ସ୍ଵାମୀ ଓ ସ୍ତ୍ରୀ ଝଗଡା କିପରି ଦୂରହୁଏ – Ajira Anuchinta

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ରକ୍ତ ସମ୍ପର୍କ ସବୁଠାରୁ ବଡ ସମ୍ପର୍କ ହୋଇଥାଏ କିନ୍ତୁ ଆପଣଙ୍କୁ ଏହା ମଧ୍ୟ ମାନିବାକୁ ହବ ଯେ ରକ୍ତ ସମ୍ପର୍କ ନହେଲେ ମଧ୍ୟ ରକ୍ତ ସମ୍ପର୍କ ଠାରୁ ବଡ ସମ୍ପର୍କ ହୋଇଥାଏ ସ୍ଵାମୀ ସ୍ତ୍ରୀ ମଝିରେ । ତେବେ ସେ ନିଜ ଜୀବନ ସବୁ ସୁଖ ଦୁଃଖ ପରସ ପର ସହ ବାଣ୍ଟିଥାନ୍ତି । ତେବେ ଆଜି ଆମେ ଆପଣ ମାନାଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଭୁଲରେ ମଧ୍ୟ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଦୁହିଙ୍କ ମଝିରେ ସମସ୍ଯା ସୃଷ୍ଟି ହୋଇଥାଏ ।

ତେବେ ଏହି କାମ ଗୁଡିକ ଭୁଲରେ ମଧ୍ୟ କରନ୍ତୁ ନାହିଁ ଦେଖିବେ ଆପଣଙ୍କୁ ବହୁତ ସୁବିଧା ହବ ଓ ଘରେ ସୁଖ ଶାନ୍ତି ରହିବ ।

Image Courtesy: Google

୧. ଘରର ମୁଖ୍ୟ ଦ୍ଵାରରେ କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ ।

୨. ମାଟି ସୁରେଇରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଲେ ବାସ୍ତୁ ସମସ୍ଯା ଦୁରହୁଏ ।

୩. ସାତୋଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କଲେ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ ।

୪. ପୁରୁସ୍ଶ ହୁଅନ୍ତୁ କିମ୍ବା ମହିଳା ବେକ କେବେ ଖାଲି ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ ।

୫. ପ୍ରତିଦିନ ସକାଳେ ଦୁଇଟି ଳିମ୍ବ ପତ୍ର ଖାଇଲେ ମୁହଁର ଦାଗ ଲିବିବା ସହିତ ତେଜ ବଢିଥାଏ ।

୬. ସକାଳୁ ଉଠି ବାସୀ ମୁହଁରେ ଏକ ଗ୍ଳାସ ପାଣି ପିଇଲେ ମଙ୍ଗଳ ହୋଇଥାଏ ।

Image Courtesy: Google

୭. ପିତୃ ମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟର ଘରେ ଖାଆନ୍ତୁ ନାହିଁ ।

୮. ଦିନ ସମୟରେ ଅଧିକାଂଶ ସମୟ ନୀରବ ରହିଲେ ମଙ୍ଗଳ ହୋଇଥାଏ ।

୯. ଭୂମି ଉପରେ ଆସନ ପାରି ବାସିକରି ଖାଇଲେ ମଙ୍ଗଳ ହୋଇଥାଏ ।

୧୦. ସ୍ଵାମୀ ଓ ସ୍ତ୍ରୀ ଭିତରେ ଝଗଡା ଲାଗୁଥିଲେ ଦୁଇଟି ମୟୂର ପୁଛ ବିବାହ ଆଲବମରେ ରଖିଲେ ତାହା ଦୁରହୁଏ ।

୧୧. ଗାଧୁଆ ଘରରେ ଉଲଗ୍ନ ହୋଇ ଗାଧେଇବା ଉଚିତ ନୁହେଁ କାରଣ ପିତୃ ପୁରୁଷ ଆସନ୍ତୁଷ୍ଠ ହୋଇଥାନ୍ତି ।

୧୨. ସିନ୍ଦୁର ପିନ୍ଧିଲା ବେଳେ କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିଲେ ଶୁଭ ହୋଇଥାଏ ।

୧୩. ସକାଳୁ ଉଠିଲା ପରେ ନିଜ ମୁହଁ ଆଇନାରେ ଦେଖନ୍ତୁ ନାହିଁ, ଠାକୁର ଦର୍ଶନ ପରେ ଦେଖିବା ଉଚିତ ।

୧୪. ଯଦି ପୁରୁଷଙ୍କ ଡାହାଣ ହାତ ପାପୁଲି ଓ ମହିଳା ମାନଙ୍କ ବାମ ହାତ ପାପୁଲି କୁଣ୍ଡାଇ ହେଲେ ଧନପ୍ରାପ୍ତି ହୁଏ ।

୧୫. ସୋରିଷ ତେଲରେ ସିନ୍ଦୁର ଗୋଳାଇ ଦୁଆର ମୁହଁରେ ଟୀକାଟିଏ ଲଗାଇଲେ ଧନବୃଦ୍ଧି ହୁଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *