ଏଠି ସ୍ଵାମୀ ଚୟନ ପାଇଁ ଝିଅ ମାନେ କରନ୍ତି ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ, ପିତାମାତା ମଧ୍ୟ କରୁଛନ୍ତି ସମର୍ଥନ

ଏହି ଦୁନିଆ ବିଭିନ୍ନତାରେ ଭରି ହୋଇ ରହିଛି । ସବୁ ଜାଗାରେ ନିଜ-ନିଜ ରୀତି-ନୀତି ରହିଛି । କିନ୍ତୁ କିଛି ଜିନିଷ ଏମିତି ହେଇଥାଏ ଯାହା ଟିକେ ଅଡୁଆ ଲାଗେ । ଏମିତି ହିଁ କିଛି ଦେଶରେ ଅଛି ଦୈହିକ ସମ୍ବଧର ପ୍ରଥା । ଏହି ପ୍ରଥା ଏତେ ଅଡୁଆ କି ଆପଣ ଜାଣିଲେ ବିଶ୍ଵାସ କରିପାରିବେନି । କଥାଟା ଏହା କି ଗୋଟେ ପ୍ରଥା ଅଛି ଯେଉଁଥିରେ ଝିଅମାନେ ନିଜର ସ୍ଵାମୀ ବାଛିବାପାଇଁ ଅନେକ ପୁରୁଷ ସହ ସମ୍ବନ୍ଧ ରଖିବାକୁ ପଡିବ ।

ଏହି ପ୍ରଥା କମ୍ବୋଡିଆର କେରୁଙ୍ଗ ସମୁଦାୟର, ଏକ ଏମିତି ପ୍ରଥା ଯେଉଁଥିରେ ଝିଅମାନେ ନିଜର ସ୍ଵାମୀ ବାଛିବା ପାଇଁ  ଅନେକ ପୁରୁଷ ସହ ସମ୍ପର୍କ ସ୍ଥାପନ କରିବାକୁ ପଡିଥାଏ ।

ମୁଖ୍ୟ କଥା ଏହା କି ଏଠାରେ ପିତାମାତା ଝିଅ ମାନଙ୍କ ସେକ୍ସ ଲାଇଫ ଉପରେ କୌଣସି ପ୍ରବନ୍ଧ ଲଗାଇ ନଥାନ୍ତି । ଯେତେବେଳ ପର୍ଯ୍ୟନ୍ତ ସେମାନଙ୍କ ଝିଅକୁ ଉତ୍ତମ ଜୀବନ ସାଥି ନ ମିଳିଛି ସେତେବେଳ ପର୍ଯ୍ୟନ୍ତ ସେ ଅନେକ ଲୋକଙ୍କ ସହ ସମ୍ପର୍କ ରଖିଥାଏ । ଏଥିପାଇଁ ସେମାନଙ୍କ ମାତାପିତା ଗୋଟେ ସ୍ଵତନ୍ତ୍ର କୁଟୀର ବନେଇଥାନ୍ତି ଯାହା “ଲବ ହଟସ” ନାମରେ ଜଣାଯାଏ ।

ଅନେକ ଲିଖିତ ଆଲୋକ ଚିତ୍ରକାର ଏବଂ ଅନ୍ୟ ଲୋକ କମ୍ବୋଡିଆ ର ଏହି ସମୁଦାୟ ପାଖକୁ ଯାଇ ସେମାନଙ୍କୁ ବୁଝାଇବା ପାଇଁ ଗବେଷଣା କରି ସାରିଛନ୍ତି । ଏମାନଙ୍କ ସହ ରହିଲା ପରେ ଏହି ପ୍ରଥା ବିଷୟରେ କିଛି ମୁଖ୍ୟ ତଥ୍ୟ ଜାଣିବାକୁ ମିଳିଲା । ଏହି ଝିଅମାନେ ଏପରି କରିବାରେ କୌଣସି ଖରାପ ଅନୁଭବ କରନ୍ତି ନାହିଁ ।

ଲୁଇସ କେଲ ନାମକ ଆଲୋକ ଚିତ୍ରକାରଙ୍କ କହିବା ଅନୁସାରେ ଏହି ଝିଅମାନେ ଏହି ପ୍ରଥା କୁ ନେଇ ସୁନିଶ୍ଚିନ୍ତିତ ଅଛନ୍ତି ଓ ସେମାନେ ଜାଣିପାରନ୍ତି କି ସେମାନଙ୍କ ଜୀବନସାଥି ମଧ୍ୟରେ କଣ ଥିବା ଦରକାର । ଯେଉଁ ଲୋକ ମାନଙ୍କ ସହ ଝିଅମାନେ ସମ୍ପର୍କ ସ୍ଥାପନ କରନ୍ତି ଯଦି ସେମାନଙ୍କ ମଧ୍ୟରୁ କେହି ପସନ୍ଦ ଆସି ଯାଆନ୍ତି ତେବେ ଅନ୍ୟମାନେ ଦୁଃଖୀ ବା ରୁଷ୍ଟ ହୁଅନ୍ତି ନହିଁ । ନା କୌଣସି ପ୍ରକାରର ଶତ୍ରୁତାଭାବ ରଖନ୍ତି ।

ଏହି ପରମ୍ପରାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *