ବିଜ୍ଞାନ ଉପରେ ଭାରି ପଡୁଛି ଅନ୍ଧ ବିଶ୍ଵାସ । କାଳ ହେଲା ପାଦ୍ରୀଙ୍କ କୁମନ୍ତ୍ରଣା । ସ୍ଵର୍ଗ ପ୍ରାପ୍ତି ପାଇଁ ଏଭଳି ଶହ ଶହ ଲୋକ ମୃ-ତ୍ୟୁ ମୁଖରେ ପଡିଛନ୍ତି । କ-ବ-ର ଭିତରୁ ଉଧାର ହେଲାଣି 70 ମୃ-ତ ଦେ-ହ । ହଁ ଦର୍ଶକ ବନ୍ଧୁ ଆଜିର ସମୟରେ ମଣିଷ ଅନ୍ଧ ବିଶ୍ବାସକୁ ବିଶ୍ଵାସ କରୁଛି । ଧର୍ମ ଭଳି ଏକ ପବିତ୍ର ବିଶ୍ଵାସ ଆଳରେ ଲୋକ ମାନଙ୍କୁ ମ-ର-ଣ ମୁହଁକୁ ଠେଲି ଦେଉଛନ୍ତି କିଛି ଧର୍ମାନ୍ଧ ମାନେ ।
ନିରୀହ ମଣିଷର ବିଶ୍ଵାସରେ ବିଷ ଦେଇ ସେମାନଙ୍କୁ ସ୍ସନ କରିବାରେ ଲାଗିଛନ୍ତି ମିଥ୍ୟା ଧର୍ମ ପ୍ରଚାରକ ମାନେ । ଏଭଳି ଜଣେ ପ୍ରାଦ୍ରିଙ୍କ କଥାକୁ ବିଶ୍ଵାସ କରି ଏବେ 73ରୁ ଅଧିକ ଜଣ ଲୋକ ପ୍ରା-ଣ ହ-ରା-ଇ-ଛ-ନ୍ତି । ଯୀଶୁ ଯାହାଙ୍କ ନାମ ମୁହଁରେ ଧରିଲେ ଶରୀର ଭିତରେ ଆପେ ଆପେ ପବିତ୍ରତା ଆସିଯାଏ ।
ଯୀଶୁ ବିଶ୍ଵର ଶାନ୍ତି ପ୍ରତିଷ୍ଠା, ଭାଇଚାରା ପାଇଁ ଦିନେ କୁଶ ବିଧ ହୋଇଥିଲେ । ହେଲେ ଆଜି ଜଣେ ପ୍ରାଦ୍ରି ନିଜକୁ ଯୀଶୁଙ୍କର ଅନୁଗାମୀ କହି 73 ଜଣଙ୍କର ମୃ-ତ୍ୟୁ-ର କାରଣ ପଲାତି ଯାଇଛନ୍ତି । ଆଫ୍ରିକୀୟ ଦେଶ କେନିୟା ରେ ଦେଖିବାକୁ ମିଳିଛି ଜଣେ ପ୍ରାଦ୍ରିଙ୍କ କୁଶିକ୍ଷା ର କୁ-ପରିଣାମ । ପ୍ରାଦ୍ରି ଜଣକ କିଛି ଲୋକଙ୍କୁ ସ୍ଵର୍ଗ ପ୍ରାପ୍ତି ପାଇଁ ପରବର୍ତ୍ତୀ ଥିଲେ ।
ସେମାନଙ୍କୁ କହିଥିଲେ କି ଯଦି ସେମାନେ ଉପବାସ କରି ଆ-ତ୍ମ-ହ-ତ୍ୟା କରନ୍ତି ତେବେ ସେମାନଙ୍କ ଆ-ତ୍ମା ଯୀଶୁ ଙ୍କ ସହ ଭେଟ କରି ପାରିବ । ପ୍ରାଦ୍ରି ଙ୍କ କଥାକୁ ବିଶ୍ଵାସ କରି ଅନୁଗାମୀ ମାନେ ଉପବାସ କରିବା ଆରମ୍ଭ କରି ଦେଇଥିଲେ । ଫଳରେ ଜଣଙ୍କ ପରେ ଜଣେ ଅନୁଗାମୀ ଙ୍କର ମୃ-ତ୍ୟୁ ହୋଇଥିଲା ।
ଏହି ଘଟଣା କେହି ଜାଣିବା ଆଗରୁ ପ୍ରାଦ୍ରିଦ୍ରି ଙ୍କ କିଛି ଶିଷ୍ୟ ସେମାନଙ୍କ ଶ-ବ କୁ ନେଇ କିଲାଫିୟା ଅଞ୍ଚଳରେ ଥିବା ସାକାହୋଲା ଜଙ୍ଗଲରେ ପୋତି ଦେଇଥିଲେ । ହେଲେ ଏ ନେଇ କେନିୟା ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଟିମ ଘଟଣା ସ୍ଥଳରେ କବର ଭିତରୁ ଶ-ବ ଗୁଡିକୁ ଉଧାର କରିବାରେ ଲାଗିଛନ୍ତି । ଏ ଯାଏଁ 73 ଜଣଙ୍କର ମୃ-ତ ଦେହ ଉଧାର କରା ଯାଇଛି ।
ଯାହା ନିଶ୍ଚୟ ସମସ୍ତଙ୍କୁ ବିବ୍ରତ କରି ଦେବ । ଆପଣଙ୍କୁ ପୁଣି ଥରେ ଭାବିବାକୁ ବାଧ୍ୟ କାରିପାରେ କି ଧାର୍ମିକ ହେବା ଓ ଧର୍ମ ପ୍ରଚାରକ କଥାକୁ ବିଶ୍ଵାସ କରିବା ମଧ୍ୟରେ କେତେ ଫରକ ରହିଛି । କାରଣ ମିଳିଥିବା ଶ-ବ ଗୁଡିକ ମଧ୍ୟରୁ ଅନେକ ଛୋଟ ପିଲାଙ୍କର ଶ-ବ ରହିଛି ।
ପୋଲିସର ସୂଚନା ଅନୁଯାୟୀ ସାକାହୋଲା ଗାଁ ର ପ୍ରାଦ୍ରି ଜଣକ ଗୁଡ ନିୟୁଜ ଇଣ୍ଟର ନ୍ୟାସନାଲ ଚର୍ଚ୍ଚ ପରିଚାଳନା କରୁଥିଲେ । ଯୀଶୁ ଙ୍କ ସହ ଭେଟ କରାଇ ଦେବା ନାମରେ ଲୋକଙ୍କୁ ମ-ର-ଣ ମୁହଁ କୁ ଠେଲି ଦେଇଥିବା ପ୍ରାଦ୍ରି ଙ୍କୁ ପୋଲିସ ଗିରଫ କରିଛି । ତାଙ୍କର ନାମ ପଲ ମାକେଜି ନାଥେଙ୍ଗା ବୋଲି ଜଣା ପଡିଛି । ତେବେ ଏଠାରେ ଏତିକି କହିବୁ ଧର୍ମକୁ ବିଶ୍ଵାସ କରନ୍ତୁ କିନ୍ତୁ ଧର୍ମ ବ୍ୟବାସାୟ କରୁଥିବା ଧର୍ମାନ୍ଧ ଙ୍କ କୁ ମନ୍ତ୍ରଣା ରୁ ନିଜକୁ ଦୂରେଇ ରଖନ୍ତୁ, ଧନ୍ୟବାଦ ।