ତମ୍ବା ଲୋଟାର ଏହି ଗୁପ୍ତ ଉପାୟ କରିବ ଆପଣଙ୍କ ଘରେ ଧନର ବର୍ଷା! Jyotisha Shastra

ବନ୍ଧୁଗଣ ଯଦି ଆପଣ କାମ ଓ ପରିଶ୍ରମ ବହୁତ କରୁଛନ୍ତି କିନ୍ତୁ ଏହା ପରେ ମଧ୍ୟ ଘରେ ଆର୍ଥିକ ସମସ୍ୟା ରହୁଥାଏ ବା ପୁରା ପରିଶ୍ରମ କରିବା ପରେ ବି ଆପଣଙ୍କ ର କାମ କିଛି ଉନ୍ନତି ହେଉନାହିଁ । ତେବେ ଏହା ପାଇଁ ଚିନ୍ତା କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଆମେ ଏପରି କିଛି କଥା ଜାଣିବା ଯାହା ଆପଣଙ୍କ ଘରୁ ସବୁ କଳେଶ ଦୂର କରି ଦବ ଓ ଏହି ଉପାୟ ଦ୍ଵାରା ଆପଣ ଙ୍କ ଘରୁ ଆର୍ଥିକ ସମସ୍ୟା ସବୁ ଦୂର ହୋଇଯିବ ।

ତମ୍ବା ଲୋଟା ର ଏହା ଏକ ସରଳ ଉପାୟ ଅଟେ । ଏହି ଉପାୟ କରିବା ପୂର୍ବ ରୁ ଆପଣ ଭଲ ଭାବ ରେ ସ୍ନାନ ସାରି ସ୍ବଚ୍ଛ ହୋଇଯାନ୍ତୁ । ଏହି ଉପାୟ କରିବା ସମୟ ରେ ଆପଣ କାହା ସହ କଥା ହୁଅନ୍ତୁ ନାହିଁ । ଏହି ଉପାୟ କରିବା ସମୟ ରେ ଆପଣ ତମ୍ବା ଲୋଟା ରେ ପାଣି ଭର୍ତ୍ତି କରି ଦିଅନ୍ତୁ । ଏବଂ ଘର ର ଉତ୍ତର ପୂର୍ବ ଦିଗ ରେ ରଖି ଦିଅନ୍ତୁ ।

ଏହା ପରେ ତମ୍ବା ଲୋଟା ରେ ୧ ଟଙ୍କିଆ କଏନ ୮ ଟି ପକାଇ ଦିଅନ୍ତୁ । ତମ୍ବା ଲୋଟା ଉପରେ ଏକ ନାଲି କପଡା ବାନ୍ଧି ଦିଅନ୍ତୁ । ଯେବେ ଲୋଟା ର  ପାଣି ଶେଷ ହୋଇଯିବ ସେତେବେଳେ ପୁଣି ସେଥିରେ ପାଣି ଭର୍ତ୍ତି କରି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣ ଙ୍କ ଘରେ କେବେ ବି ପଇସା ର କମି ରହିବ ନାହିଁ ଓ ଆପଣ ଙ୍କର ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ ।

ତମ୍ବା ଲୋଟା ର ଏହି ଗୁପ୍ତ ଉପାୟ ଆପଣ ରାତ୍ରି ସମୟ ରେ କରନ୍ତୁ । କିମ୍ବା ଭୋର ସକାଳୁ ଆପଣ ଏହି ଉପାୟ କରି ପାରିବେ । ଧ୍ୟାନ ରଖନ୍ତୁ କି ଘର ର ଉତ୍ତର ପୂର୍ବ ଦିଗ ରେ ହିଁ ଏହି ତମ୍ବା ର ଲୋଟା ରଖନ୍ତୁ । ଏବଂ ସେଥିରେ ଏକ ଟଙ୍କିଆ ଆଠ ଟି କଏନ ପକାଇ ରଖନ୍ତୁ ।

ଏହା କରିବା ଦ୍ଵାରା ଆପଣ ବହୁତ ଲାଭବାନ ହେବେ । ଆଉ ଯଦି ଆପଣ ଙ୍କ ଘରେ କିଛି ନକରାତ୍ମକ ଶକ୍ତି ଥାଏ ତେବେ ତାହା ମଧ୍ୟ ଆପଣ ଙ୍କ ଘରୁ ଦୂରେଇ ଯିବ । ଏବଂ ଆପଣ ଙ୍କ ଘର କୁ ସକାରାତ୍ମକ ଶକ୍ତି ର ପ୍ରବାହ ହେବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *