୫ ଜଣ ଯୁବକ ମିଶି ସ୍ଵାମିକୁ ଛୁରିମାରୀ ସ୍ତ୍ରୀ ସହ କଲେ କିଛି ଏମିତି, ଜାଣିଲେ ଆପଣଙ୍କ ମୁଣ୍ଡ ଘୂରିଯିବ

ନମସ୍କାର ବନ୍ଧୁଗଣ, ଆପଣମାନକୁ ଆମର ଏହି ଲେଖାକୁ ସ୍ଵାଗତ । ପୁଣି ଏକ ଅଭାବନୀୟ ଘଟଣା ଘଟିଯାଇଛି ମହାରାଷ୍ଟ୍ର ନାସିକ ଜିଲ୍ଲାର କୋଲଗଓ୍ବା ଅଞ୍ଚଳରେ । ଏକ ଏଭଳି ଘଟଣା ଯାହା ବିଷୟରେ ଜଣାଇ ଆପଣଙ୍କ ରାମ ଟାଙ୍କୁରି ଉଠିବ । ଆପଣ ଘରୁ ବାହାରିବାକୁ ବି ଡରିବେ । ସେହିଭଳି ଏକ ଘଟଣା ଯାହା ସାରା କୋଲଗଓ୍ବା ବାସୀଙ୍କୁ ଥରାଇ ଦେଇଛି । ଆପଣ କେବେ ବିଶ୍ଵାସ ବି କରିବେନି ଯେ ସ୍ଵାମୀ ସହ ଥାଇ ମଧ୍ୟ ସ୍ତ୍ରୀମାନେ ସୁରକ୍ଷିତ ନୁହଁନ୍ତି । କାହିଁକି ନା ସଂସାରରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ମଣିଷ ନୁହନ୍ତି ରାକ୍ଷସ । ତେବେ ଆସନ୍ତୁ ଜଣାଇବା ସମ୍ପୁର୍ଣ୍ଣ ଘଟଣା କଣ ।

ତେବେ କୋଲଗଓ୍ବା ଥାନାରେ ଏକ ଅଭିଯୋଗ ଆସିଛି କି ୫ ଜଣ ଦୁର୍ବୃତ୍ତ ବାଟରେ ସ୍ଵାମି ସ୍ତ୍ରୀଙ୍କୁ ଅଟକାଇ ସ୍ଵାମିକୁ ଛୁରୀ ମାରିବା ସହ ତା ସ୍ତ୍ରୀ ସହ ଦୁଷ୍କର୍ମ କରିଛନ୍ତି । ତେବେ ସେହି ପୀଡ଼ିତ ଦମ୍ପତ୍ତି ଫୋନ କରି ପୋଲିସକୁ ଏହାର ସୂଚନା ଦେବା ପରେ ସେମାନେ ସେହି ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ପୋଲିସ ଏଫଆଇଆର ଦରଜ କରି ଏହି କେସ ର ତଦନ୍ତ ଆରମ୍ଭ କରିଛି ।

ତେବେ ସୂଚନା ଅନୁସାରେ ଶନିବାର ଦିନ ସକାଳେ ଦମ୍ପତ୍ତି ମନ୍ଦିରକୁ ଯାଉଥିଲେ, ହଟାତ ବାଇକ୍ ରେ ଥିବା ୫ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଏବଂ ସେମାନେ ଯେତେବେଳେ ଅଟକିଥିଲେ ସେହି ୫ ଜଣ ତାଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଯୁବକ ପେଟରେ ଛୁରୀ ମାରି ତାକୁ ଆହତ କରିଥିଲେ ଓ ପରେ ତାର ସ୍ତ୍ରୀ ସହ ସମସ୍ତେ ମିଶି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏହା ପରେ ସେମାନଙ୍କୁ ସେହିଭଳି ଅବସ୍ଥାରେ ସେଠାରେ ଫିଙ୍ଗି ଚାଲିଯାଇଥିଲେ ।

ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଯୁବକ ସେମାନଙ୍କ ଅବସ୍ଥା ଦେଖି ତାଙ୍କୁ ସବୁ କଥା ପଚାରି ବୁଝିଥିଲା ଓ ପୋଲିସକୁ ଫୋନ କରି ଜାଣିଥିଲେ । ଏହା ପରେ ପୋଲିସ ସେମାନଙ୍କୁ ସେହି ଘଟଣା ସ୍ଥଳରୁ ନେଇ ହସ୍ପିଟାଲରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଆହତ ଦମ୍ପତ୍ତି ଅଭିଯୁକ୍ତଙ୍କ ନାଁ ମଧ୍ୟ କହିଛନ୍ତି । ସେମାନଙ୍କ ନାଁ ବ୍ରଜେଶ ପ୍ରତାପ ସିଂହ ଓରଫ ଡିମ୍ପଲ, ତ୍ରିବେଣୀ ତିଓ୍ବାରୀ, କଲ୍ଲୁ କୁଶଓ୍ବାହା, ତୁଳସୀ ଦାସ କୁଶଓ୍ବାହା ଏବଂ ରାଜକୁମାର କୋଲ ବୋଲି କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *