ସ୍ଵାମୀ ସ୍ତ୍ରୀ କୁ ସଜେଇ ଥାଏ କିନ୍ତୁ ଦେଖିପାରେ ନାହିଁ! ତାହା କଣ ? ଏହା ସହ ଆହୁରି 15+ GK Quiz

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ସମସ୍ତ ପ୍ରଶ୍ନର ଉତ୍ତର ଓ ଏହାର ଉତ୍ତର ସମ୍ପର୍କରେ ।

୧- ଭାରତ କେତୋଟି ପ୍ରାକୃତିକ ପ୍ରଦେଶରେ ବିଭାଜିତ ଅଟେ ?

ଉତ୍ତର- ୪ଟି ।

୨- ବଗିଚାର ସହର କାହାକୁ କୁହାଯାଏ ?

ଉତ୍ତର- କପୁରଥଲା ।

୩- ଚମ୍ପାରଣ ସତ୍ୟାଗ୍ରହ କେବେ ହୋଇଥିଲା ?

ଉତ୍ତର- ୧୯୧୭ ।

୪- ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ କଣ ?

ଉତ୍ତର- ବୁଧ ଗ୍ରହ ।

୫- କ୍ଷୀରରେ କେଉଁ ପ୍ରୋଟିନ ରହିଥାଏ ?

ଉତ୍ତର- କେଶିନ ।

୬- ନୀଳ ସହର କାହାକୁ କୁହାଯାଏ ?

ଉତ୍ତର- ଯୋଧପୁର ।

୭- ଲେମ୍ବୁରୁ କେଉଁ ଅମ୍ଳ ମିଳିଥାଏ ?

ଉତ୍ତର- ସାଇତ୍ରିକ ଅମ୍ଳ ।

୮- କେଉଁ ଦେଶରେ ଗୋଟିଏ ଟ୍ରାଫିକ ସିଗନାଲ ନାହିଁ ?

ଉତ୍ତର- ଭୁଟାନ ।

୯- କେଉଁ ପଶୁର ଦାନ୍ତ ସବୁବେଳେ ବଢିଥାଏ ?

ଉତ୍ତର- ମୂଷା ବା ଠେକୁଆ ।

୧୦- ପାଚିଲା ଆମ୍ବରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ-ଏ ।

୧୧- ଜନସଂଖ୍ୟା ଦୃଷ୍ଟିରୁ ଭାରତରେ ସବୁଠାରୁ ବଡ ରାଜ୍ୟର ନାମ କଣ ?

ଉତ୍ତର- ଉତ୍ତର ପ୍ରଦେଶ ।

୧୨- ଏପିକଲ୍ଚର କାହା ସହ ସମ୍ବଧିତ ଅଟେ ?

ଉତ୍ତର- ମଧୁମଖି ପାଳନ ।

୧୩- ଭାରତର ପ୍ରଥମ ମହିଳା ସୁଲତାନ କିଏ ଅଟନ୍ତି ?

ଉତ୍ତର- ରାଜିୟା ସୁଲତାନ ।

୧୪- ଏସିୟାର ସବୁଠାରୁ ଲମ୍ବା ସୁରଙ୍ଗ କେଉଁ ଠାରେ ଅଛି ?

ଉତ୍ତର- ଜାପାନ ।

୧୫- ଭୋଜପୁରୀ କେଉଁ ଦେଶର ଭାଷା ଅଟେ ?

ଉତ୍ତର- ମାରିଷସ ।

୧୬- ଦକ୍ଷିଣର ବ୍ରିଟେନ କାହାକୁ କୁହାଯାଏ ?

ଉତ୍ତର- ନ୍ୟୁଜଲ୍ୟାଣ୍ଡ ।

୧୭- ସବୁଠାରୁ ବିଷାକ୍ତ ସାପ କଣ ଅଟେ ?

ଉତ୍ତର- କିଙ୍ଗ କୋବ୍ରା ।

୧୮- ସ୍ଵାମୀ ସ୍ତ୍ରୀ କୁ ସଜେଇ ଥାଏ କିନ୍ତୁ ଦେଖିପାରେ ନାହିଁ । ତାହା କଣ ?

ଉତ୍ତର- ବିଧବା ବେଶ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *