ସ୍ଵପ୍ନ ରେ ସର୍ପ ଦେଖିବା ପଛର ରହସ୍ୟ କଣ ? ଜାଣନ୍ତୁ ଏହି ୮ଟି ସ୍ଵୋପ୍ନର ଅର୍ଥ- Swapna Shastra

ବନ୍ଧୁଗଣ, ଆମ୍ଭ ହିନ୍ଧୁ ଧର୍ମରେ ସର୍ପ କୁ ପୂଜା କରାଯାଇଥାଏ । ସର୍ପ ସମ୍ବନ୍ଧରେ ବିଭିନ୍ନ ପୁରାଣ ତଥା ଗ୍ରନ୍ଥ ରେ ଉଲ୍ଲେଖ କରାଯାଇଅଛି । ବନ୍ଧୁଗଣ ସର୍ପ କେତେବେଳେ ଦେବତାଙ୍କ ପ୍ରତୀକ ଅଟେ ତ ଆଉ କେତେବେଳେ ଏହା ଜୀବନ ଦଂଶ କରିଥାଏ । ବନ୍ଧୁଗଣ ଏହା ମନୁଷ୍ୟ ଜୀବନ ସହିତ ପୂରାତ୍ତନ କାଳରୁ ଜଡିତ ହୋଇ ରହିଅଛି । ଆମ୍ଭ ମାନଙ୍କୁ ଅଧିକାଂଶ ସମୟରେ ସର୍ପ ସ୍ଵୋପ୍ନ ରେ ଦେଖା ଦେଇଥାଏ ।

ମାତ୍ର ଯଦି ଆମ୍ଭେମାନେ ରାତି ରେ ସର୍ପ ର ସ୍ଵୋପ୍ନ ଦେଖିଥାଉ ତେବେ ଆମ୍ଭେ ଡରିଯାଇଥାଉ । ବନ୍ଧୁଗଣ ଆମ୍ଭେ ଜାଣିବାକୁ ଚାହିଁଥାଉ ଯେ, ସର୍ପ ର ସ୍ଵୋପ୍ନ ଦେଖିବା ପଛର ରହସ୍ୟ କଣ ? ଏହା କୌଣସି ଅମଙ୍ଗଳ ର ବାରତା ନେଇ ଆସିନାହିଁ ତ ? ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ସର୍ପ ର ସ୍ଵୋପ୍ନ ଦେଖିବା ପଛର ରହସ୍ୟ ଅଲଗା ଅଲଗା ହୋଇଥାଏ ।

କେବେ ଏହା ଶୁଭ ହୋଇଥିବା ବେଳେ କେତେ ତାହା ଅଶୁଭ ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ପାଇଁ ସର୍ପ ର ସ୍ଵୋପ୍ନ ଦେଖିବା ପଛର କାରଣ ନେଇଆସିଛୁ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧- ସ୍ଵୋପ୍ନ ରେ କଳା ନାଗ ନାଗୁଣୀ ଦେଖିବା;- ବନ୍ଧୁଗଣ ଯଦି ଆପଣଙ୍କୁ ଏଭଳି ସ୍ଵୋପ୍ପ୍ନ ଆସୁଅଛି ତେବେ, ଆପଣଙ୍କ ବୈବାହିକ ଜୀବନରେ ଯେତେ ମଧ୍ୟ ସମସ୍ୟା ରହିଅଛି ତାହା ଅତି ଶୀଘ୍ର ସମାପ୍ତ ହେବାକୁ ଯାଉଅଛି ।

୨- ନାଗ ନାଗୁଣୀ ସଂଗମ କରୁଥିବାର ଦେଖିବା;- ବନ୍ଧୁଗଣ ଏହା ହେଉଛି ଅତ୍ୟନ୍ତ ଶୁଭ ସଙ୍କେତ । ଏପରି ଦେଖିବା ର ଅର୍ଥ ଆଗାମୀ ଭବିଷ୍ୟତରେ ଆପଣ କିଛି ନୂତନ ପ୍ରୋଜେକ୍ଟ ଆରମ୍ଭ କରିପାରନ୍ତି ।

୩- ଧଳା ନାଗ ସର୍ପ କାମୁଡିବାର ସ୍ଵୋପ୍ନ;- ବନ୍ଧୁଗଣ ସ୍ଵୋପ୍ପ୍ନ ରେ ନାଗ ସର୍ପ ଦେଖିବା ଶୁଭ ହୋଇଥାଏ । ମାତ୍ର ସର୍ପ କାମୁଡିବାର ଅର୍ଥ ଆପଣଙ୍କ ଦ୍ଵାରା କୌଣସି ଭୁଲ କାର୍ଯ୍ୟ ହେବାକୁ ଯାଉଅଛି । ଆପଣ ସତର୍କ ରହି ଭଗବାନ ଶିବ ଙ୍କର ଉପାସନା କରନ୍ତୁ ।

୪- ସ୍ଵୋପ୍ନ ରେ ନିଜେ ସର୍ପ ହୋଇଯିବା;- ବନ୍ଧୁଗଣ ଏହାର ଅର୍ଥ ଆପଣଙ୍କର ଶତ୍ରୁ ଭୟ ରହିଅଛି । ଏଣୁ ଆପଣ ସତର୍କ ରୁହନ୍ତୁ ।

୫- ନିଜ ଶରୀରରେ ସର୍ପ ଗୁଡେଇ ହୋଇଯିବା;- ବନ୍ଧୁଗଣ ଯଦି ସର୍ପ ଆପଣଙ୍କ ଶରୀରରେ ଗୁଡାଇ ହୋଇଯାଉଛି ମାତ୍ର କାମୁଡୁ ନାହାନ୍ତି ତେବେ, ଭଗବାନ ଆପଣଙ୍କୁ କୌଣସି ଏକ ସମସ୍ୟା ରୁ ରକ୍ଷା କରିବାକୁ ଯାଉଛନ୍ତି ।

୬- ଅବିବାହିତ ବ୍ୟକ୍ତି ସ୍ଵୋପ୍ପ୍ନ ରେ କଳା ରଙ୍ଗର ସର୍ପ ଦେଖିବା;- ବନ୍ଧୁଗଣ ଏପରି ସ୍ଵୋପ୍ନ ବିବାହର ଶୁଭ ମୂହୁର୍ତ୍ତ କୁ ଦର୍ଶାଇ ଥାଏ । ଏହା ଆପଣଙ୍କ ମନରେ କାମ ଶକ୍ତି କୁ ଜାଗୃତ କରାଇଥାଏ ।

୭- ଅବିବାହିତ ଝିଅ କଳା ରଙ୍ଗର ସର୍ପ ଦେଖିବା;- ବନ୍ଧୁଗଣ ଏହାର ଅର୍ଥ ଆପଣଙ୍କ ବିବାହରେ କିଛି ଅସୁବିଧା ରହିଅଛି ଯାହା ଅତି ଶୀଘ୍ର ସାମାଧାନ ହେବାକୁ ଯାଉଅଛି ।

୮- ସ୍ଵୋପ୍ନ ରେ ସର୍ପ କୁ ମାରିଦେବା;- ବନ୍ଧୁଗଣ ଯଦି ଆପଣ ଏଭଳି କିଛି ଦେଖୁଛନ୍ତି ତେବେ ଏହାର ଅର୍ଥ ବହୁତ ଅଶୁଭ ଅଟେ । ଏହା ଆପଣଙ୍କ ବ୍ୟବସାୟରେ ହାନି ହେବାର ଦର୍ଶାଇଥାଏ । ଆପଣ ମାନେ ସତର୍କ ରହି ଭଗବାନ ଶିବ ଙ୍କର ଆରାଧାନା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ନିଜର ମତାମତ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *