ଯେଉଁ ଦେହ ପାଇଁ ତୁ ପାଗଳ ଥିଲୁ, ସେହି ଦେହକୁ ଆଜି…. ସ୍ଵାମୀ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ, ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ Video

ମତେ ମିଠା ମିଠା କଥାରେ ଫସାଇ ପ୍ରେମ କରିଲୁ ମୋ ମନ ବଦଳରେ ମୋ ଦେହକୁ ଚାହିଁଲୁ ନୋଟାରୀୟ ମ୍ୟାରେଜ ବି କରିଲୁ । ଆସ ଖୁସିରେ ମୋ ସହ ରହିଲୁ । ୬ ମାସ ମୋତେ ପୁରା ରାଣୀ କରି ରଖିଲୁ କାହିଁକି ନା ମୋ ଦେହ ତୋତେ ସେତେବେଳ ଭାରି ଭଲ ଲାଗୁଥିଲା । ମୋତେ ସିନ୍ଦୁର ଦେବା ପଛରେ ତୋର ଉଦ୍ଦେଶ୍ୟ କଣ ଥିଲା ସେଟା ମୁଁ ବୁଝିପାରିଲି ନାହି । ତୋ ପ୍ରେମ ପଛରେ ଥିଲା ଦେହ ସୁଖ ଆଉ ଯେବେ ଉଁ ପୁରୁଣା ହୋଇଗଲି ତୋ ପ୍ରେମ କୁଆଡେ ଚାଲିଗଲା ।

ଯେଉଁ ଦେହ ପାଇଁ ତୁ ପାଗଳ ଥିଲୁ ଆଜି ସେହିଦ ଏହାକୁ କଷ୍ଟ ଦେଉଛୁ ଟିକେ ଟିକେ କଥାରେ ବାଡଉଛୁ । ତୋ ଘରଲୋକ ବି ତୋ ଆଗରେ ମୋତେ ପିଟିଲେ ତୁ ସବୁ ଦେଖି ଚୁପ ରହିଲୁ ଏହା ଥିଲା ତୋର ଭଲ ପାଇବା । ଶୀତ ରାତିରେ ତୋ ଘରଲୋକେ ମୋତେ ବାହାର କରିଦେଲ ତୁ ଚୁପ ରହିଲୁ । ଏ ଅନ୍ଧାରେ ରାତିରେ ମୁଁ ବାହାରେ ସୋଲି ବୁଝିଗଲି ତୋ ପ୍ରେମକୁ । ଏବେ ମୋତେ ନ୍ୟାୟ ଦରକାର ।

ଦର୍ଶକ ବନ୍ଧୁ ପୁଣି ଥରେ ଗୋଟେ ବୋହୂ ଶ୍ଵଶୁର ଘର ଆଗରେ ଦୁଇ ଦିନ ହେଲା ଧାରଣାରେ ବସିଛି । ପୋଲିସ ପହଞ୍ଚି ଉଭୟ ମହିଳା ଓ ଶ୍ଵଶୁର ହାର ଲୋକଙ୍କୁ ବୁଝାଇଥିଲେ ବି କିଛି ସୁଫଳ ମିଳିପାରି ନାହି । ଫଳରେ ଶୀତ କାକର  ଭୋକ ଉପାସ ଦୁଇ ଦିନ ହେଲା ବାହାରେ ପଡି ରହିଛନ୍ତି ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ରାଣିଗୋଡା ଗାଁରେ ।

ବନ୍ତଳା ଥାନା ଅନ୍ତର୍ଗତ ପୋକଟୁଙ୍ଗା ଗାଁର ଜ୍ୟୋସ୍ନା ସାହୁ ଗତ ୮ ମାସ ପୂର୍ବେ ରାଣୀପଡା ଗାଁର ମାନସ ବାରିକଙ୍କୁ ପ୍ରେମ ବିବାହ କରିଥିଲେ । ଏପରିକି ନୋଟାରୀ ପାଖରେ ଉଭୟ ସତ୍ୟପାଠ କରିଥିଲେ ଆଉ ୩ ମାସ ଯାଏଁ ଭଲରେ ଥିଲେ । କିନ୍ତୁ ୩ ମାସ ପରେ ଜ୍ୟୋସ୍ନାଙ୍କ ଶ୍ଵଶୁର, ଶାଶୁ ଓ ଦେଢଶାଶୂ ଯୌତୁକ ଆଣିବାକୁ ଅତ୍ୟାଚାର କରିଥିଲେ ।

ଏହା ପରେ ଜ୍ୟୋସ୍ନା ଙ୍କୁ ମାରପିଟ କରିଲେ ଶ୍ଵଶୁର ଘର ଲୋକେ । ତାଙ୍କୁ ଅନେକ ସମୟରେ ଘରୁ ବାହାର କରି କବାଟ ବି ଦେଇ ଦେଉଥିଲେ । ସ୍ଵାମୀ ମାନସ ସବୁ ଜାଣି ମଧ୍ୟ କୌଣସି ପ୍ରତିବାଦ କରୁ ନ ଥିଲେ । କଷ୍ଟ ଅସହ୍ୟ ହେବାରୁ ଜ୍ୟୋସ୍ନା ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମୋକାଦ୍ଦମା ରୁଜୁ କରି ମାନସ ଙ୍କୁ ଗିରଫ କରି ଜେଲ ପଠାଇ ଥିଲା ।

କିନ୍ତୁ ସେ ଜାମିନ ରେ ଆସିବା ପରେ ନିଜ ଘରେ ନ ରହି ଅନ୍ୟତ୍ର ରହୁଛନ୍ତି । ଜ୍ୟୋସ୍ନା ଦାବି କରୁଛନ୍ତି ତାଙ୍କୁ ପୁଣି ଥରେ ବୋହୂ ଭାବେ ଗ୍ରହଣ କରିବାକୁ । ସେଥିପାଇଁ ସେ ଶ୍ବଶୁର ଘର ଆଗରେ ଧାରଣାରେ ବସି ରହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ପ୍ରେମ କାହାଣୀ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *