ପ୍ରଥମେ ସ୍ଵାମୀ କୁ ମାରିଲା ପରେ ପତ୍ନୀ ଓ ଝିଅ କୁ କଲା ରେପ୍- ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

ମୁବାରକପୁର ଥାନା କ୍ଷେତ୍ର ଗତ ସପ୍ତାହ ରେ ହୋଇଥିଲା ଟ୍ରିପଲ୍ ମଡ଼ର୍ କେସ୍ । ଆରୋପି ହତ୍ୟା ପୂର୍ବରୁ ମହିଳା ଓ ତାଙ୍କର ଝିଅ କୁ ରେପ୍ କରିଲା ଏହା ପରେ ସେ ପତି , ପତ୍ନୀ ଓ ଝିଅ କୁ ହତ୍ୟା କରିଥିଲା । ପରେ ଆରୋପି ତାର ଭୁଲ ସ୍ଵୀକାର କରିଲା । ଏ ସି ପି ତ୍ରିବେଣୀ ସିଂହ କହିଥିଲେ ଯେ ଆରେଷ୍ଟ କରାଯାଇଥିବା ଆରୋପି ନାସିରୁଧିନ ନିଜ ଅପରାଧ କୁ ସ୍ଵୀକାର କରିଛି ।

ସେ ହରିୟଣା ରେ ଚାକିରି କରୁଥିବାରୁ ଦିଲ୍ଲୀ ର ରେଡ ଲାଇଟ ଏରିଆ କୁ ଯାଏ, ହବସ ପାଇଁ ତା ସ୍ତ୍ରୀ ତାକୁ ଗୋଟେ ମାସ ପୂର୍ବରୁ ଛାଡିଦେଇଥିଲା ।

ଏହା ପରେ ସେ ହବସ ର ଶିକାର ରେ ଘୂରିବୁଲିଲା, ଶେଷରେ ସେହି ପରିବାର କୁ ସେ ଟାର୍ଗେଟ କଲା । ରେପ୍ କରିବାର ପୂର୍ବଦିନରେ ସେ ସେହି ଘରକୁ ଯାଇଥିଲା ହେଲେ ମହିଳା ଜଣକ ଶୋଇନଥିବାରୁ ସେ ଫେରିଆସିଲା, ତେଣୁ ସେ ପର ଦିନ ଘର ଭିତରେ ପଶିଲା । ପ୍ରଥମେ ସେ ସ୍ଵାମୀ ର ମୁଣ୍ଡ କୁ ଲୁହା ରଡ୍ ରେ ମାରିଲା । ଏହା ପରେ ସେ ମହିଳା ଓ ଝିଅ କୁ ମାରିକି ବେହୋସ କରିଦେଲା । ବେହୋସ କରିବା ପରେ ମହିଳା କୁ ଦୁଷ୍କର୍ମ କରିଲା ମହିଳା ଜଣକ ହୋସ୍ ରେ ଆସିକି ହାତ ଓ ଗୋଡ ହଲେଇଥିଲେ ।

ଯାହା ଫଳରେ ସେ ମହିଳାଙ୍କୁ ହତ୍ୟା କରିଥିଲା । ଶେଷରେ ସେ ଝିଅ ସହ ଗଣଦୁଷ୍କର୍ମ କରିବାକୁ ପଛେଇଲାନି । ଏ ସବୁ ସେ ତା ମୋବାଇଲ ରେ ରେକର୍ଡ କରିଥିଲା । ଏହି ଘଟଣା ଟି ୨୪ ନଭେମ୍ବର ରେ ହୋଇଥିଲା ଆରୋପି କରିଥବା ଭିଡିଓ ଟିକୁ ତା ନିଜ ଭାଉଜ କୁ ଦେଖେଇଲା । ଭାଉଜର ପ୍ରତିକ୍ରିୟା ଦେଖିକି ସେ ମୋବାଇଲ କୁ ଗାଁ ରୁ ଦୂରକୁ ଫିଙ୍ଗିଦେଲା । ଶେଷରେ ମୃତ ଲୋକ ର ଭାଇ ଥାନାରେ କେସ୍ ରୁଜୁ କରିଥିଲା । ଯାହାଫଳରେ ଆରୋପି ଧରା ହୋଇଥିଲା । ଆରୋପି ନିଜକୁ ପ୍ରଥମେ ନିର୍ଦୋଷ କହିଲା । ଶେଷରେ ପୋଲିସ ର ଆପ୍ରାଣ କଷ୍ଟ ଫଳରେ, ଆରୋପି ଜଣକ ନିଜ ଅପରାଧ ସ୍ଵୀକାର କଲା ।

ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତ କଣ ନିଶ୍ଚୟ ଦେବେ, ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *