ଘରେ ଟଙ୍କାର ଅଭାବ ଅଛି ତ ଘରେ ଆଣି ଲଗାନ୍ତୁ ଏହି ଗଛ, ଚୁମ୍ବକ ଭଳି ଟାଣିବ ଟଙ୍କା- Vastu Tips

ଏହି ଦୁନିଆରେ ସମସ୍ତେ କୋଟିପତି ଓ ଲକ୍ଷପତି ହେବାକୁ ଚାହାନ୍ତି । କିନ୍ତୁ କିଛି କାରଣରୁ ଆପଣ ଯେତେ ଟଙ୍କା ରୋଜଗାର କରିଲେ ବି ଆପଣଙ୍କ ପାଖରେ ଟଙ୍କା ରୁହେ ନାହିଁ । ଲୋକମାନେ ନାନା ପ୍ରକାରର ଉପାୟ କରନ୍ତି ।

ଆପଣ ପରିଶ୍ରମ କରୁଛନ୍ତି ତଥାପି ଟଙ୍କା ଆପଣଙ୍କ ପାଖରେ ରହୁ ନାହିଁ । ତେବେ ଏହା ପଛରେ କିଛି ନା କିଛି ବଡ କାରଣ ରହୁଛି । ନଚେତ ଘରର କିଛି ବାସ୍ତୁ ଦୋଷ ରହୁଛି । ଯେଉଁ କାରଣରୁ ଆପଣଙ୍କର ଉନ୍ନତି ହେଉ ନାହିଁ । ଆପଣ ଘରେ କ୍ରାସୁଲା ଗଛ ଲଗାନ୍ତୁ । ଯାହାକି ଅନ୍ଲାଇନ କିମ୍ବା ଗଛ ବିକ୍ରି କରୁଥିବା ଦୋକାନୀ ନିକଟରେ ମିଳିଯିବ । କୁହାଯାଏ କି ଏହି ଗଛ ଘରେ ଲଗାଇଲେ ଧନ ବୁଦ୍ଧି ହୋଇଥାଏ ।

ଏହା କ୍ରାସୁଲା ଗଛ ମନି ପ୍ଳାଣ୍ଟ ନାଁରେ ବି ପ୍ରସିଦ୍ଧ ଅଟେ । ଏହି ଗଛ ଗୁଡିକ ଛୋଟ ଓ ଗଭୀର ସବୁଜ ରଙ୍ଗର ହୋଇଥାଏ । ଏହାକୁ ଆପଣ ଘରେ ମାଟି କୁଣ୍ଡରେ ଲଗାଇ ପାରିବେ । କୁହାଯାଏ କି କ୍ରାସୁଲା ଗଛ ଚୁମ୍ବକ ଭଳି ଘରେ ଟଙ୍କା ଟାଣିଥାଏ । ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି ତଥାପି ଆପଣ ସଫଳ ହେଉ ନାହାନ୍ତି ତେବେ ଏହି ଗଛ ଆପଣ ନିଜ ଘରେ ଲଗାନ୍ତୁ ।

ଏହି ଅଗଛକୁ ଆପଣ ମାଟିକୁଣ୍ଡରେ ଲଗାନ୍ତୁ । ଯାହାକି ଆପେ ଆପେ ବଢି ଯିବ । ଏହାକୁ ଆପଣ ଉଭୟ ଖରା କିମ୍ବା ଛାଇ ଥିବା ସ୍ଥାନରେ ଲଗାଇ ପାରିବେ । ଘରେ ଏହି ଗଛ ଲଗାଇବା ଦ୍ଵାରା ଘରେ ସକରାତ୍ମକ ଉର୍ଜା ପ୍ରବାହ ହୋଇଥାଏ । ଏହାକୁ ଆପଣ ଘରର ମୁଖ୍ୟ ଦ୍ଵାର ପାଖରେ କିମ୍ବା ଅଗଣାରେ ଲଗାଇ ପାରିବେ । ଏହି ଗଛର ଅଧିକ ଯତ୍ନ ନେବାର ବି କୌଣସି ଆବଶ୍ୟକ ନାହିଁ ।

ଏଥିରେ ଅଧିକ ପାଣି ବି ଦେବାକୁ ପଡେ ନାହିଁ । କୁହାଯାଏ କି ଗଛରେ ଯଦି ଫୁଲ ଫୁଟିଲା ତେବେ ଆପଣଙ୍କର ଭାଗ୍ୟ ଫିଟିଯିବ । ଯଦି ଆପଣଙ୍କର ଉନ୍ନତି ହେଉ ନାହିଁ ତେବେ ଏହି କ୍ରାସୁଲା ଗଛ ଘରେ ଲଗାନ୍ତୁ । ଏହି ଗଛ ଘରେ ଲଗାଇବା ପରେ ଦେଖିବେ ଆପଣଙ୍କର ଉନ୍ନତି ଆରମ୍ଭ ହୋଇଯିବ ।

ଯେମିତି ଆପଣଙ୍କୁ ଜୀବନରେ ସଫଳତା ମିଳୁ ନାହିଁ, ଚାକିରିରେ ଉନ୍ନତି ହେଉ ନାହିଁ, ବ୍ୟବସାୟ ବି ଆପଣଙ୍କର ବୁଦ୍ଧି ହେଉ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଘରେ କ୍ରାସୁଲା ଗଛ ଲଗାଉଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *