ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ରାଶିଚକ୍ରରେ ୧୨ଟି ରାଶି ଅଛନ୍ତି ଆଉ ଯେତେବେଳେ କୌଣସି ମଣିଷ ଜନ୍ମ ହୋଇଥାଏ ସେହି ସମୟରେ ଗ୍ରହ ମାନଙ୍କ ଦଶା ଆଉ ସ୍ଥିତି ଅନୁଯାଇ ରାଶି ସେହି ବ୍ୟକ୍ତି ଜୀବନ ସହ ଯୋଡି ହୋଇଥାଏ । ଶାସ୍ତ୍ର ଅନୁଯାଇ କୁହ ଯାଇଛି ଯେ, ମଣିଷ ନିଜ ଜୀବନରେ ଯେତେ କଷ୍ଟ କଲେ ମଧ୍ୟ ଗ୍ରହ ସ୍ଥିତି
ଯଦି ଖରାପ ହୋଇଥାଏ ତେବେ ସେହି ବ୍ୟକ୍ତିର କିଛି କରି ହବ ନାହିଁ । କଣ ଆପଣ ଏହା ଜାଣିଛନ୍ତି ଯେ ଆସନ୍ତା ସମୟ କିଛି ରାଶିଙ୍କ ପାଇଁ ରାଜ ଯୋଗ ନେଇକି ଆସିଛି । ଆଉ ଜୀବନରେ ବହୁତ ଏମିତି ସମୟ ଆସିଥାଏ ଯେତେବେଳେ ମଣିଷ ଏହା ବିଚାର କରିଥାଏ ଯେ ତାକୁ ଜୀବନରେ କଣ ଆବଶ୍ୟକ ଆଉ ତାକୁ ସେ ପାଇବାକୁ ଇଛା କରିଥାଏ କିନ୍ତୁ ଭାଗ୍ୟରେ ଥିଲେ ତାହା ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କିଛି ରଶିଙ୍କ ଜୀବନ ବଦଳିକି ରଖି ଦବ ।
ମେଷ ରାଶି :
ଆପଣଙ୍କୁ ଆସନ୍ତା ସମୟ ଶାନ୍ତିରେ କଟାଇବାକୁ ଉପଦେଶ । ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବ । ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେନାହିଁ । ମାତାଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ରହିବ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରୁ ମନ ଦୁଃଖୀ ହେବ ।
କୁମ୍ଭ ରାଶି :
ଉଚ୍ଚ ପଦାଧିକାରିମାନଙ୍କର ସହଯୋଗ ପ୍ରାପ୍ତ ହେବ । ସରକାରୀ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ଆସିବାରୁ ଲାଭ ମିଳିବ । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ । ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ ହାତକୁ ନେବେ । ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ।
କନ୍ୟା ରାଶି :
ନିଜ ସାଙ୍ଗ ସାଙ୍ଗରେ କୌଣସି ଯୁକ୍ତି କରନ୍ତୁ ନାହିଁ କାରଣ ମାନସିକ ଶାନ୍ତି ହରାଇ ବସିବେ । ଯଦି ଆପଣ କୌଣସି ଅସୁବିଧାରେ ରହନ୍ତି ତଥାପି ନିଜକୁ ଶାନ୍ତି ରଖନ୍ତୁ । ଏହି ସମୟରେ କୌଣସି ଯୁକ୍ତି ଆପଣଙ୍କର ସମ୍ପର୍କ ଓ ଶାନ୍ତି ପାଇଁ ଖରାପ ହୋଇପାରେ । ଚାକିରିରେ ପଦୋନ୍ନତିର ସମାଚାର ମିଳିବ ।
ସିଂହ ରାଶି :
ବ୍ୟାପାରିମାନଙ୍କୁ ଭାଗୀଦାର ସହିତ ଧୈର୍ଯ୍ୟରେ କାମ ନେବାକୁ ପଡ଼ିବ । ସାର୍ବଜନିକ ଜୀବନ ତଥା ସାମାଜିକ ଜୀବନରେ କମ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ଫୂର୍ତ୍ତି ରହିବ । ଧନ ଏବଂ ମାନ- ସମ୍ମାନ ପ୍ରାପ୍ତି ହେବ ।
ତୁଳା ରାଶି :
ତଥାପି ମଧ୍ୟ ସାଂସାରିକ ମାମଲା ବିଷୟରେ ଆପଣଙ୍କ ବ୍ୟବହାର ଉଦାସ ପୂର୍ଣ୍ଣ ରହିବ । ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ କରି ବହୁତ ଆନନ୍ଦ ଦାୟକ ରହିବ ।
ବୃଷ ରାଶି :
ଯେଉଁ ଛାତ୍ରମାନେ ନିଜର ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି , ଆଜି ଏକ ଶୁଭଦିନ ହିସାବରେ ଯୋଜନା ଆରମ୍ଭ କରନ୍ତୁ । କଣ ଶିକ୍ଷା କରିବେ ଏକ ଚିଠା ତିଆରି କରନ୍ତୁ ଏବଂ ତାହାର ଭଲମନ୍ଦ ବିଚାର କରନ୍ତୁ । ଆସନ୍ତା ସମୟ ଆପଣ ମନୋରଞ୍ଜନ ତଥା ବୁଲିବାକୁ ଯିବାରେ ସମୟ କଟାଇବେ ।