ଯଦି ଆପଣ ମଧ୍ୟ ସ୍ଵପ୍ନରେ ସେ-କ୍ସ କରିବାର ଦେଖୁଛନ୍ତି ତ ଏହାର ଅର୍ଥ ନିଆଶ୍ଚଯ ଯାନୀ ରଖନ୍ତୁ- Dream interpretation

ଆମେ ମାନେ ସବୁ ଦିନ କିଛି ନା କିଛି ସ୍ଵପ୍ନ ଦେଖି ଥାଉ । ତେବେ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ କିଛି ଭି ସ୍ଵପ୍ନ ଦେଖନ୍ତି ନି । ଏହାର ଅର୍ଥ ସେମାନେ ଶୋଇବା ସମୟରେ କିଛି ଭାବି ନଥାନ୍ତି । ମାତ୍ର ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଜାଣି ପାରିବା କି ସ୍ଵପ୍ନ ଆମକୁ ବହୁତ କିଛି ଦେଖାଇ ଥାଏ । ଏହାକୁ ଆମେ ନିଶ୍ଚିତ କରିବା କଷ୍ଟ ହୁଏ କି ଏହା କିଭଳି ସ୍ଵପ୍ନ ଓ ଏହା କିଭଳି ଭାବେ ଫଳ ଦେବା ପାଇଁ ଯାଉଛି ।

ଆମେ ଆଜି କହିବା ପାଇଁ ଯାଉଛେ କି ଯଦି ଆମେ ଏକ ସ୍ତ୍ରୀ ର ସ୍ଵପ୍ନ ଦେଖୁଚୁ ତାହା ଭି ଅରଧ ଲ-ଗ୍ନ ଅବସ୍ଥାରେ ତାହେଲେ ଆମେ ଜାଣି ପାରିବା କଥା କି ଏହା କେତେ ଦୂର ଭଲ କି ଖ-ରା-ପ ମାତ୍ର ଏହା ଆମେ ଜାଣି ନେ । ତେବେ ଆସନ୍ତୁ ଜାଣିବା କି କିଭଳି ସ୍ତ୍ରୀ କୁ ଦେଖିଲେ ଏହା ଆମକୁ ଭଲ ଫଳ ଦେବା ଓ କିଭଳି ସ୍ତ୍ରୀ ଦେଖିଲେ ଆମକୁ ଖ-ରା-ପ ପ-ରି-ଣା-ମ ମିଳିବ ।

ଆସନ୍ତୁ ଜାଣିବା କି ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି ଆମେ ସ୍ଵପ୍ନ ରେ ସ୍ତ୍ରୀ ଦେଖୁଛେ ତାହେଲେ ଏହାର ଉଭୟ ଭଲ ଖରାପ ପ୍ରଭାବ ଅଛି । ଖୁବ ସୁନ୍ଦର ସ୍ତ୍ରୀ କୁ ଦେଖୁଛେ କିମ୍ବା କିଛି ପରିମାନଙ୍କୁ ଦେଖୁଛେ ତେବେ ଆମେ ଜାଣି ରଖିବା ଉଚ୍ଚିତ କି ଆମକୁ କେଉଁ ଆଡୁ କିଛି ସୁଖ ସୁବିଧା ଓ ଧନ ସମ୍ପତି ପାଇବା ଯାଉଛେ । ଯଦି ଆମେ ସ୍ତ୍ରୀ କୁ ନ-ଗ୍ନ ଅବସ୍ଥାରେ ଦେଖୁଛନ୍ତି । ତେବେ ଆପଣ ଜାଣି ରଖନ୍ତୁ କି ତାହା ଜୀବନରେ କା-ମ ବା-ସ-ନା ର ଇଚ୍ଛା ଅଛି ।

ଯଦି ଆପଣ ସ୍ତ୍ରୀ ସହ ଚୁ-ମ୍ବ-ନ କରୁ ଥିବାର କିମ୍ବା ପ୍ରେ-ମ କରୁଥିବା ର ଯଦି ଆପଣ ଦେଖୁଛନ୍ତି ତାହେଲେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ମନରେ କା-ମ ବା-ସ-ନା ଜା-ଗୃ-ତ ହେଉଛି । ଏହି ସ୍ଵପ୍ନ ସେମାନଙ୍କୁ ଆସେ ଯେଉଁ ମାନେ ଚ-ର-ମ ସୀ-ମା-ରେ ଅଛନ୍ତି । ଏହା ଉଭୟ ମହିଳା ଓ ପୁରୁଷ ମାନଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି । ଯଦି ଆପଣ ଗହଣାରେ ସଜ୍ଜିତ ହୋଇଥିବା ନାରୀ ଦେଖୁଛନ୍ତି ତାହେଲ ଜାଣି ନିଅନ୍ତୁ କି ଆପଣ ଙ୍କୁ ଖୁବ ଧନ ମିଳିବା ପାଇଁ ଯାଉଛି ।

ଏହା ସହ ଯେଉଁ ମାନେ ଧନ କିମ୍ବା ପୁରା ଆଭୁଶଣ ରେ ସଜେଇ ହେଇଥିବା ନାରୀ କୁ ଆପଣ ଦେଖୁଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କ ସବୁ ଅଟକି ଥିବା କାମ ହେବା ପାଇଁ ଯାଉଛି ଓ ଆପଣ ସବୁ କାମରେ ସାହାଜ୍ଯ ପାଇବେ । ଯଦି ଆପଣ ଦେଖୁଛନ୍ତି କି ଜଣେ ନାରୀ କୁ କାନ୍ଦୀବାର ଦେଖୁଛନ୍ତି ତାହେଲେ ଆପଣ ଜାଣି ଯାନ୍ତୁ କି ଆପଣଙ୍କ ଖରାପ ସମୟ ଆସିବାକୁ ଯାଉଛି କିମ୍ବା କାହାର ଅକାଳ ମୃ-ତ୍ୟୁ ହେବାକୁ ଯାଉଛି ।

ଯଦି ଆପଣ ସ୍ଵପ୍ନରେ ନାରୀକୁ ଧଳା ବସ୍ତ୍ରରେ ଦେଖିବା ପାଇଁ ପାଉଛନ୍ତି ଜାଣି ନିଅନ୍ତୁ କି ଦେଖୁଥିବା ବ୍ୟକ୍ତି କିମ୍ବା ଆଖ ପାକହରେ ଥିବା କେହି ଜଣେ ମୃ-ତ୍ୟୁ କୁ ଲାଭ କରିବେ । ଯଦି ଆପଣ ପ-ର-ଲୋ-କରେ ଥିବା ବ୍ୟକ୍ତି କୁ କିଛି ଦେଇ କରି ଯିବା ଭଳି ସ୍ଵପ୍ନ ଦେଖୁଛେ ତେବେ ଆପଣ ଜାଣି ନିଅନ୍ତୁ କି କାହାର ଅ-କା-ଳ ପ-ର-ଲୋ-କର ସମ୍ବାଦ ପାଇବା ପାଇଁ ଯାଉଛି ନ ହେଲେ କିଛି ଅଧୁରା ଆସା କୁ ଦେଖାଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *