“ମୋ ସ୍ୱାମୀଙ୍କ ଯୌ-ନା-ଙ୍ଗ କା-ଟି-ଦେଲା.. ମୋ ସଂସାର ଭାସିଗଲା.. ମୁଁ ଏବେ କଣ କରିବି”, କାନ୍ଦି କାନ୍ଦି ସ୍ତ୍ରୀ ଯାହା କହୁଛି ଦେଖନ୍ତୁ Video

ମୋ ସ୍ବାମୀର ଯୌ-ନା-ଙ୍ଗ କା-ଟି ଦେଲେ । ମୋ ସଂସାର ଏବେ ଭାସିଗଲା । ମୁଁ ଏବେ କଣ କରିବି । ମୋ ଦୁଖ କାହାକୁ କହିବି କିଏ ବା ଶୁଣିବ । ମୁଁ ପର ଗରିବ ଘରର ଝିଅ ମୋ କଥା କିଏ ବୁଝିବ । ଏମିତି କିଛି କହି କାନ୍ଦି କାନ୍ଦି ଗଡି ଯାଉଛନ୍ତି ମହିଳା ଜଣକ । ଖୁଶିର ସାଂସର ରେ ଦୁଖ ଆସି ଛିଡା ହୋଇଛି । କାରଣ ଏହି ସ୍ତ୍ରୀ ଙ୍କ ସ୍ବାମୀଙ୍କର ଯୌ-ନା-ଙ୍ଗ କା-ଟି ଦେଇଛି ତାଙ୍କ ସାଙ୍ଗ ।

ପୋଲିସ ପାଖରେ ଗୁହାରି କରିଲେ ବି କେହି ଶୁଣୁ ନାହାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗାଁ ରେ । ଖବର ମୁତାବିକ ଫେସବୁକ ରୁ ସାଙ୍ଗ ଆଉ ତା ପରେ ଯୌ-ନା-ଙ୍ଗ ବି-ଛେ-ଦ । ଉଭୟ ସାଙ୍ଗ ଫେସବୁକ ରୁ ସାଙ୍ଗ ହେବା ପରେ ଉଭୟ ମିଶି କେନ୍ଦ୍ରାପଡା ପେଣ୍ଠ ବେଳାଭୂମି ବୁଲିବା ପାଇଁ ଯାଇଥିଲେ । ପୀଡିତ ଯୁବକ ଙ୍କ ନାମ ହେଉଛି ଭାଗବତ ଦାସ ।

ଦୁଇ ସାଙ୍ଗ ଡକା ଡାକି ହୋଇ ବେଳାଭୂମି ବୁଲିବାକୁ ଯାଇଥିଲେ । ହେଲେ ସେଠାରେ କୌଣସି କାରଣରୁ ଦୁହିଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଯାହା ପରେ ଅ-ଭି-ଯୁ-କ୍ତ ସାଙ୍ଗ ଏକ ମା-ର-ଣା-ସ୍ତ୍ର  ରେ ଭାଗବତଙ୍କ ଯୌ-ନା-ଙ୍ଗ ଙ୍କ କା-ଟି ଦେଇଥିଲା । ବାରମ୍ବାର ଆ-କ୍ର-ମ-ଣ କରିଥିଲା ଅ-ଭି-ଯୁ-କ୍ତ । ଯାହା ପରେ ସ୍ଥାନୀୟ ଲୋକେ ସେଠାରେ ଏକତ୍ର ହେବାରୁ ଭୟରେ ସେଠାରୁ ଅ-ଭି-ଯୁ-କ୍ତ ଫେରାର ହୋଇ ଯାଇଥିଲା ।

ଆଉ ଗୁ-ରୁ-ତ-ର ଅବସ୍ଥାରେ ଭାଗବତ ଙ୍କୁ ପ୍ରଥମେ କେନ୍ଦ୍ରାପଡା ଚିକିତ୍ସାଳୟ କୁ ନିଆ ଯାଇଥିଲା । ଏଲେ ଅବସ୍ଥା ନ ସୁଧୂରିବାରୁ ତାଙ୍କୁ କଟକ ଏସିବି ରେ ଭର୍ତ୍ତି କରା ଯାଇଥିଲା । ଯାହା ପରେ ଭଗବତ ଙ୍କ ଯୌ-ନା-ଙ୍ଗ କୁ ଅପରେସନ କରା ଯାଇଛି । ସେପଟେ ଆ-କ୍ର-ମ-ଣ କୁ 24 ଘଣ୍ଟା ବୀତି ଯାଇଛି । ଏମିତିକି ପୋଲିସ ପାଖରେ ଏତାଲା ରୁଜୁ କରା ଯାଇଛି ।

ହେଲେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲେ ସୁଧା ଏ ଯାଏଁ ଅଭିଯୁକ୍ତ ସାଙ୍ଗ କୁ ଗି-ର-ଫ କରାଯାଇ ନାହି । ଯାହାକୁ ନେଇ କାନ୍ଦି କାନ୍ଦି ପୋଲିସ ଆଗରେ ନେହୁରା ହୋଇଛନ୍ତି ଭାଗବତ ଙ୍କ ସ୍ତ୍ରୀ । ତେବେ ଜଣେ ସାଙ୍ଗ ଆଉ ଗୋଟେ ସାଙ୍ଗର ଏଭଳି ଅବସ୍ଥା କରି ଦେଇଛି ଯେ ଯାହା କେହି କେବେ ଭରି ପାରିବେ ନାହି । ତେବେ ସେ ଯାହା ବି ହେଉ ଭାଗବତ ଙ୍କ ଅବସ୍ଥା ଏତେ ବି ଭଲ ନାହି ।

ଆଉ ଏପଟେ ତାଙ୍କ ସ୍ତ୍ରୀ କାନ୍ଦି କାନ୍ଦି କହୁଛନ୍ତି ମୋ ସଂସାର ଭାସିଗଲା ମୁଁ ଏବେ କଣ କରିବି ? ସତରେ ଦୁହିଙ୍କ ଜୀବନରେ ଏବେ ଏମିତି ଝଡ ଆସିଛି ଯାହା ସେମାନେ କେବେ ସ୍ଵପ୍ନ ରେ ସୁଧା ଭାବି ନ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *