ଓଲିଉଡ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ଅମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ଏମାନେ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ତେବେ ବର୍ତ୍ତମାନ ପୁରା ଦେଶରେ ବ୍ୟାପୀଥିବା କୋରୋନା ମହାମାରୀ ଯୋଗୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି କଳାକାର ମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ କିଛି ଓଡିଆ କଳାକାର ମାନେ କୋରୋନାରେ ଆ-କ୍ରା-ନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ କେତେକ ମୃ-ତ୍ୟୁ-ବ-ର-ଣ କରି ସାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଉଶ୍ବସୀ ମିଶ୍ର କୋରୋନାରୁ ସୁସ୍ଥ ହେବା ପରେ କଣ କହିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଉଶ୍ଵସୀ ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରି ବେଶ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ପରଶଂସା କରିବାସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ଗତ କିଛି ଦିନ ତଳେ ଉଶ୍ବସୀ ମିଶ୍ର କୋରୋନା ମହାମାରୀ ରେ ଆ-କ୍ରା-ନ୍ତ ହୋଇଥିଲେ ।

ତେବେ ସୂଚନା ଅନୁସାରେ ସେ ବର୍ତ୍ତମାନ କୋରୋନାରୁ ସୁସ୍ଥ ହୋଇ ସାରିଛନ୍ତି । କୋରୋନାରୁ ସୁସ୍ଥ ହେବା ପରେ ଉଶ୍ବାସୀ ମିଶ୍ର ଲାଇଭ ଆସି କହିଛନ୍ତି ଯେ ଯେଉଁ ମାନେ ତାଙ୍କର ବି-ପ-ଦ ସମୟରେ ସାଥ ଦେଇଥିଲେ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଯେମିତି କି ତାଙ୍କର ଫ୍ୟାନ୍ସ ମାନଙ୍କ ଠାରୁ ଆରମ୍ଭ କରି ପରିବାର ବର୍ଗ ଓ ପରିଜନ ମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ତାଙ୍କର ଫିଲ୍ମ ଶୁ-ଟି-ଙ୍ଗ ପୁଣି ଥରେ ଆରମ୍ଭ କରିଛନ୍ତି ବୋଲି ଏହି ଭିଡିଓ ରେ କହିଛନ୍ତି ।

ଆଗକୁ ସେ ଏମିତି ଦମଦାର ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରି କୁ ଦେବେ ବୋଲି ଆଶା ରଖୁଛନ୍ତି । ଦର୍ଶକ ମାନଙ୍କର ଭଲ ପାଇବା ସବୁ ଦିନ ପାଇଁ ତାଙ୍କ ସହ ଏମିତି ରହିବ ବୋଲି ସେ ଆଶା କରୁଛନ୍ତି । ତେବେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ ଉଶ୍ବସୀ ମିଶ୍ର ବେଶ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ଆଶା କରୁଛୁ ସେ ଏମିତି ନିଜର ଅଭିନୟ କ୍ଯାରିୟର ଆଗକୁ ଜାରି ରଖିବେ ଓ ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଉଶ୍ବସୀ ମିଶ୍ରଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
