Interesting Gk Questions: ତାହା କଣ ଅଟେ ଯାହା ମାସକୁ 4-5 ଥର ଆସିଥାଏ ଓ 24 ଘଣ୍ଟା ପୁରା ହେବା ପରେ ଚାଲିଯାଏ ?

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ, ମଜାଦାର, ରହସ୍ୟମୟୀ, କୌତୁକ ପୂର୍ଣ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । କହିବାକୁ ଗଲେ ଆଜି କାଲି ସବୁବେଳେ ନିଜରକୁ ଅପଡେଟ ରଖିବା ଉଚିତ । ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ବହୁତ ସରକାରୀ, ବେସରକାରୀ ପରୀକ୍ଷା ତଥା IAS, IPS , OAS ଇତ୍ୟାଦିର ଇଣ୍ଟରଭିୟୁ ଓ ପରୀକ୍ଷାରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଜାଣିବା ।

ପ୍ରଶ୍ନ – ମୁମ୍ବାଇ ତାଜ ହୋଟେଲର ମାଲିକ କିଏ ?

ଉତ୍ତର – ଜମଶେଦଜୀ ଟାଟା

ପ୍ରଶ୍ନ – ଦୁନିଆରେ ସବୁଠୁ ଅଧିକ ବିଦ୍ୟାଳୟ କେଉଁ ଦେଶରେ ଅଛି ?

ଉତ୍ତର – ଭାରତ ଦେଶରେ

ପ୍ରଶ୍ନ – ଭାରତର ଦେଶ କୋଡ ଓ କ୍ଷେତ୍ର କୋଡ କଣ ଅଟେ ?

ଉତ୍ତର – +୯୧

ପ୍ରଶ୍ନ – ବରଫରେ ତିଆରି ହୋଇଥିବା ଘରକୁ କଣ କୁହନ୍ତି ?

ଉତ୍ତର – ଇଗଲୁ

ପ୍ରଶ୍ନ – ଭାରତର ସବୁଠୁ ଧନୀ ରାଜ୍ୟ କିଏ ?

ଉତ୍ତର – ମହାରାଷ୍ଟ୍ର

ପ୍ରଶ୍ନ – ୩ ଜଣ ବ୍ୟକ୍ତି ନଦୀରେ ଗାଧୋଇବାକୁ ଯାଉଛନ୍ତି, ଯେତେବେଳେ ସେମାନେ ବାହାରକୁ ଆସିଲେ ତେବେ ୨ ଜଣଙ୍କ ଚୁଟି ଓଦା ଥିଲା, ତୃତୀୟ ବ୍ୟକ୍ତିର ନ ଥିଲା, ଚିନ୍ତା କରନ୍ତୁ କେମିତି ?

ଉତ୍ତର – ତୃତୀୟ ବ୍ୟକ୍ତି ମୁଣ୍ଡରେ ଚୁଟି ନ ଥିଲା ସେଥିପାଇଁ

ପ୍ରଶ୍ନ – କେଉଁ ଫଳ ଖାଇବା ଦ୍ଵାରା ଉଚ୍ଚତା ବଢିଥାଏ ?

ଉତ୍ତର – Citrus Fruit

ପ୍ରଶ୍ନ – ଦୁନିଆର ସବୁଠୁ ଲମ୍ବା ଘାସ କେଉଁଠି ମିଳିଥାଏ ?

ଉତ୍ତର – ବାଂସ

ପ୍ରଶ୍ନ – କେଉଁ ପଶୁ ସବୁଠୁ ଅଧିକ ରାଗିଥାଏ ?

ଉତ୍ତର – ସିଂହ

ପ୍ରଶ୍ନ – ଦୁନିଆର ସବୁଠୁ ମହଙ୍ଗା ଚାର ନାଁ କଣ ?

ଉତ୍ତର – The Hong Pao Tea

ପ୍ରଶ୍ନ – ଦୁନିଆର କେଉଁ ଦେଶରେ ସବୁଠୁ ଅଧିକ ଶୁଦ୍ଧ ପାଣି ମିଳିଥାଏ ?

ଉତ୍ତର – ଡେନମାର୍କ

ପ୍ରଶ୍ନ – କେଉଁ ଭାରତୀୟ ବ୍ୟାଙ୍କର ସବୁଠୁ ଅଧିକ ଶାଖା ଅଛି ?

ଉତ୍ତର – ଭାରତୀୟ ସ୍ଟେଟ ବ୍ୟାଙ୍କ

ପ୍ରଶ୍ନ – କେଉଁ ଖାଦ୍ୟକୁ ଖାଇବା ପୂର୍ବରୁ ତାକୁ ଭଙ୍ଗା ଯାଇଥାଏ ?

ଉତ୍ତର – ଅଣ୍ଡା ଓ ନଡିଆ

ପ୍ରଶ୍ନ – ତାହା କଣ ଅଟେ, ଯାହା ଆପଣଙ୍କ ସହିତ ସବୁବେଳେ ରହିଥାଏ, କିନ୍ତୁ ଧରି ହୁଏ ନାହିଁ, ଯେଉଁଠି ଯାଆନ୍ତି ସେଠି ପିଛା କରିଥାଏ ?

ଉତ୍ତର – ଆପଣଙ୍କର ଛାଇ

ପ୍ରଶ୍ନ – ଛଠ ପର୍ବ କେଉଁ ରାଜ୍ୟରେ ପାଳନ କରାଯାଏ ?

ଉତ୍ତର – ବିହାର

ପ୍ରଶ୍ନ – କେଉଁ ଦେଶରେ ମାଛର ବର୍ଷା ହୋଇଥାଏ ?

ଉତ୍ତର – ହେଦୁରସ ଦେଶରେ

ପ୍ରଶ୍ନ – ଗାଡିର ଚକର ଆବିଷ୍କାର କେଉଁ ସମୟରେ ହୋଇଥିଲା ?

ଉତ୍ତର – ନବପାଷାଣ କାଳରେ

ପ୍ରଶ୍ନ – ଉଡାଜାହାଜରେ ଫୋନରେ କଣ ନ କରିବା ଉପରେ ଲକ୍ଷ ଲକ୍ଷ ଟଙ୍କା ଜୁର୍ମନା ଲାଗି ପାରେ ?

ଉତ୍ତର – ଫ୍ଲାଇଟ ମୋଡ

ପ୍ରଶ୍ନ – ତାହା କଣ ଅଟେ ଯାହା ମାସକୁ ୪ -୫ ଥର ଆସିଥାଏ ଓ ୨୪ ଘଣ୍ଟା ପୁରା ହେବା ପରେ ଚାଲିଯାଏ ?

ଉତ୍ତର – ସପ୍ତାହ ର ଦିନ (ନାଁ)

Leave a Reply

Your email address will not be published. Required fields are marked *