ଆଗକା ସମୟରେ ଲୋକଙ୍କୁ ପ୍ରସିଧ ହବା ପାଇଁ ବହୁତ ସମୟ ଲାଗି ଯାଉଥିଲା ଆଉ କିଛି ସମୟ ପାରେ ଲୋକ ଭୁଲି ବି ଯାଉଥିଲେ କିନ୍ତୁ ଏବେ ସୋଷିଅଲ ମିଡ଼ିଆ ଦ୍ୱାରା କାହାକୁ ବି ପ୍ରସିଦ୍ଧ ହବା ପାଇଁ ଅଧିକ ସମୟ ଲାଗୁ ନାହିଁ । କେହିବି ଭିଡ଼ିଓ ବନେଇ ଛାଡି ଦେଉଛନ୍ତି ଯାହା ପରେ ଦର୍ଶକ ମାନଙ୍କୁ ଭଲ ଲାଗିଲେ ସେ ତାକୁ ପସନ୍ଦ କରୁଛନ୍ତି ଯାହା ପରେ ସେହି ଲୋକ ଯାହାର ଭିଡିଓ ହେଉଛି ସେ ଫେମାସ ହୋଇ ଯାଉଛନ୍ତି ।
ଆଜି କାଲିକା ସୋଷିଅଲ ମିଡ଼ିଆ ଯାହାର ଚାହିଁଲି ସମ୍ମାନ କରୁଛନ୍ତି ଆଉ ଭଲ ଭଲ ଲୋକଙ୍କ ଇଜ୍ଜତ ମାଟି ରେ ମଧ୍ୟ ପକାଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ସୋଷିଅଲ ମିଡ଼ିଆ ପାଇଁ ପ୍ରସିଧ ହୋଇଛନ୍ତି ।
୧- ରାନୁ ମଣ୍ଡଲ :
ଆପଣ ମାନେ କୋଲକାତା ରେ ହାୱଡା ଷ୍ଟେସନ ଜାଇଥିବେ ସେଠାରେ ହଜାର ହଜାର ଭିକାରୀ ଆପଣଙ୍କୁ ଦେଖା ଯିବେ । ଏହି ଭଳି ଅବସ୍ଥା ରେ ରାନୁ ମଣ୍ଡଲ ଭିକ ମାଗିବା ପାଇଁ ଗୀତ ଗାଇଥିଲେ ତାଙ୍କ ଗୀତ ଗାଇବା ଷ୍ଟାଇଲ ଜଣେ ଯାତ୍ରୀଙ୍କୁ ପସନ୍ଦ ଆସିଲା ଆଉ ସେ ଭିଡିଓ କରି ସୋଷିଅଲ ମିଡିଆରେ ଛାଡ଼ି ଦେଲେ ଯାହା ପରେ ରାନୁ ଗୋଟେ ରାତିରେ ଷ୍ଟାର ହୋଇ ଗଲେ ଆଉ ନିଜେ ହିମେସ ରେଶ୍ମିଆ ଭଳି ଗାୟକ ତାଙ୍କୁ ଗାଇବା ପାଇଁ ସୁଯୋଗ ଦେଲେ ଯାହା ପରେ ରାନୁ ଆହୁରି ପ୍ରସିଧ ହେଲେ କିନ୍ତୁ ସେ ନିଜ ପ୍ରସିଦ୍ଧି ଉପରେ ବହୁତ ଅହଙ୍କାର କଲେ ଯାହା ଦ୍ଵାରା ତାଙ୍କ ସଫଳତା ତାଙ୍କ ଠାରୁ ଦୂରେଇ ଗଲା ।
୨- ସୋନୁ :
ଆପଣ ମାନେ ସେହି ଭିଡିଓ ନିଶ୍ଚିନ୍ତ ଦେଖିଥିବେ ଯୋମାଟୋ ବୟ ଦିନକା କେତେ ରୋଜଗାର କରୁଚ ଆଉ ତା ପରେ ସେହି ପୁଅ ହସିକି କହିବି ୩୫୦ ଟଙ୍କା ଇଁସିଁ ଟିବ ମିଶାଇ । ତେବେ ଏହି ଜୋମାଟୋ ବୟ ଆଉ କେହି ନୁହ ସୋନୁ ଅଟନ୍ତି, ଯିଏ ଗୋଟେ ଭିଡିଓ ଦ୍ୱାରା ବହୁତ ଅଧିକ ଫେମାଶ ହୋଇଥିଲେ ଆଉ ଲୋକେ ତାଙ୍କୁ ଭଲ ଭାବରେ ଚିଂହିବାକୁ ପାଇଲେ ।
୩- ଡବୁ ଅଙ୍କଲ :
ଆପଣ ମାନେ ଡବୁ ଅଙ୍କଲ ନାଚ ଭିଡିଓ ନିହାତି ଦେଖିଥିବେ ଘଟଣା କିଛି ଏମିତି ହେଲା ଜେ ଡବୁ ଅଙ୍କଲ ବାହାଘରିଆ ଯାଇଥିଲେ ଆଉ ଷ୍ଟେଜ ରେ ନାଚିଲେ ଯାହା ସମସ୍ତଙ୍କୁ ପସନ୍ଦ ଆସିଲା ଆଉ ଜଣେ ତାଙ୍କ ଭିଡିଓ ସୋଷିଅଲ ମିଡିଆରେ ପକାଇଲେ ଯାହା ପରେ ହଜାର ହଜାର ଲୋକ ତାକୁ ପସନ୍ଦ କଲେ ଆଉ ଭିଡିଓ ଏତେ ଭାଇରାଲ ହେଲା ଜେ ଡବୁ ଅଙ୍କଲ କୁ ଗୋବିନ୍ଦା ସହ ଦେଖା କରିବା ପାଇଁ ସୁଯୋଗ ମିଳିଲା ଆଉ ନିଜେ ସଲମାନ ଖାନ ତାଙ୍କ ଘରେ ତାଙ୍କୁ ଦେଖା କରିବାକୁ ଆସିଲେ ।