Chopper Crash ରେ ମୃତ୍ୟୁ ବରଣ କରିଥିବା ଆଉ ଏକ ଜବାନଙ୍କ ଶେଷ Video କଲ ହେଉଛି ଭାଇରାଲ…. ଦେଖନ୍ତୁ କଣ କଥା ହେଇଥିଲେ ସ୍ତ୍ରୀଙ୍କ ସହ

ନମସ୍କାର ବନ୍ଧୁଗଣ । ଗତ ବୁଧବର ଥିଲା ଶେଷ ଦେଖା । ସକାଳେ ଫୋନ କରିଲେ ଅପରାହ୍ନରେ ଆଖି ବୁଜିଲେ । ମୁଁ କଣ ଜାଣିଥିଲି ସେଇଟା ମୋର ଶେଷ କଲ ଥିଲା ବୋଲି । ବୁଧବାର ସକାଳ ୮ଟା ରେ ସ୍ତ୍ରୀ ଶ୍ୟାମଳାଙ୍କ ପାଖକୁ ଫୋନ କରିଥିଲେ ସ୍ଵାମୀ ଲ୍ୟାସନାକ ତେଜା । କିନ୍ତୁ ଶ୍ୟାମଳା ଜାଣି ନ ଥିଲେ କି ସ୍ଵାମୀଙ୍କ ସହ ତାଙ୍କର ଏହା ଥିଲା ଶେଷ କଥା । ତାମିଲନାଡୁ କୁନୁରରେ ବାୟୁସେନା ହେଲିକପ୍ଟର ଦୁ-ର୍ଘ-ଟ-ଣା ସାରା ଦେଶକୁ ଏକ ପ୍ରକାରର ସ୍ତବ୍ଧ କରି ରଖି ଦେଇଛି ।

ଦୁର୍ଘଟଣା ଗ୍ରସ୍ତ MI.17-V5 ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ତାଙ୍କ ସ୍ତ୍ରୀ ଓ ସେନାର ବରିଷ୍ଠ ଅଧୀକାରୀଙ୍କୁ ମିଶାଇ ୧୪ ଜଣ ଯାତ୍ରା କରୁଥିଲେ । ଯେଉଁଥିରେ ୧୩ ଜଣଙ୍କର ମୃ-ତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଲ୍ୟାନ୍ସନାୟକ ତେଜା ସାମିଲ ଅଛନ୍ତି ।

ସିଡିଏସ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ ଲ୍ୟାନ୍ସନାୟକ ତେଜା । ତାମିଲନାଡୁକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ବେଳେ ନାୟକ ତାଙ୍କ ସ୍ତ୍ରୀଙ୍କ ପାଖକୁ ଫୋନ କରି ଶେଷ ଥର କଥା ହୋଇଥିଲେ । ଏହାର କିଛି ଘଣ୍ଟା ପରେ ହେଲିକପ୍ଟର ଦୁ-ର୍ଘ-ଟ-ଣା ଗ୍ର-ସ୍ତ ହୋଇଥିଲା । ଏହା ପରେ ଲ୍ୟାନ୍ସନାୟକଙ୍କ ମୃ-ତ ଖବର ତାଙ୍କ ପରିବାକୁ ଦିଆ ଯାଇଥିଲା ।

ଏକୁଟିଆ ହୋଇଗଲେ ସ୍ତ୍ରୀ-ପୁଅ ଓ ଝିଅ । ସେନାରେ ଯିବା ପାଇଁ ସାହସ ଦେଉଥିଲେ ମାଆ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲା କାଣ୍ଟେଭାରିପଲ୍ଲୀ ଗାଁ ରେ ଲ୍ୟାନ୍ସନାୟକଙ୍କ ଘର । ତାଙ୍କର ବୟସ ମାତ୍ର ୨୭ ବର୍ଷ । ତାଙ୍କର ୫ ବର୍ଷର ପୁଅ ଓ ୩ ବର୍ଷର ଝିଅଟି ଅଛି । ନାୟକଙ୍କ ପିଲା ମାନେ ଏତେ ଛୋଟ ଯେ ଏହି ଘଟଣା କୁ ସହ୍ୟ କରିବାର ସେତିକି ଧର୍ଯ୍ୟ କି ଶକ୍ତି ନାହି ।

ନାୟକ ତିନି ମାସ ତଳେ ଗଣେଶ ପୂଜାରେ ଘରକୁ ଆସିଥିଲେ । ତାଙ୍କ ମା ସବୁବେଳେ ତାଙ୍କର ଦୁଇ ପୁଅକୁ ସେନାରେ ଯିବା ପାଇଁ ପ୍ରେରଣା ଦେଇ ଆସୁଥିଲେ । ତାଙ୍କର ସାନ ଭାବି ମହେଶ ସିକିମରେ କାର୍ଯ୍ୟରତ ଅଛନ୍ତି । ୨୦୧୩ ମସିହାରେ ଲ୍ୟାନ୍ସନାୟକ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

ସେନାରେ ଦେବାର ଏକ ବର୍ଷ ପରେ ସେ ବିଭାଗୀୟ ପରୀକ୍ଷା ଦେଇଥିଲେ । ଏହା ପରେ ସେ ୧୧ ପାରାସ୍ପେଶାଲ ଫୋର୍ସରେ ଲ୍ୟାନ୍ସନାୟକ ଭାବେ ନିଯୁକ୍ତି ପାଇଥିଲେ । ସେ ବ୍ଯାଂଲୋର ସେନାରେ କାର୍ଯ୍ୟରତ ମଧ୍ୟ ଥିଲେ । ଯାହା ପରେ ସେ ଜେନେରାଲ ବିପିନ ରାୱତଙ୍କ ସୁରକ୍ଷା ଅଧିକାରୀ ଭାବେ ନିଯୁକ୍ତି ହୋଇଥିଲେ ।

ସେ ୨୦୧୬ରେ ବିବାହ କରିଥିଲେ । କିନ୍ତୁ ତାଙ୍କର ପ-ର-ଲୋ-କ ରେ ଟାଙ୍କ ପରିବାର ଠାରୁ ଆରମ୍ଭ କରି ଗାଁ ରେ ଶୋ-କା-କୁ-ଳ ସ୍ଥିତି ସୃଷ୍ଟି ହୋଇଛି । ସ୍ଵାମୀଙ୍କ ମୃ-ତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ତ୍ରୀ ଶ୍ୟାମଳା । ତାଙ୍କ ପିଲା ମାନେ ଆଗକୁ କଣ କରିବେ ଏହି ଚିନ୍ତାରେ ପରିବାର ଲୋକେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *