ସ୍ଵାମୀଙ୍କୁ କେମିତି ବନେଇବ ନିଜର ଦିବାନା! ବାସ କରନ୍ତୁ ଏହି ଉପାୟ ଓ ଦେଖନ୍ତୁ ଏହାର ଫାଇଦା

ସବୁ ମହିଳା ଚାହିଁ ଥାନ୍ତି ତାର ସ୍ଵାମୀ ତାକୁ ଅଧିକ ଭଲ ପାଉ ଓ ତାର କଥା ମାନୁ । ସବୁବେଳେ ତା ପଛରେ ଥାଉ ଓ ସବୁବେଳେ ତାର ପ୍ରଶଂସା କରିଥାଉ । କିନ୍ତୁ ଦୁର୍ଭାଗ୍ୟ ବଶତଃ କିଛି ମହିଳା ମାନଙ୍କୁ ଏହାର ବିପରୀତ କଷ୍ଟ ଭୋଗିବାକୁ ପଡିଥାଏ । ତାଙ୍କ ସ୍ଵାମୀ କେବେ ଶୁଣିନଥାନ୍ତି, ଉଲ୍ଟା କାମ କରିଥାନ୍ତି ଯଦି ମହିଳା ଚାହିଁଲେ କିଛିବି କରିପାରିବେ । ଆଜି ସେଇମାନଙ୍କ ପାଇଁ ଆଣିଛୁ ଛୋଟ ଛୋଟ ଉପାୟ । ଯାହାକୁ କରି ମହିଳା ତାଙ୍କ ସ୍ଵାମୀକୁ ନିଜ ଆଡକୁ କରିପାରିବେ ।

ଆପଣ ଗୁରୁବାର କି ଶୁକ୍ରବାର ଦିନ ରାତି ୧୨ ଟାରେ ନିଜ ସ୍ଵାମୀ ଶୋଇଲା ପରେ ତାଙ୍କର ଚୁଟିକୁ କାଟି ଦିଅନ୍ତୁ ଓ ତାକୁ ଏମିତି ଜାଗାରେ ଛୁପେଇକି ରଖିବେ, ଯେଉଁଠି ଆପଣଙ୍କ ସ୍ଵାମୀ ଖୋଜି ପାରିବେ ନାହିଁ ।

ଆପଣଙ୍କ ସ୍ଵାମୀ ଧୀରେ ଧୀରେ ଠିକ ହୋଇଯିବେ ଓ ଆପଣଙ୍କ କଥା ଶୁଣିବେ । ତାଙ୍କୁ ନିଜ ଭୁଲ ବୁଝା ପଡିବ ଓ ପୂର୍ବଭଳି ସେ ଆପଣଙ୍କ କଥାକୁ ମାନିବାକୁ ଲାଗିବେ । ଯେତେବେଳେ ଆପଣଙ୍କୁ ଲାଗିବା ଆପଣଙ୍କ ସ୍ଵାମୀ ସୁଧୁରି ଯାଇଛନ୍ତି, ଆପଣ ଲୁଚାଇଥିବା ଚୁଟିକୁ ଜଳେଇଦେବେ ଓ ପାଦରେ ଦଳିଦେବେ ଓ ସେହି ପାଉଁଶକୁ ବାହାରକୁ ବାହାର କରଦେବେ । ଯଦି ଏହି କାମ ମାସିକ ଧର୍ମ ସମୟରେ ମହିଳା ମାନେ କରୁଛନ୍ତି ତେବେ ତାଙ୍କୁ ଅଧିକ ଲାଭ ମିଳିବ ।

ରାତିରେ ଶୋଇଲା ବେଳେ ସ୍ଵାମିର ତକିଆ ତଳେ ଗୋଟିଏ ସିନ୍ଦୁର ପୁଡିଆ ରଖନ୍ତୁ । ତା ପରଦିନ ଯେବେ ସକାଳୁ ଉଠିବେ ସ୍ତ୍ରୀ ସେହି ସିନ୍ଦୁର ପୁଡିଆକୁ ଘର ବାହାରରେ କେଉଁଠି ଫୋପାଡି ଆସିବେ । ଏହା ଦ୍ଵାରା ତାଙ୍କର ଭିତରେ ଥିବା ଦୂରତା କମ ହୋଇଥାଏ ଓ ତାଙ୍କ ଭିତରେ ପ୍ରେମ ସମ୍ବନ୍ଧ ଗଭୀର ହୋଇଥାଏ ।

ମଙ୍ଗଳବାର ଦିନ ଗୋଟେ ନାଲି ଫିତା ନେଇ ସେଥିରେ ସାତଟି ଗଣ୍ଠି ପକାଏ । ଏହା ପରେ ଓଂ ହ୍ରୀମ ନମଃ ଜପ ୫ ବାର କରନ୍ତୁ । ଆସୁଥିବା ଶୁକ୍ରବାର ପର୍ଯ୍ୟନ୍ତ ଆପଣ ଏହି ମନ୍ତ୍ରର ଜପ କରନ୍ତୁ ଓ ଶୁକ୍ରବାରକୁ ଏହି ଗଣ୍ଠି ଥିବା ସୁତାକୁ ହାତରେ ବାନ୍ଧିଦେବ । ଏହା ପରେ ଦେଖନ୍ତୁ ଏହାର ପ୍ରଭାବ, ଆପଣ କେବେ ଜୀବନରେ ଭୁଲି ପାରିବ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *