ଦେଖନ୍ତୁ Video- ନିଜ ସ୍ଵାମୀଙ୍କ ନାଁ ରେ ମହିଳା ଜଣଙ୍କ ଆଣିଲେ ଭୟଙ୍କର ଅଭିଯୋଗ, ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ରକ୍ତ ବି ଗରମ ହେଇଯିବ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ସାମନାକୁ ଆସୁଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ନେଇ ଆସିଛୁ ଯେଉଁଠାରେ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କ ବି-ରୁ-ଦ୍ଧ-ରେ ଏପରି କିଛି ଅ-ଭି-ଯୋ-ଗ ଆଣିଛନ୍ତି ଯାହା ଅତି ନି-ନ୍ଦ-ନୀ-ୟ ଅଟେ ।

ତେବେ ଏହି ଘ-ଟ-ଣା ଟି ଭୁବନେଶ୍ୱର ର । ଏଠାରେ ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାମ ରେ ଲିଖିତ ଅ-ଭି-ଯୋ-ଗ ଆଣିଛନ୍ତି କି ସେ ସାମସଙ୍ଗ ସର୍ଭିସ ସେଣ୍ଟର ରେ କାମ କରନ୍ତି ଏବଂ ସେ ମୋବାଇଲ ର ପାର୍ଟସ କୁ ସଜାଡ଼ିବା କାମ କରନ୍ତି ।

ସେହି ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀଙ୍କର ଶ୍ୟାମସଙ୍ଗ କମ୍ପାନୀର ଷ୍ଟାଫ ମାନଙ୍କ ସହ ଖ-ରା-ପ ସମ୍ପର୍କ ରହିବା ସହ ତାଙ୍କ ଘରର ଚାକରାଣୀ ଓ ନିଜ ଭାଉଜଙ୍କ ସହ ମଧ୍ୟ ଖ-ରା-ପ ସମ୍ପର୍କ ରହିଛି । ମହିଳା ଜଣକ କହିଛନ୍ତି ଯେ ଶ୍ୟାମସଙ୍ଗ କମ୍ପାନୀର ଯେତିକି ପ୍ରଫିଟ ମିଳେ ତାହା ଅନ୍ୟ କୌଣସି କମ୍ପାନୀରୁ ମିଳେ ନାହି । ଏହା ଛଡା ଆଜିକାଲି ଶ୍ୟାମସଙ୍ଗ ମୋବାଇଲର ମଧ୍ୟ ଚାହିଦା ମାର୍କେଟରେ ଅଧିକ ରହିଛି ।

ତେବେ ତାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଗ୍ରାହକ ମାନଙ୍କ ର ମୋବାଇଲ ର ଠିକ ପାର୍ଟ କୁ ବଦଳାଇ ନକଲି ପାର୍ଟ ଲଗାଇ ଦିଅନ୍ତି ଏବଂ ଅସଲି ପାର୍ଟ କୁ ରାୟପୁର ଏବଂ ଦିଲ୍ଲୀ ରେ ବିକ୍ରୟ କରନ୍ତି । ତେବେ ଯେତେବେଳେ ମହିଳା ଜଣକ ତାଙ୍କୁ ଏହି କାର୍ଯ୍ୟ ପାଇଁ ବାରଣ କଲେ ସେତେବେଳେ ସେ ତାଙ୍କ ମାରିବା ସହ ତାଙ୍କ ତ-ଣ୍ଟି ଚି-ପି-ବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ ।

ଏତେ ସବୁ ପରେ ମହିଳାଙ୍କ ସ୍ଵାମୀ ଘର ଚାକରାଣୀ ସହ ଖ-ରା-ପ ସ-ମ୍ପ-ର୍କ ରହିଛି ବୋଲି ସେ ନିଜ ରାଏ ରେ କହିଛନ୍ତି । ବର୍ତ୍ତମାନ ତାଙ୍କ ଭାଉଜ ସହ ତାଙ୍କ ସ୍ବାମୀଙ୍କ ଖ-ରା-ପ ସ-ମ୍ପ-ର୍କ ରହିଛି ବୋଲି ସେ ଅ-ଭି-ଯୋ-ଗ କରିଛନ୍ତି । ଅଫିସର ସେହି ଝିଅ ଗାୟତ୍ରୀକୁ ତା ଦେହ ଖରାପ ହୋଇଥିବାରୁ ମହିଳାଙ୍କ ସ୍ଵାମୀ ହସପିଟାଲ ନେଇଥିଲେ । କିନ୍ତୁ ଘରେ ଅସୁସ୍ଥ ପଡିଥିବା ନିଜର ୮ ବର୍ଷର ପୁଅକୁ ତାଙ୍କ ସ୍ଵାମୀ ଦେଖି ନ ଥିଲେ । ଏହାର ପ୍ରତିବାଦ କରିବାକୁ ମହିଳାଙ୍କ ସ୍ଵାମୀ ସେହି ଝିଅ ତାଙ୍କର ପ୍ରେମିକା ବୋଲି ତାଙ୍କୁ ଜବାବ ଦେଇଥିଲେ ।

ତେବେ ଏହା ଛଡା ମହିଳା ଜଣକ ମିଡ଼ିଆ ଆଗରେ ଏହା ମଧ୍ୟ କହିଛନ୍ତିକି ତାଙ୍କ ସ୍ୱାମୀ ଅନେକ ଝିଅ ଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିଛନ୍ତି । ସେହି ସର୍ଭିସ ସେଣ୍ଟର ରେ କାମ କରୁଥିବା ଅନେକ ଝିଅ ଙ୍କ ସହ ସ-ମ୍ପ-ର୍କ ରଖିଥିବା ବେଳେ ତାଙ୍କ ଘ-ରର ଚାକରାଣୀ ଏବଂ ବର୍ତ୍ତମାନ ତାଙ୍କ ଭାଉଜ ଙ୍କ ସହ ମଧ୍ୟ ଶା-ରୀ-ରି-କ ସ-ମ୍ପ-ର୍କ- ରଖିଛନ୍ତି । ମୁଁ ପ୍ରତିବାଦ କରିବାରୁ ତାଙ୍କ ପରିବାର ଲୋକ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ ବୋଲି ମହିଳା କହିଛନ୍ତି । ତାଙ୍କ ସ୍ବାମୀଙ୍କର ଏପରି ଅ-ପ-କ-ର୍ମର ସବୁ ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ମହିଳା କହିଛନ୍ତି ।

Leave a Reply

Your email address will not be published. Required fields are marked *