ସ୍ଵାମୀ ସ୍ତ୍ରୀ ଏହି ଭୁଲ ପାଇଁ ସନ୍ତାନ ହୋଇଥାନ୍ତି ବିକଳାଙ୍ଗ 

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ଦୁନିଆର ସବୁଠାରୁ ପବିତ୍ର ସଂପର୍କ ବୋଲି ଶାସ୍ତ୍ରାରେ କୁହାଯାଇଛି । ସଂପର୍କରେ ଉତ୍ତମ ବିଚାର ଓ ବୁଝାବଣା ରହିଲେ ଜୀବନ ଆନନ୍ଦମୟ ହୋଇଥାଏ । ଶାସ୍ତ୍ରରେ ଏମିତି ମଧ୍ୟ କୁହାଯାଇଛି ସ୍ୱାମୀ-ସ୍ତ୍ରୀ ଉଚିତ ସମୟରେ ସଂପର୍କ ନରଖିଲେ ଆୟୁ କମିବା ସହିତ ଘରକୁ ବିଭିନ୍ନ ବିପତି ଆସିଥାଏ । ଜାଣିବା କେଉଁ ସମୟରେ ସଂପର୍କ ରଖିବା ଉଚିତ ନୁହେଁ । ପିତୃପୁରୁଷଙ୍କ କୌଣସି ପୂଜା କିମ୍ବା ଶ୍ରାଦ୍ଧ ଚାଲିଥିବା ସମୟରେ ସଂପର୍କ ରଖିବା ଉଚିତ ନୁହେଁ କିମ୍ବା ଘରେ କୌଣସି ବ୍ୟକ୍ତି ମରିଗଲା ପରେ ଶ୍ରାଦ୍ଧ ଦିନ ନଯିବା ପଯ୍ୟନ୍ତ। ଅର୍ଥାତ ବାରଦିନ ନଯିବା ପଯ୍ୟନ୍ତ ସ୍ୱାମୀ-ସ୍ତ୍ରୀ ସଂପର୍କ ରଖିବା ମଧ୍ୟ ଉଚିତ ନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି ।

Image Courtesy: Google

କାରଣ ଏହି ଦିନ ଗୁଡି଼କରେ ଘରକୁ ନକରାତ୍ମକ ଶକ୍ତିର ବିଶେଷ ପ୍ରଭାବ ଥାଏ । ଏହା ସହିତ ଯଦି ଘରେ ଭଗବାନଙ୍କ ପୂଜା ଚାଲିଛି ତେବେ ସ୍ୱାମୀ-ସ୍ତ୍ରୀ ସଂପର୍କ ରଖିବା ଉଚିତ ନୁହେଁ କାରଣ ଏହି ସମୟରେ ଘରକୁ ଭଗବାନଙ୍କ ପ୍ରବେଶ ଥାଏ । ଆପଣମାନେ ଶୁଣିଥିବେ କି କୁହାଯାଏ ସବୁ ସଫଳ ପୁରୁଷ ପଛରେ ଗୋଟେ ନାରୀର ହାତ ଥାଏ । ଏହା ଏମିତିରେ କୁହାଯାଇ ନାହିଁ । ହିନ୍ଦୁ ପୁରାଣରେ ବି ସ୍ଵାମୀର ସଫଳତା ପାଇଁ ସ୍ତ୍ରୀ କୁ ମୁଖ୍ୟ କାରଣ ବୋଲି କୁହାଯାଇଥାଏ । ଏମିତି କୁହାଯାଇଥାଏ କି ବିବାହ ପରେ ସ୍ଵାମୀର ଭାଗ୍ୟ ତା ସ୍ତ୍ରୀ ଉପରେ ନିର୍ଭର କରିଥାଏ । କାରଣ କିଛି ଲୋକଙ୍କର ଭାଗ୍ୟ ବିବାହ ପରେ ପୂରାପୂରି ବଦଳି ଯାଇଥାଏ ।

Image Courtesy: Google

ଏମିତି ବି କେତେଥର ହୋଇଥାଏ କି ବିବାହ ପରେ ସ୍ଵାମୀର ବରବାଦୀ ଆରମ୍ଭ ହୋଇଯାଇଥାଏ । ସ୍ଵାମୀର ଏହି ବରବାଦି ପଛରେ ଏକ କାରଣ ସ୍ତ୍ରୀ ର କିଛି ଭୁଲ ବି ହେଇପାରେ । ମହିଳାଙ୍କ ମାସିକ ଧର୍ମ ସମୟରେ ସ୍ଵାମୀ ସ୍ତ୍ରୀଙ୍କୁ ଅଲଗା ରହିବା ଉଚିତ, ଏହି ସମୟରେ ସମ୍ପର୍କ ରଖିଲେ ଛୁଆ ବିକଳାଙ୍ଗ ଜନ୍ମ ହୋଇଥାନ୍ତି । ଯେଉଁ ମହିଳା ଓ ପୁରୁଷ ମାସିକ ଧର୍ମ ୧୫ ଦିନ ପରେ ସମ୍ପର୍କ ରଖନ୍ତି ସେହି ଛୁଆ ଜନ୍ମ ହେଲେ ବହୁତ ଧାର୍ମିକ ହୋଇଥାଏ । ୧୮ ଦିନରେ ମିଲନ ହେଲେ ସନ୍ତାନ ଧର୍ମାତ୍ମା, ସୁଶୀଳ, ଶାନ୍ତ ସ୍ଵଭାବ ବା ଝିଅ ହେଲେ ପତି ପରାୟଣ ହୋଇଥାଏ ।

Image Courtesy: Google

ଯଦି ସ୍ଵାମୀ ସ୍ତ୍ରୀ କାମ ବାସନାରେ ବୁଡି ଯାଇ ପ୍ରହର ମାନନ୍ତି ନାହିନ ତେବେ ସନ୍ତାନ ବିକଳାଙ୍ଗ ଓ ଅଳପ ଆୟୁଷ ର ହୋଇଥାଏ । ଯଦି ଆପଣ ମଧ୍ୟ ନିଜ ସନ୍ତାନକୁ ସ୍ଵସ୍ଥ, ସୁନ୍ଦର ଏବଂ ଦୀର୍ଘାୟୁ କରିବା ପାଇଁ ଚାହନ୍ତି ତେବେ ୧୪ରୁ ୧୮ ଦିନ ଭିତରେ ସଠିକ ପ୍ରହରରେ ମିଲନ କରନ୍ତୁ ଏହି ସମୟ ମିଲନ ଆପଣଙ୍କ ସନ୍ତାନକୁ ସବୁ କିଛି ଭଲ ପ୍ରଦାନ କରିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *