ଆପଣ ମାନେ ସମସ୍ତେ ସୁଶାନ୍ତ ସିଂହ ରାଜପୁତ ଆ-ତ୍ମ-ହ-ତ୍ୟା କେସ ବିଷୟରେ ଜାଣିଥିବେ ତେବେ ଗତ ବର୍ଷ ଜୁନ ୧୪ରେ ସୁଶାନ୍ତ ଆ-ତ୍ମ-ହ-ତ୍ୟା କରିଥିଲେ ବୋଲି ଖବର ଆସିଥିଲା ଯାହା ପରେ ଏହା ଉପରେ ବହୁତ ବିବରଣ ଦିଆ ଯାଇଥିଲା ।
କିଛି ଲୋକଙ୍କ ଅନୁଯାଇ ଏହା ମେଣ୍ଥଲ ଟ୍ରୋମା ଥିଲା କିଛି ଲୋକଙ୍କ ଅନୁଯାଇ ଏହା ମ-ଡ-ର କେସ ଥିଲା ତେବେ ବର୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ କେସ ଉପରେ କିଛି ସ୍ପଷ୍ଟ ଭାବରେ ଏନସିବି କିଛି କହି ପାରି ନାହିଁ । ତେବେ ଯେତେବେଳେ ସୁଶାନ୍ତଙ୍କ ନି-ଧ-ନ ହେଲା ସେତେବେଳେ ତାଙ୍କ ରୁମମେଟଥିଲେ ସିଦ୍ଧାର୍ଥ ପଠାନୀ ଆଉ ଏହି କାରଣ ପାଇଁ ଏନସିବି ପ୍ରାୟତଃ ତାଙ୍କୁ ପଚରା ପଚାରି ପାଇଁ ଡାକୁଥିଲେ ।
ଗତ କିଛି ମାସ ତଳେ ସେ ହାଇଦ୍ରାବାଦ ନିଜ ଘରେ ଆସି ରହିଥିଲେ ଯାହା ପରେ ବର୍ତମାନ ଏନସି ବି ତାଙ୍କୁ ଗି-ର-ଫ-ତାର କରିଛି । ଏନସି ବି କହିବା ଅନୁଯାଇ ସିଦ୍ଧାର୍ଥ ଉପରେ ଡ୍ର-ଗ୍ସ ର କିଛି ଅଭିଯୋଗ ଆସିଛି ଯାହା ପାଇଁ ତାଙ୍କୁ ଗି-ର-ଫ-ତାର କରା ଯାଇଛି । ନାରକୋଟିକ ଡିପାର୍ଟମେଣ୍ଟ ଏହି କେସ ଉପରେ ଗତ ବର୍ଷ ଠାରୁ କାମ କରୁଛନ୍ତି ଆଉ ସେ ଏହି କେସ ପାଇଁ ୧୨୦୦୦ ପେଜ ର ଚାର୍ଜ ସିଟ ତିଆରି କରିଛନ୍ତି ।
ଯାହା ୩୩ ଅଭିଯୋଗୀ ମାନଙ୍କ ବିରୂଢରେ ତିଆରି କରା ଯାଇଛି ଏଥିରେ ଋଆ ଚକ୍ରବର୍ତୀ ଆଉ ତା ଭାଇ ସୋବିକ ଚକ୍ରବର୍ତୀ ମଧ୍ୟ ସମିଳିତ ଅଛନ୍ତି । ବର୍ତମାନ ଖବର ଅନୁଯାଇ ଏହା ବଡ ଖବର ମିଳିଛି ଯେ ଋଆ ଯିଏ ସୁଶାନ୍ତ ସିଂହ ରାଜପୂତଙ୍କ ଗର୍ଲଫ୍ରେଣ୍ଡ ଥିଲା ବର୍ତମାନ ବେଳରେ ବାହାରେ ଅଛି । ତେବେ ସିଦ୍ଧାର୍ଥ ପଠାନୀକୁ ଯେଉଁ ଜଗାରୁ ଏନସିବି ଗି-ର-ଫ-ତାର କରିଛି ତାହା ସିଦ୍ଧରଥ ଘର ଥିଲା ସେହି ଜାଗା ନାମ ହେଲା କୁଶଇଗୁଡା, ହାଇଦ୍ରାବାଦ ।
ବର୍ତମାନ ଖବର ଅନୁଯାଇ ପଠାନୀ ବର୍ତମାନ କିଲା କୋର୍ଟ ମୁମ୍ବାଇରେ ଆଗ କାର୍ଯ୍ୟ ପାଇଁ ପ୍ରସ୍ତୁତ କରା ଯାଇଛି, ଆଉ ନ୍ୟାୟଧୀଶ କହିବା ଅନୁଯାଇ ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ପଠାନୀ ଏନ୍ସିବି କ-ଷ୍ଟ-ଡି-ରେ ରହିବ । ଏନ୍ସିବି କହିବା ଅନୁଯାଇ ପଠାନୀକୁ ସୁଶାନ୍ତ କେଶରେ ପଚରା ପଚାରି କରିବା ପାଇଁ ବହୁତ ଥର ନୋଟିସ ଦିଆ ଯାଇଛି କିନ୍ତୁ ପଠାନୀ ମନା କରି ଦେଉଥିଲା ଯାହା ପରେ ଡ୍ର-ଗ୍ସ କେସରେ ନ ଆସିବା ପରେ ଏନ୍ସିବି ତାକୁ ଆରେଷ୍ଟ କରି କୋର୍ଟରେ ପେସ କରିଛନ୍ତି ଆଉ ବର୍ତମାନ ସେ ଏନସିବି କଷ୍ଟଡିରେ ଅଛି ।
ସିଦ୍ଧାର୍ଥ ପଠାନୀ ବଲୀଉଡରେ କାମ ଖୋଜିବା ପାଇଁ ମୁମ୍ବାଇ ଆସିଥିଲା ଆଉ ସୁଶାନ୍ତ ନି-ଧ-ନ ଗୋଟେ ବର୍ଷ ଆଗରୁ ଦୁହେଁ ଏକାଠି ଗୋଟେ ଫ୍ଲାଟରେ ରହୁଥିଲେ । ସିଦ୍ଧାର୍ଥ ଗି-ର-ଫ-ତାର ହେଲା ପରେ ସମସ୍ତଙ୍କ ଆଉ ଥରେ ସେହି ପ୍ରଶ୍ନ ସୁଶାନ୍ତ ହ୍ୟା-ଙ୍ଗ-ଡ- ଓ ମ-ଡ-ରର୍ଡ, ତେବେ ଦେଖିବା ଏହାର ଉତ୍ତର ପଠାନୀ କଣ ଦେଉଛି ।