗ୍ରହର କୃପା ରହିବ । ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇଲା ବେଳେ ସେଥିରେ ଫୁଲ ରୋଲି ଅକ୍ଷତ ନିଶ୍ଚିତ ଭାବରେ ଦେବା ଉଚିତ । ଯଦି ଆପଣଙ୍କ ପାଖରେ କିଛି ନହିଁ ତେବେ ଚାଉଳ ସହିତ ଜଳ ଅର୍ପଣ କରିବେ । ସବୁବେଳେ ହାତ ମୁଣ୍ଡ ଉପରେ ରଖି ଜଳ ଚଢାଇବା ଆବଶ୍ୟକ ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।