ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଦୀର୍ଘ ୭୨ ବର୍ଷ ପରେ ମହା ସଂଯୋଗ କାରଣରୁ ଜୁଲାଇ ୨୬ ରେ ଶ୍ରାବଣ ଶିବରାତ୍ରି ପଡୁଛି । ଏହି ଦିନ କିଛି ରାଶି ମାନଙ୍କ ଉପରେ ମହାଦେବଙ୍କା କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ଏହି ରାଶି ମାନେ ହେବାକୁ ଯାଉଛନ୍ତି କୋଟିପତି ଯାହା ଶାସ୍ତ୍ରରେ କୁହା ଯାଇଛି । ଏହି ରାଶି ମାନଙ୍କରେ ଜୀବନ ଯାହା ଅବି ଦୁଖ ରହିଛି ତାହା ଦୁଖ କରିବେ ମହାଦେବ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।
କନ୍ୟା ରାଶି : ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି । ଦୀର୍ଘ ଦିନରୁ ଚାଲିଥିବା ସମସ୍ଯା ଦୂର ହେବ । ଘର ପରିବାରରେ ସୁଖ ଶାନ୍ତି ରହିବ । ଆର୍ଥିକ ସ୍ଥିତି ଭଲ ରହିବ । ଧନ ଲାଭର ଅବସର ପ୍ରାପ୍ତ ହେବ । ସନ୍ତାନ ସୁଖର ଯୋଗ ରହିଛି । ବେପାର କ୍ଷେତ୍ରରେ ବହୁତ ବଡ ଲାଭ ପାଇବେ । ଏହି ସମୟ ଆପଣଙ୍କ ପାଇଁ ବହୁତ ଭାଗଶ୍ୟାଳି ସାବ୍ୟସ୍ତ ହେବ ।
କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ମହାଦେବ ପ୍ରସନ୍ନ ହୋଇଛନ୍ତି । ଶ୍ରାବଣ ଶିବରାତ୍ରି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବ । ନୂଆ ବାହାନ କ୍ରୟ କରିବେ । ଜୀବନରୁ ଧନ ଜନିତ ସମସ୍ଯା ଦୂର ହେବ । ପ୍ରେମ କରୁଥିଲେ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ ।
ସିଂହ ରାଶି : ଆପଣଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ରହିବ । ଯାହା କାରଣରୁ ଆପଣଙ୍କର ଆଗାମୀ ସମୟ ଉତ୍ତମ ରହିବ । ଅନେକ କ୍ଷେତ୍ରରେ ଫାଇଦା ମିଳିବ । ଚାରିଆଡୁ ଧନ ଲାଭ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ । ପ୍ରତିଯୋଗୀ ପରୀକ୍ଷା ରେ ସଫଳ ହେବେ । ନୂଆ ବାହନ ବା ଘର କ୍ରୟ କରିବେ । ଜୀବନରେ ଉନ୍ନତି କରିବେ । ମନ ପସନ୍ଦର ଚାକିରି କରିବେ । କାର୍ଯ୍ୟ କ୍ଷେତ୍ରରେ ଖୁସି ଖବର ପାଇବେ ।
ମିଥୁନ ରାଶି : ଆପଣଙ୍କ ଉପରେ ମହାଦେବଙ୍କର ଅଶେଷ କୃପା ଶ୍ରାବଣ ଶିବରାତ୍ରି ରେ ପଡିବାକୁ ଯାଉଛି । ବିଦେଶ ଯାତ୍ରା କରିବାର ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଅଚାନକ ଧନ ଲାଭ ହେବ ।
ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଯାହା ସମସ୍ଯା ରହିଥିଲା ତାହା ଦୂର ହେବ । ଚାକିରି ଓ ବେପାର କ୍ଷେତ୍ରରେ ଉନ୍ନତି କରିବେ । ସମ୍ପତିରୁ ଲାଭ ପାଇବେ । ଅଟକି ରହିଥିବା କାମ ପୂରଣ ହେବ । ଧନ ଲାଭ ହେବ । ଆୟରେ ବୃଦ୍ଧି ହେବ । ନୂଆ ବାହନ କ୍ରୟ କରିବେ ।
ମେଷ ରାଶି : ବିଦେଶ ଯାତ୍ରା କରିବେ । କୌଣସି କାମକୁ ନେଇ କରିଥିବା ଯାତ୍ରା ସଫଳ ରହିବ । ଘରେ ସୁଖ ଶାନ୍ତି ରହିବ । ଘର ପରିବାରରେ ଖୁସି ର ମାହୋଲ ରହିବ । ପ୍ରେମ ସମ୍ପର୍କ ମଜବୁତ ଭେବ । ସନ୍ତାନ ସୁଖ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସାହା ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।