ସ୍ଵାଧୀନତା ଦିବସ ଅବସରରେ Babushan ଗାଇଲେ ଏହି ସୁନ୍ଦର ଗୀତ, ଦେଖନ୍ତୁ Video 

ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଆପଣ ମାନେ ଜାଣିଥିବେ ଅଭିନେତ୍ରା ଓ ଅଭିନେତ୍ରୀ ମାନଙ୍କର କ୍ରେଜ କିପରି ଭାବରେ ରହିଥାଏ ଦର୍ଶକଙ୍କ ପାଖରେ । ସେଲିବ୍ରେଟି ମାନେ କିପରି ଅନେକ ସମୟରେ ସେମାନଙ୍କର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କର ନିକଟତର ହୋଇଥାନ୍ତି ଓ ସେମାନଙ୍କୁ ଆକର୍ଷିତ କରିଥାନ୍ତି ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଆଜି ଆମେ ଆପଣଙ୍କୁ ଓଲିଉଡ ହହିରୋ ବାବୁସାନ ମହାନ୍ତି ସ୍ଵାଧୀନତା ଦିବସ କିପରି ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଲିଉଡ ଚକଲେଟ ହିରୋ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ପାଇଁ ଜେଣ ଚର୍ଚ୍ଚିତା ଚେହେରା ଅଟନ୍ତି । ତାଙ୍କର ଅଭିନୟ ଆଉ ଆକ୍ସନ ଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥାଏ । ଆପଣ ମାନେ ଜାଣିଥିବେ ବାବୁସାନ ଅଭିନୟ, ଆକ୍ସନ କରିବା ସହ ଖୁବ ସୁନ୍ଦର ଗୀତ ମଧ୍ୟ ଗାଇଥାନ୍ତି ।

ସେ ଗାଇଥିବା ଗୀତ ଅନେକ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଆଉ ଚର୍ଚ୍ଚା ରେ ମଧ୍ୟ ରହିଥାନ୍ତି । ତେବେ ଗତ କାଲି ସ୍ଵାଧୀନତା ଦିବସ ବା ଅଗଷ୍ଟ ୧୫ ସାରା ଭାରତ ବର୍ଷ ରେ ଖୁବ ଧୂମଧାମ ରେ ପାଳନ କରା ଯାଇଛି । ଦେଶ ସ୍ଵାଧୀନ ହେବାର ୭୫ତମ ଅବସର ପାଳନ ନକରିଛି । ତେବେ ସ୍ଵାଧୀନତା ଦିବସ ଅବସର ରେ ଅଭିନେତା ନିଆରା ଢଙ୍ଗ ରେ ଏକ ସୁନ୍ଦର ଗୀତ ମାତୃଭୂମି ପାଇଁ ଗାଇଛନ୍ତି ।

ବାବୁସାନ ଗାଇଛନ୍ତି କି ରଙ୍ଗ ଦେ ବସନ୍ତୀ ଚୋଲା ମାହି ରଙ୍ଗ ଦେ ମେରା ରଙ୍ଗ ଦେ ବାସନ୍ତୀ ଚୋଲା ମାହି ରଙ୍ଗ ଦେ ବାସନ୍ତୀ ଚୋଲା । ଗୀତ ଗାଇ ସାରିବା ପାଇଁ ବାବୁସାନ କହିଛନ୍ତି ଷ୍ଟେ ହାପି, ଷ୍ଟେ ହେଲଥି ହାପି ଇଣ୍ଡିପେନେନ୍ସ ଡେ ଅଲ ଅଫ ୟୁ । ସତରେ ବାବୁସାନ ନିଜର ସୁନ୍ଦର କଣ୍ଠ ରେ ଦେଶ ପାଇଁ ଯେଉଁ ଗୀତ ଗାଇଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ ।

ଏହି ଭିଡିଓ ଟି ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚା ରେ ହେବାରେ ଲାଗିଛି । ବାବୁସାନଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି ଯେଉଁ ମାନେ ଏହି ଗୀତ କୁ ବହୁତ ସାରା ଲାଇକ ଆଉ କମେଣ୍ଟ ମଧ୍ୟ ଦେଇଛନ୍ତି । ବାବୁସାନଙ୍କର ଦେଶ ପ୍ରତି କେତେ ଭକ୍ତି ରହିଛି ତାହା ତାଙ୍କର ଗୀତ ରୁ ସ୍ପଷ୍ଟ ବାରି ହେଉଛି ।

ଦେଶର ନାଗରିକ ଭାବେ ସେ ଗତ କାଲି ସ୍ଵାଧୀନତା ଦିବସ ଅବସର ରେ ଏତେ ସୁନ୍ଦର ଗୀତ ଭେଟ ଦେଇଛନ୍ତି ଯାହାକୁ ତାଙ୍କର ଅଗଣିତ ଫ୍ୟାନ୍ସ ମାନେ ବହୁତ ପ୍ରଶଂସା କରିଛନ୍ତି । ପୂର୍ବରୁ ମଧ୍ୟ ବାବୁସାନ ଏଭଳି ସୁନ୍ଦର ସୁନ୍ଦର ଗୀତ ନିଜ ମା ଅପରାଜିତା ମହାନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଗାଇ ସାରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ମହାନ୍ତି ଙ୍କ ଦେଶ ଭକ୍ତି ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *