ଓଡିଆ ଚଳଚିତ୍ର ହେଉ ବା ଅନ୍ୟ ଭାଷାରେ ଚଳଚିତ୍ର ଜଗତ ଏମିତି ଗୋଟେ ଜଗତ ଯେଉଁଠାରେ ଅଭିନେତା ଅଭିନେତ୍ରୀ ସୁଟିଙ୍ଗ କରିବା ସମୟରେ ବହୁତ ପାଖେଇ ଆସନ୍ତି । ତେବେ ଏହି ସମୟରେ ବହୁତ ଲୋକଙ୍କୁ ନିଜ ଜୀବନସାଥି ମିଳିଥାଏ । ତେବେ ସିରିଏଲ ସୁଟିଙ୍ଗ ହେଉ ବା ଚଳଚିତ୍ର ସୁଟିଙ୍ଗ ଏହାର ବାତାବରଣ ଏତେ ଭଲ ହୋଇଥାଏ ଯେ ସାମାନ୍ଯ ଲୋକଙ୍କ ପ୍ରେମ ହେଇଯାଏ ତେବେ ଅଭିନେତା ଅଭିନେତ୍ରୀ ମାନଙ୍କୁ ପ୍ରେମ ହବା ସ୍ଵାଭାବିକ ଅଟେ ।
ଆଜି ଆମେ ଆପଣଙ୍କୁ ଏମିତି କିଛି କପଲ ବିଷୟରେ କହିବାକୁ ଯାଉଛୁ ଯିଏ ସୁଟିଙ୍ଗରେ ଦେଖା ହେଲେ ଓ ପ୍ରେମ କରି ଏବେ ବିବାହ ମଧ୍ୟ କରି ସାରିଛନ୍ତି ।
୧. ଅନୁଭବ ଓ ବର୍ଷା :
ଅନୁଭବ ଓ ବରଷଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି । ଅଣୁଭାକୁ ଓଡିଆ ଚଳଚିତ୍ର ମେଗା ଷ୍ଟାର କୁହା ଯାଏ ଓ ବର୍ଷାଙ୍କୁ କ୍ଵିନ କୁହାଯାଏ । ତେବେ ଦୁହିଙ୍କ ଯୋଡି ବହୁତ ସୁପର ହିଟ ଫିଲ ଦେଇଛି ଓ ସୁଟିଙ୍ଗ ସେଟରେ ଦୁହିଙ୍କ ଦେଖା ପ୍ରଥମ ଥର ପାଇଁ ହୋଇଥିଲା ତା ପରେ ଦୁହିଙ୍କ ପ୍ରେମ କାହାଣୀ ଆରମ୍ଭ ହେଲା ଓ ଏବେ ଦୁହେଁ ବିବାହ କରି ଏକାଠି ଅଛନ୍ତି ।
୨. ତୁସାର ଓ ମାହି :
ତେବେ ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଯେ ତୁସାର ଓ ମାହି ଏକାଠି ସିରିଏଲରେ କାମ କରୁଥିଲେ ଓ ଏହି ସିରିଏଲ ଦୁନିଆରୁ ଦୁହିଙ୍କ ପ୍ରେମ ଆରମ୍ଭ ହେଲା ଓ ପ୍ରେମ ହେଲା ପରେ ଦୁହେଁ ବିବାହ କରିଥିଲେ ବିବାହ ପରେ ଦୁହେଁ ଏବେ ବହୁତ ଖୁସିରେ ଅଛନ୍ତି ।
୩. ସୁବାସିସ ଅନିଶା :
ଏହି ଯୋଡି ମଧ୍ୟ ସିରିଏଲ ଦୁନିଆରୁ ଆରମ୍ଭ ହୋଇଥିଲା ସୁବାସିସ ଅଭିନୟ କରୁ କରୁ କେତେବେଳେ ଅନିଶାଙ୍କୁ ଭଲ ପ୍ପାଇଗଲେ ସେ ନିଜେ ମଧ୍ୟ ଜାଣି ପାରିଲେ ନାହିଁ ଓ ତା ପରେ ପ୍ରେମ ଦୁହିଙ୍କ ମଧ୍ୟରେ ଏତ ବଢି ଗଲା ଯେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
୪. ରାଜୁ ଓ ଭୈରବୀ :
ଆପଣ ମାନେ ରାଜୁ ଓ ଭୈରବୀଙ୍କୁ “ଜୀବନସାଥୀ” ସିରିଏଲରେ ନିଶ୍ଚିନ୍ତ ଦେଖିବାକୁ ପାଇଥିବେ ଏହି ସିରିଏଲ ବହୁତ ଫେମସ ହୋଇଥିଲା । ଦୁହିଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ତେବେ ଦୁହେଁ ଦୁହିଙ୍କୁ ପସନ୍ଦ କଲେ ଓ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
୫. ଜିନା ଓ ରୁଦ୍ର :
ଆପଣ ମାନେ ଜିନା ଓ ରୁଦ୍ରଙ୍କୁ ବହୁତ ସାରା ସିରିଏଲ ଓ ଆଲ୍ବମରେ କାମ କରିଥିବାର ଦେଖିଥିବେ ତେବେ ଜିନା ନିଜ ପାଇଁ ରୁଦ୍ରାଙ୍କୁ “ଜିନା ଜୀବନସାଥୀ” ରେ ପାଇଥିଲେ ଓ ଦୁହିଙ୍କ ଯୋଡି ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।