ଋତୁସ୍ରାବର କେଉଁ ଦିନରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ରଖିଲେ କେଉଁ ପରି ସନ୍ତାନ ଜାତ ହୋଇଥାଏ ? Ajira Anuchinta

ପ୍ରତେକ ମହିଳା ମାନଙ୍କର ପ୍ରତି ମାସରେ ଋ-ତୁ-ସ୍ରା-ବ ହୋଇଥାଏ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଏହା ପରେ ମହିଳା ମାନେ ଚାହିଁଲେ ସ-ହ-ବା-ସ କରି ଗ-ର୍ଭ ଧା-ର-ଣ କରିଥାନ୍ତି । ମା ହେବା ପ୍ରତେକ ନାରୀର ଏକ ଇଚ୍ଛା ଓ ଅଭିଳାସା ହୋଇଥାଏ । ନାରୀର ଋ-ତୁ-ସ୍ରା-ବ ହେବାର ୪ ଦିନ ଯାଏଁ ଯୌ-ନା-ଙ୍ଗରୁ ର-କ୍ତ-ସ୍ରା-ବ ହୋଇଥାଏ । ଏହି ସମୟରେ ମଧ୍ୟରେ ନାରୀ ଓ ପୁରୁଷ ସ-ହ-ବା-ସ କରିବା ନି-ଷେ-ଧ ଅଟେ । କିନ୍ତୁ ଋ-ତୁ-ସ୍ରା-ବ ହେବାର ୫ ଦିନ ପରେ ନାରୀ ମାନେ ସ-ହ-ବା-ସ କରି ପାରିବେ ।

ଆଜିର ଆମର ବିଷୟ ବସ୍ତୁ ରହିଛି ନାରୀ ମାନେ କେଉଁ ଦିନ ସ-ମ୍ପ-ର୍କ ରଖିଲେ ପୁତ୍ର ବା କନ୍ୟା ସନ୍ତାନ ପ୍ରାପ୍ତ ହୋଇଥାଏ । ପ୍ରଥମ କଥା ହେଉଛି ଯଦି ଋ-ତୁ-ସ୍ରା-ବର ପ୍ରଥମ ଦିନରେ ନାରୀ ଓ ପୁରୁଷ ସ-ହ-ବା-ସ କରନ୍ତି ତେବେ ରୋ-ଗୀ ସନ୍ତାନ ଜନ୍ମ ହୋଇଥାଏ । ଯଦି ଦିତୀୟ ଓ ତୃତୀୟ ଦିନରେ ସ-ହ-ବା-ସ କରନ୍ତି ତେବେ ମୃ-ତ ସନ୍ତାନ ଜନ୍ମ ହୋଇଥାଏ । ଚତୁର୍ଥ ଦିନରେ ସ-ହ-ବା-ସ କରିଲେ ଜନ୍ମ ହୋଇଥିବା ଶିଶୁ ଦରିଦ୍ରତାର ଶି-କା-ର ହୋଇଥାଏ ।

ଯଦି ଋ-ତୁ-ସ୍ରା-ବର ପଞ୍ଚମ ଦିନରେ ମହିଳା ଓ ପୁରୁଷ ସ-ହ-ବା-ସ କରନ୍ତି ତେବେ ସୌଭାଗ୍ୟବତୀ କନ୍ୟା ସନ୍ତାନ ଜନ୍ମ ହୋଇଥାଏ । ସେହିପରି ଷଷ୍ଠ ଦିନରେ ସ-ହ-ବା-ସ କରିଲେ ପୁତ୍ର ପିତା ଭଳି ହୋଇଥାଏ । ଏହା ପରେ ସପ୍ତମ ଦିନରେ ସ୍ଵାମୀ ଓ ସ୍ତ୍ରୀ ସ-ହ-ବା-ସ କରିଲେ ସୁନ୍ଦରୀ ଗୁଣବତୀ କନ୍ୟା ସନ୍ତାନ ଜନ୍ମ ହୋଇଥାଏ । ଠିକ ସେହି ପରି ଅଷ୍ଟମ ଦିନରେ ସ୍ଵାମୀ ଓ ସ୍ତ୍ରୀ ସ-ମ୍ପ-ର୍କ ରଖିଲେ ଧାର୍ମିକ ପୁତ୍ର ଜନ୍ମ ହୋଇଥାଏ । ନବମ ଦିନରେ ସ-ହ-ବା-ସ କରିଲେ ଭାଗ୍ୟବତି କନ୍ୟା ସନ୍ତାନ ପ୍ରାପ୍ତ ହୋଇଥାଏ ।

ଦଶମ ଦିନରେ ସ୍ଵାମୀ ଓ ସ୍ତ୍ରୀ ସ-ମ୍ପ-ର୍କ ରଖିଲେ ଗୁଣବାନ ପୁତ୍ର ଜନ୍ମ ହୋଇଥାଏ । ଏକାଦଶରେ ସ-ହ-ବା-ସ କରିଲେ କନ୍ୟା ସନ୍ତାନ ଜନ୍ମ ହୋଇଥାଏ । ୧୨ ଦିନରେ ସ-ହ-ବା-ସ କରିଲେ ଗୋରା ଓ ଗୁଣବାନ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ । ଋ-ତୁ-ସ୍ରା-ବର ୧୩ ଦିନରେ ସ-ହ-ବା-ସ କରିଲେ ପା-ପି-ନୀ କନ୍ୟା ଜନ୍ମ ହୋଇଥାଏ । ୧୪ ଦିନରେ ସ-ମ୍ପ-ର୍କ ରଖିଲେ ସୁଶୀଲ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ।

୧୫ ଦିନରେ ସ-ମ୍ପ-ର୍କ ରଖିଲେ ସତୀ କନ୍ୟା ଜନ୍ମ ହୋଇଥାଏ । ୧୬ ଦିନରେ ସ-ହ-ବା-ସ କରିଲେ ବୁଦ୍ଧିମାନ ଓ ଜ୍ଞାନୀ ପୁତ୍ର ଜାତ ହୁଏ । ୧୭ ଦିନରେ ସ-ହ-ବା-ସ କରିଲେ ଗ-ର୍ଭ-ଧା-ର-ଣ ହୁଏ ନାହି । ଏହିପରି ଭାବେ ଋ-ତୁ-ସ୍ରା-ବର ୧୭ ଦିନ ଯାଏଁ ସ-ମ୍ପ-ର୍କ ରଖିଲେ ପୁତ୍ର ବା କନ୍ୟା ସନ୍ତାନ ଜାତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *