ଆଜି ଆମେ ଆପଣଙ୍କ ମନ ଖୁସି କରିବା ପାଇଁ ଏମିତି କିଛି ଯୋକ୍ସ ଆଣିଛି, ଯାହା ସମସ୍ତେ ନିଜ ଘରେ ଦେଖିଥାନ୍ତି ଓ ଅନ୍ୟ ଲୋକକୁ କହି ହସି ଥାନ୍ତି, ଆଜି ଆମେ ଆପଣ ମାନଙ୍କ ପାଇଁ ଘରୋଇ ଯୋକ୍ସ ଆଣିଛୁ ଯାହା ପ୍ରାୟତଃ ସ୍ଵାମୀ ସ୍ତ୍ରୀ ମଧ୍ୟରେ ହୋଇଥାଏ, କିନ୍ତୁ ଏହି ଯୋକ୍ସ କାହାକୁ ଦୁଃଖ ଦବା ପାଇଁ ନୁହ ସମସ୍ତେ ମୁଖରେ ଖୁସି ଆଣିବା ପାଇଁ ଅଟେ ।

୧. ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଲା…..
ସ୍ତ୍ରୀ ମାର୍କେଟ ଯାଇ ବିଷ ଆଣିଲା ଓ ଖାଇ ଦେଲା କିନ୍ତୁ ସେ ମଲା ନାହିଁ ରୋଗରେ ପଡିଗଲା ।
ସ୍ଵାମୀ ରାଗରେ କହିଲା – ୧୦୦ଥର କହିଛି ଜିନିଷ ଦେଖିକି କିଣ ଟଙ୍କା ବି ନଷ୍ଟ ହେଲା ଓ କାମ ବି ହେଲା ନାହିଁ ।
୨. ସ୍ଵାମୀ ନିଜ ସ୍ତ୍ରୀ ହାତ ଧରି ମାର୍କେଟରେ ବୁଲୁଥିଲା । ସେହି ସମୟରେ ସ୍ଵାମୀ ଗୋଟେ ସାଙ୍ଗ ଦେଖା ଗଲା ଓ କହିଲା, ତୋ ବାହାଘରକୁ ଏତେ ବର୍ଷ ହେଇଗଲା କିନ୍ତୁ ଆଜୀବ୍ୟ ତୋର ଭାଉଜ ପାଇଁ ପ୍ରେମ ଦେଖି ମନ ଖୁସି ହୋଇଯାଏ ।
ସ୍ଵାମୀ – ଏମିତି କିଛି ନାହିଁ, ସ୍ତ୍ରୀ ହାତ ଛାଡିଲେ ଯେ କୌଣସି ଦୋକାନରେ ପସିଯିବ ସେଥିପାଇଁ ଧରି ରଖିଥାଏ ।

୩. ବିବାହରେ ସବୁଠାରୁ ବଡ ଧୋକା ଏହା ହୋଇଥାଏ ଯେ ଗାଈ ଭଳି ଗୁଣ କହି କନ୍ୟା ବିଦା କରନ୍ତି ଓ ସାସୁ ଘରେ ଗାଈ ବାଘୁଣୀ ହୋଇଯାଏ ।
୪. ସ୍ଵାମୀ – ଯଦି ମୋର ଲଟରି ଲାଗିଲା ତେବେ ତମେ କଣ କରିବ ?
ସ୍ତ୍ରୀ – ଅଧା ଟଙ୍କା ନେଇ ସବୁଦିନ ପାଇଁ ଘରକୁ ପଳେଇବି………….
ମୁଁ ବି ଖୁସି ତମେ ବି ଖୁସି
ସ୍ଵାମୀ – ୨୦ଟଙ୍କାର ଲଟରି ଲାଗିଛି ୧୦ଟଙ୍କା ଧ ଘରୁ ବାହାର ।

୫. ଜଣେ ମହିଳା ଚାଲୁଥିବା ଟ୍ରେନରେ ଦଉଡିକି ଉଠିଲା ଯାହାକୁ ଦେଖି ଟ୍ରେନ ଭିତରେ ଥିବା ଲୋକ କହିଲେ : କମାଲ ମହିଳା, କମାଲ ମହିଳା !
ଏହି କଥା ସୂନୀ ମହିଳା ଜଣେ କହିଲେ – କମାଲ ମୋ ଦିଅର ନା ମୁଁ ଜମାଲ ସ୍ତ୍ରୀ ଅଟେ ।
ତେବେ ଆପଣ ମାନଙ୍କ ପାଇଁ ଏମିତିକା ଯୋକ୍ସ ଆମେ ଆଉ ଆଣିବୁ, ତେବେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଏମିତି ଗୋଟେ ସମ୍ପର୍କ ଯେଉଁଥିରେ ଆପଣଙ୍କୁ ସବୁ ସ୍ଵାଦ ଚାଖିବାକୁ ମିଳିଥାଏ ମିଠା, ରାଗ, ଖଟା ଓ ପିତା କିନ୍ତୁ ଏହା ବିନା ଜୀବନ ଫିକା ।