Tara Tarini ରେ ଅଭିନୟ କରୁଥିବା Ranjita Pani (ତନୁଜା ଖୁଡୀ) ଙ୍କ ଘରୁ ଆସିଲା ଏହି ଦୁଃଖ ଖବର

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ତଥା ଅଭିନେତା ରହିଛନ୍ତି । ସାଧାରଣତ ପ୍ରତ୍ୟକ ଓଡିଆ ଘରେ ଅଧିକାଂଶ ସମୟରେ ଓଡିଆ ଧାରାବାହିକ ତଥା ଚଳଚିତ୍ର ଦେଖିବାକୁ ଭଲ ପାଇଥାନ୍ତି । ବନ୍ଧୁଗଣ ସେହି ସବୁ ଧାରାବାହିକ ଅନୁଯାୟୀ ଆମ୍ଭେ ନିଜ ନିଜ ପସନ୍ଦ ର କଳାକାରଙ୍କୁ ପରଦାରେ ଦେଖିବାକୁ ଭଲ ପାଇଥାଉ ।

ମାତ୍ର ଆମ ମନଲାଖି କଳାକାର ଙ୍କ ମଧ୍ୟରୁ କାହାର ଯଦି ବିୟୋଗ ହୋଇଯାଏ ତେବେ ତାହା ଓଡିଆ ଇଣ୍ଡଷ୍ଟ୍ରି ତଥା ଆମ୍ଭ ମାନଙ୍କ ନିମନ୍ତେ ବହୁତ ବଡ ଦୁଖର ବିଷୟ ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ତାରାତାରିଣୀ ରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ନାୟିକା “ରଞ୍ଜିତା ପାଣି” (ତନୁଜା ଖୁଡୀ) ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ବନ୍ଧୁଗଣ ତନୁଜା ଖୁଡୀ ଙ୍କ କିରଦାର ରେ ଅଭିନୟ କରୁଥିବା ରଞ୍ଜିତା ପାଣି ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ । ବନ୍ଧୁଗଣ ବର୍ତ୍ତମାନ ସମୟରେ ତନୁଜା ଖୁଡୀ ଙ୍କ ଘରୁ ଗୋଟେ ବିଶାଳ ଦୁଖର ଖବର ଆସି ପହଞ୍ଚିଛି । ଆସନ୍ତୁ ଜାଣିବା ସେହି ଦୁଖର ବିଷୟ ଟି କଣ ଅଟେ ? ବନ୍ଧୁଗଣ ଆପଣ ମାନେ ପ୍ରାଏ ଜାଣିଥିବେ ଯେ, ରଜ କ୍ଵିନ ୨୦୧୬ ଜିତିବା ପରେ ରଞ୍ଜିତା ପାଣି ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ।

ଏହାପରେ ତାଙ୍କୁ ତାରାତାରିଣୀ ସିରିୟଲ ରେ ଅଭିନୟ କରିବାର ଅଫର ମିଳିଥିଲା । ଏହାପରେ ସେ ଏହି ସିରିୟଲ ରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ବହୁତ ଫେମସ ହୋଇଆସିଥିଲେ । ବନ୍ଧୁଗଣ ତନୁଜା ଖୁଡୀ କ୍ୟାରେକ୍ଟର ରେ ତାଙ୍କର ଅଭିନୟ ସାରା ଓଡିଶା ବାସୀ ଙ୍କୁ ବହୁତ ପସନ୍ଦ ଆସିଥିଲା ।

ଏହି କାରଣରୁ ସେହି ଧାରାବାହିକ ର ଟିଆରପି ମଧ୍ୟ ବଢିଥିଲା । ବନ୍ଧୁଗଣ ବର୍ତ୍ତମାନ ସମୟରେ ତାରା ତାରିଣୀ ର ଏପିସୋଟ ସରିଯିବାରୁ ଏହି ସିରିୟଲ ଟି ବନ୍ଧ ହୋଇ ଯାଇଛି । ବନ୍ଧୁଗଣ ଏହି ସିରିୟଲ ପରିବର୍ତ୍ତେ ଆପଣ ମାନେ ତାରିଣୀ ଆଖିରେ ତାରା ଦେଖିବାକୁ ପାଉଛନ୍ତି ।

ବନ୍ଧୁଗଣ ଏଥିରେ ମଧ୍ୟ ରଞ୍ଜିତା ପାଣିଗ୍ରାହୀ ଅଭିନୟ କରୁଥିବାର ଦେଖାଯାଉଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟରେ ଇଣ୍ଡଷ୍ଟ୍ରି ରେ ସମସ୍ତ କାର୍ଯ୍ୟ ବନ୍ଧ ଥିବାରୁ ତନୁଜା ଖୁଡୀ ତାଙ୍କ ଗାଁ କୁ ଚାଲି ଯାଇଛନ୍ତି । ମାତ୍ର ସେଠାରେ ତାଙ୍କ ପରିବାରରେ ଏକ ଦୁଖ ର ସମୟ ଆସିଯାଇଛି । ବନ୍ଧୁଗଣ ରଞ୍ଜିତା ପାଣି ଙ୍କର ପିଉସା ଙ୍କର ଗତକାଲି ବିୟୋଗ ହୋଇ ଯାଇଛି । ମାତ୍ର ତାଙ୍କ ବିୟୋଗ ହେବା ପଚରା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଠ ରହିଅଛି । ବନ୍ଧୁଗଣ ପରିବାରରେ ଏଭଳି ତାଙ୍କ ପିଉସା ଙ୍କର ବିୟୋଗ ଘଟିବାରୁ ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛନ୍ତି ।

ବନ୍ଧୁଗଣ ରଞ୍ଜିତା ତାଙ୍କ ପିଉସା ଙ୍କୁ ବହୁତ ଅଧିକ ଭଲ ପାଆନ୍ତି । ତାଙ୍କ ପିଉସା ରଞ୍ଜିତା ଙ୍କୁ ଆକଟିଂ ରେ ନିଜ କ୍ୟାରିୟର ଗଢିବାକୁ ପରାମର୍ଶ ଦେଇଥିଲେ । ସେ ତାଙ୍କୁ ବହୁତ ଉତ୍ସାର୍ଗ କରିଥିଲେ । ମାତ୍ର ତାଙ୍କ ବିୟୋଗ ପରେ ରଞ୍ଜିତା ବହୁତ ଏକୁଟିଆ ହୋଇ ଯାଇଛନ୍ତି ବୋଲି କହିଛନ୍ତି “ରଞ୍ଜିତା ପାଣିଗ୍ରାହୀ” ।

Leave a Reply

Your email address will not be published. Required fields are marked *