ଆଜିକା ସମୟରେ ଭଲ ପାଇବା ବହୁତ କମି ଯାଇଛି, ତେବେ ପ୍ରେମ ଏକ ଏମିତିକା ଭାଷା ଯାହା ଶବ୍ଦ ନଥିବା ଜୀବ ମାନଙ୍କ ମଧ୍ୟରେ ବି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଗେମ ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ଆମେ ଆପଣଙ୍କୁ କିଛି ହୃଦୟ ଦେଖେଇବୁ ଆଉ ଆପଣ ସେଥିରୁ ଗୋଟେ ବାଛିବେ ଆଉ ଆମେ ଆପଣଙ୍କୁ ଏହା କହିବୁ ଯେ ଆପଣ ନିଜ ପାର୍ଟନର କେଉଁ ଜିନିଷ ହରାଇବା ପାଇଁ ଡଋଥାନ୍ତି ଆଉ ଜୀବନରେ କେବେ ସେହି ମୂଲ୍ୟବାନ ଜିନିଷ ହରାଇବାକୁ ଚାହୁଁ ନାହାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଗେମ ବିଷୟରେ ।
୧. ଯଦି ଆପଣ ପ୍ରଥମ ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ଧ୍ୟାନ ବହୁତ ଭଲରେ ରଖନ୍ତି ଆଉ ଆପଣ ତାଙ୍କ ଏହି ସ୍ଵଭାବ ହରାଇବାକୁ ଦରିଥାନ୍ତି ।
୨. ଯଦି ଆପଣ ଦ୍ଵିତୀୟ ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ହସ ଆପଣଙ୍କୁ ବହୁତ ପସନ୍ଦ ଆଉ ଆପଣ କେବେ ଏହି ଜିନିଷ ହରାଇବାକୁ ଚାହାନ୍ତି ନାହିଁ ।
୩. ଯଦି ଆପଣ ତୃତୀୟ ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ରୋମାଣ୍ଟିକ ସ୍ଵଭାବର ଅଟନ୍ତି ଆଉ ଆପଣ ଏହି ଜିନିଷ କେବେ ହରାଇବାକୁ ଚାହିଁବେ ନାହିଁ ।
୪. ଯଦି ଆପଣ ଚତୁର୍ଥ ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଭଲ ସାଙ୍ଗ ଭାବନ୍ତି ଆଉ ଏହି ମୂଲ୍ୟବାନ ସମ୍ପର୍କ ଆପଣ କେବେ ହରାଇବାକୁ ଚାହୁଁ ନାହାନ୍ତି ।
୫. ଯଦି ଆପଣ ପଞ୍ଚମ ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କେବେ କିଛି ଲୁଚାନ୍ତି ନାହିଁ ଆଉ ଆପଣ ନିଜ ଜୀବନରେ ତାଙ୍କୁ ବହୁତ ବିଶ୍ଵାସ ମଧ୍ୟ କରନ୍ତି, ଏହି ବିଶ୍ଵାସ ଆପଣ କେବେ ହରାଇବାକୁ ଚାହକନ୍ତି ନାହିଁ ।
୬. ଯଦି ଆପଣ ଷଷ୍ଠ ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନସାଥୀ ଆପଣଙ୍କ ଜୀବନରେ ବହୁତ ସୁଖ ଆଣିଛନ୍ତି ଆଉ ଆପଣ କେବେ ତାଙ୍କ ସାଥ ଛାଡିବାକୁ ଚାହନ୍ତି ନାହିଁ ।
୭. ଯଦି ଆପଣ ସପ୍ତମ ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ଆଉ ଏହି ଭଲ ପାଇବା ଆପଣ କେବେ ହରାଇବାକୁ ଇଛା କରନ୍ତି ନାହିଁ ।
୮. ଯଦି ଆପଣ ଅଷ୍ଟମ ହୃଦୟ ପସନ୍ଦ କରିଛନ୍ତି ତେବେ ଆପଣାଙ୍କ ପାର୍ଟନର ଆପଣଙ୍କୁ ଆଖି ବୁଜି ଭରସା କରନ୍ତି ଆଉ ଆପଣ ଏହି କଥାକୁ ନେଇ ବହୁତ ଖୁସି ଅଟନ୍ତି ଆଉ ତାଙ୍କ ବିଶ୍ଵାସ ଆପଣ କେବେ ହରାଇବାକୁ ଚାହନ୍ତି ନାହିଁ ।