ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଏତେ ଗଭୀର ହୋଇଥାଏ । କିନ୍ତୁ ଦୁହିଙ୍କ ମଧ୍ୟରେ କଳହ ଦେଖାଗଲେ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥାଏ । ପ୍ରାୟତ ପୁରୁଷ ମାନେ ନାରୀ ମାନଙ୍କୁ ଧୋକା ଦେଇଥାନ୍ତି । କିନ୍ତୁ ସବୁ ପୁରୁଷ ଏମିତି ହୋଇନ ଥାନ୍ତି । ଯେଉଁ ପୁରୁଷ ମାନେ ଭଲ ସଂସ୍କାର ପାଇଥାନ୍ତି ସେମାନେ ନାରୀଙ୍କୁ ଧୋକା ଡେଇଁ ଥାନ୍ତି । ଅନେକ ପୁରୁଷ କହିଥାନ୍ତି କି ତାଙ୍କ ସ୍ତ୍ରୀଙ୍କ ପାଖରେ ସନ୍ତୁଷ୍ଟ ନ ହେବାରୁ ଅନ୍ୟ ନାରିଙ୍କ ପାଖକୁ ଯାଇଥାନ୍ତି କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏହି କ୍ଷେତ୍ରରେ ପୁରୁଷ ମାନଙ୍କର ଗୁଣ ହିଁ ସେମିତି ହୋଇଥାଏ କି ଅନ୍ୟ ସତରେ ପ୍ରତି ଖରାପ ନଜର ରଖିବା ବା ସମ୍ପର୍କ ରଖିବା ।
ଆଜିକାଲି ଦୁନିଆରେ ଏମିତି ଦେଖା ଯାଉଛି କି କେତେକେ ପୁରୁଷ ନିଜ ସ୍ତ୍ରୀ ଙ୍କ ପ୍ରତି ବଫାଦାର ରହୁଥିବା ବେଳେ ଆଉ କିଛି ପୁରୁଷ ନିଜ ସ୍ତ୍ରୀ ଙ୍କୁ ଅନ୍ୟ ସ୍ତ୍ରୀ ଙ୍କ ପ୍ରେମରେ ପଡି ଧୋକା ଦେଉଛନ୍ତି । ଯେଉଁ ପୁରୁଷ ମାନେ ନିଜ ସତରେ ଙ୍କୁ ଧୋକା ଦେଉଛନ୍ତି ବା ଛାଡି ଚାଲି ଯାଉଛନ୍ତି ସେମାନଙ୍କ ଶେଷ ଅବସ୍ଥାରେ ଏମିତି ଦଣ୍ଡ ଭୋଗ କରୁଛନ୍ତି ଯାହା ତାଙ୍କର କଳ୍ପନା ବାହାରେ ରହିଥାଏ ।
ତେବେ ଏହି କ୍ଷେତ୍ର ରେ ଯେଉଁ ନାରୀ ମାନଙ୍କୁ ତାଙ୍କ ସ୍ଵାମୀ ଛାଡି ଚାଲି ଯାଉଛନ୍ତି ସେମାନେ ଧର୍ଯ୍ୟ ହରା ହୋଇ ନିଜର ପ୍ରାଣତ୍ୟାଗ କରୁଛନ୍ତି ତ ଆଉ କେହି ନାରୀ କେସ କରି ନିଜ ସ୍ଵାମୀ ଙ୍କୁ ଠାରୁ ସବୁ ଦିନ ପାଇଁ ଅଲଗା ହୋଇ ଯାଉଛନ୍ତି । ଆଉ କିଛି ସ୍ତ୍ରୀ ମାନେ ଅଛନ୍ତି ଯେଉଁ ମାନେ ସ୍ଵାମୀ ଙ୍କୁ ଠାରୁ ଧୋକା ଖାଇବା ପରେ ତାଙ୍କୁ ଏମିତି ହଇରାଣ ହରକତ କରୁଛନ୍ତି ଯାହା ପାଇଁ କିଛି ପୁରୁଷ ମଧ୍ୟ ଜୀବନ ହାରି ଦେଉଛନ୍ତି ।
ତେବେ ଶାସ୍ତ୍ର ଅନୁଯାୟୀ ଏମିତି କରିବା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ମଣିଷ ଜୀବନ ଭଗବାନ ଙ୍କ ଦାନ ହୋଇଥାଏ । କେବେ ବି ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ଉଚିତ ନୁହେଁ କି ମନରେ ଏଭଳି ଧାରଣା ଆଣିବା ମଧ୍ୟ ଉଚିତ ନୁହେଁ । ଯେତେ ଦିନ ବଞ୍ଚିବା ସେତେ ଦିନ ଖୁସି ରେ ବଞ୍ଚିବା । ତେଣୁ ଯଦି ଆପଣଙ୍କ ସ୍ଵାମୀ ଆପଣଙ୍କୁ ଧୋକା ଦେଇଛନ୍ତି ତେବେ ତାଙ୍କୁ ସେମିତି ଛାଡି ଦିଅନ୍ତୁ ।
ସେ ଯାହା ପାଖକୁ ଯିବା ପାଇଁ ଚାହୁଁଛନ୍ତି ତାଙ୍କୁ ଯିବାକୁ ଦିଅନ୍ତୁ । ଆପଣ ନିଜ ସନ୍ତାନ ମାନଙ୍କର ଭବିଷ୍ୟତ କଥା ଚିନ୍ତା କରି ସେ କେମିତି ଭଲ ମଣିଷ ହେବେ ତାହା ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଧର୍ଯ୍ୟ ରଖି ସବୁ ସ୍ଥିତିକୁ ସାମନା କରିବା ଉଚିତ । ଦେଖିବେ ଆପଣ ଜୀବନରେ ଯେଉଁ ଦୁଖ କଷ୍ଟ ଦେଇ ଗତି କରିଥିବେ ତାହାର ଫଳ ଆପଣଙ୍କୁ ନିଶ୍ଚିନ୍ତ ମିଳିବ ।
କେବେ ବି ସ୍ଵାମୀଙ୍କ ପ୍ରତି ଅନ୍ୟାୟ କରିବା ନାରୀର ଉଚିତ ନୁହେଁ । ଯଦି ଆପଣଙ୍କ ସ୍ଵାମୀ ଛାଡି ଯାଇଛନ୍ତି ତେବେ ସେ ନିଶ୍ଚିନ୍ତ ଭାବେ ଦିନା ନା ଦିନେ ଆପଣଙ୍କ ପାଖକୁ ଫେରି ଆସିବେ ସେ ପର୍ଯ୍ୟନ୍ତ ଆପଣଙ୍କୁ ଧାର୍ଯ୍ୟ ଧରିବାକୁ ହେବ । ବନ୍ଧୁଗଣ ଏହା ଉପରେ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।