ତକିଆ ତଳେ ରସୁଣ ରଖି ଶୋଇବା ଦ୍ଵାରା ମିଳେ ଏହି ସବୁ ଫାଇଦା- ନିଶ୍ଚୟ କରିକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । କଣ ଆପଣ ମାନେ ଜାଣିଛନ୍ତି ଯଦି ଶୋଇବା ସମୟରେ ଆପଣ ନିଜ ତକିଆ ତଳେ ରସୁଣ ରଖି ସୁଅନ୍ତି ତେବେ ଏହା ଆମ ଶରୀର ପାଇଁ କେତେ ଲାଭ ଦାୟକ ଅଟେ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହୁଛୁ । ତେବେ ଏହା ଆମ ନୀତିଦିନ ଖାଦ୍ଯ ପାଇଁ ବହୁତ ଉପୋଯୋଗୀ ଅଟେ । ଏହା ଖାଦ୍ୟକୁ ଯେତେ ସ୍ଵାଦିଷ୍ଟ କରିଥାଏ ସେତିକି ଆମ ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ ।

ତେବେ ଆପଣ ଜାଣିଛନ୍ତି ଏ କର୍ମ ମୟ ଜୀବନରେ ଯେବେ ଆମେ କାମ ସାରି ଶୋଇବାକୁ ଯାଉ ତେବେ ଆପଣ ଦେଖିଥିବେ ଆପଣଙ୍କୁ ଏନଆଇଡ଼ି ଠିକ ଭାବେ ହୋଇ ନଥାଏ । କିନ୍ତୁ ଯଦି ଆପଣ ଶୋଇବା ସମୟରେ ତକିଆ ତଳେ ରସୁଣ ରଖି ଶୁଅନ୍ତି ତେବେ ଦେଖିବେ ସଙ୍ଗେ ସଙ୍ଗେ ଆପଣଙ୍କୁ ଏନଆଇଡ଼ି ଆସିଯିବ । ରାତିରେ ଠିକ ଭାବେ ଏନଆଇଡ଼ି ନ ହେଲେ ଏହା ଆମ ଶରୀରର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ ଏଥିରୁ ବଞ୍ଚିବା ପାଇଁ ଆପଣ ଯଦି ଏହି ଉପାୟ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ।

ଖରାପ ସ୍ଵପ୍ନ ଦେଖୁଥିଲେ ବା କିଛି ଚିନ୍ତା କାରଣରୁ ଯଦି ନିଦ ହେଉ ନଥାଏ ତେବେ ତକିଆ ତଳେ ରସୁଣ ରଖି ଶୋଇଲେ ସୁଖ ଓ ଶାନ୍ତିର ନିଦ ହୁଏ । ଯଦି ଆପଣଙ୍କର ଦାନ୍ତରେ କିଛି ଯନ୍ତ୍ରଣା ହେଉଛି ତେବେ ଆପଣ ରସୁଣ ଖାଇବା ଦ୍ଵାରା ଏହା ଭଲ ହୋଇଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *