ସ୍ଵପ୍ନରେ ପାଣି ଦେଖିବାର ଅର୍ଥ ? Swapna Shastra

ପ୍ରତେକ ବ୍ୟକ୍ତି କିଛିନା କିଛି ସ୍ଵପ୍ନ ଦେଖିଥାଏ, କୁହାଯାଏକି ସ୍ଵପ୍ନ ଆମ ଜୀବନରେ କୌଣସି ପ୍ରକାରେ ଯୋଡି ହୋଇରହିଥାଏ । ବ୍ୟକ୍ତିର ମନର ସ୍ଵପ୍ନ ସହିତ ବହୁତ ଗଭୀର ସମ୍ବନ୍ଧ ରହିଥାଏ । ଶାସ୍ତ୍ରରେ ଅମିତି ବହୁତ ସଙ୍କେତ କୁହାଯାଇଛି ଯାହା ଦ୍ଵାରା ଏହି କଥାର ଅନ୍ଦାଜ ଲଗାଇ ପାରିବେକି ଆପଣଙ୍କ ଆସୁଥିବା ସମୟ କେମିତି ହେବ । ଯଦି କୌଣସି ସ୍ଵପ୍ନ ବାର ବାର ଆସିଥାଏତ ହୋଇପାରେକି ସେଇ ସ୍ଵପ୍ନ ଆପଣଙ୍କ ବାସ୍ତବିକ ଜୀବନରେ ଘଟିବାକୁ ଯାଉଥିବା ଗୋଟେ ସଙ୍କେତ ହୋଇପାରେ ।

ଆଜି ଆମେ ଆପଣଙ୍କୁ କହିବୁ ସ୍ଵପ୍ନରେ ପାଣି ଦେଖିବାର ଅର୍ଥ କଣ ହୋଇଥାଏ, ସ୍ଵପ୍ନରେ ପାଣି ବା ତାଲାବ ଦେଖିବାର ବହୁତ ଅର୍ଥ ହୋଇଥାଏ ତ ଆସନ୍ତୁ ଜାଣିବା ସ୍ଵପ୍ନରେ ପାଣି ପାଣି ଦେଖିବା ଆପଣଙ୍କ ଜୀବନରେ କଣ ଫଳ ନେଇକି ଆସିବ ।


ବର୍ଷା ପାଣି ଦେଖିବା :- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ବର୍ଷା ପାଣି ଦେଖିବା ବହୁତ ଶୁଭ ହୋଇଥାଏ । ଯେଉଁ ଲୋକ ସ୍ଵପ୍ନରେ ବର୍ଷା ବା ବର୍ଷାର ବୁନ୍ଦା ଦେଖିଥାନ୍ତି । କୁହାଯାଏକି ଏମିତି ଲୋକ ଭବିଷ୍ୟତରେ କୌଣସି ପ୍ରକାରରା ଶୁଭ କାମ ହୋଇଥାଏ ।

କୂଅ ପାଣି ଦେଖିବା :- ସ୍ଵପ୍ନରେ କୂଅ ପାଣି ଦେଖିବା  ବହୁତ ଶୁଭ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ କୂଅ ପାଣି ଦେଖିଥାଏ ଏହାର ଅର୍ଥ ସେହି ବ୍ୟକ୍ତି ବହୁତ ଶୀଘ୍ର  ଧନବନ ହୋଇଥାଏ ।

ସ୍ଵପ୍ନରେ ଯଦି ନଦୀ ଦେଖିଥାନ୍ତି :- ସ୍ଵପ୍ନା ଫଳ ଜ୍ଯୋତିଷରେ ସ୍ଵପ୍ନରେ ନଦୀ ଦେଖିବା ବହୁତ ହିଁ ଶୁଭ ମନାଯାଇଛି ।କୁହାଯାଏ ସ୍ଵପ୍ନରେ ନଦୀ ଦେଖିଲେ ସବୁ ସ୍ଵପ୍ନ ଓ ଆକାଂକ୍ଷା ପୁରା ହୋଇଥାଏ ।

ସ୍ଵପ୍ନରେ ସଫା ସୁତୁରା ପଣି ଦେଖିବା :- ଯେବେ କେହି ସ୍ଵପ୍ନରେ ସଫା ଓ ସ୍ଵଛ ପଣି ଦେଖିଥାଏତ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ଆପଣଙ୍କ ଦ୍ଵାର କରାଯାଇଥିବା କାର୍ଯ୍ୟ ବହୁତ ଜଲ୍ଦି ଆପଣଙ୍କୁ ବହୁତ ସଫଳତା ମିଳିପାରେ । ଏହିଭଳି ସ୍ଵପ୍ନ ଭବିଷ୍ୟତର ଭଲ ସଙ୍କେତ ଦେଇଥାଏ ।

ସ୍ଵପ୍ନରେ ନଇ ବଢି ଦେଖିବା :- ସ୍ଵପ୍ନ ଫଳ ଜ୍ଯୋତିଷ ଅନୁସାରେ ଯଦି କେହି ବ୍ୟକ୍ତି ସ୍ଵପ୍ନରେ ନଇ ବଢି ପାଣି ଦେଖିଥାଏତ ଏହାର ମାନେ ଏହା ହୋଇଥାଏକି ଜୀବନରେ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ସ୍ଵପ୍ନରେ କାହାକୁ ବୁଡିବାର ଦେଖନ୍ତି :- ସ୍ଵପ୍ନରେ ଯଦି କାହାକୁ ବୁଡିବାର ଦେଖୁଛ ଏହାର ଅର୍ଥ ହୋଇଥାଏକି ଆପଣ ନିକଟ ଭବିଷ୍ୟତରେ କିଛି ଭଲ କାମ କରିବେ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *