ଟଙ୍କା ରଖିବା ପାଇଁ କିଣି ଆଣନ୍ତୁ 2-3ଟି ତିଜୋରି, ୩ ଜାନୁଆରୀରୁ ଏହି ୪ଟି ରାଶି ହେବେ କୋଟିପତି

ବନ୍ଧୁଗଣ ୩ ଜାନୁଆରୀ ରେ ବୁଧ ଗ୍ରହର ସବୁଠୁ ବଡ ମହାରାଶି ପରିବର୍ତନ ହେଉଛି । ଏବଂ ଏହି ପରିବର୍ତ୍ତନ ଦ୍ଵାରା ଏମିତି କିଛି ରାଶି ଅଛି ଯାହାକୁ ଏବେ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି । ୧ ଜାନୁଆରୀ କୁ ବୁଧ ଗ୍ରହ ବିଛା ରାଶି ରୁ ଧନୁ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି । ଆଉ ଖାସ କଥା ଏହା କି ଯେ ସୂର୍ଯ୍ୟ ଧନୁ ରାଶିରେ ଆଗରୁ ଉପସ୍ଥିତ ଅଛନ୍ତି । ଏବଂ ଏବେ ବୁସଢା ଏହି ରାଶିରେ ପ୍ରବେଶ କରିବା ଦ୍ଵାରା ବୁଦ୍ଧାଦିତ୍ୟ ରାଜଯୋଗ ସ୍ଥାପିତ ହେଉଛି । ମିଥୁନ ଓ କନ୍ୟା ରାଶିର ସ୍ଵାମୀ ବୁଧଙ୍କୁ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ମହତ୍ତ୍ଵ ଦିଆଯାଇଥାଏ । ବୁଧଙ୍କ କୃପା ରୁ ଜାତକ ବିଦ୍ଵାନ ହୋଇଥାଏ ।

ପୌରଣିକ ଗ୍ରନ୍ଥ ଅନୁସାରେ ବୁଧ, ଚନ୍ଦ୍ରମା ଓ ବୃହସ୍ପତିର ପତ୍ନୀ ତାରା ର ସନ୍ତାନ ବୋଲି ମାନାଯାଇଥାଏ । ଏହି କାରଣରୁ ଏଥିରେ ଚନ୍ଦ୍ରମା ଓ ବୃହସ୍ପତିର ବିଶେଷତା ବି ଦେଖିବାକୁ ମିଳିଥାଏ । ଆସନ୍ତା କାଲିର ରାସି ପରିବର୍ତ୍ତନ ଏହି ମାସ ର ସବୁଠୁ ବଡ ରାଶି ପରିବର୍ତ୍ତନ ଅଟେ । ବୁଧ ର ରାଶି ପରିବର୍ତ୍ତନ ଓ ବୁଦ୍ଧାଦିତ୍ୟ ରାଜଯୋଗ କାରଣରୁ ଏମିତି କିଛି ରାଶି ଅଛି ଯାହାର ଏବେ ଭାଗ୍ୟ ବଦଳିବାକୁ ଯାଉଛି ।

କନ୍ୟା ରାଶି:-

ଏହି ରାଶିର ସ୍ଵାମୀ ଅଟନ୍ତି ବୁଧ । ରାଶି ସ୍ଵାମୀ ବୁଧ ଆପଣଙ୍କ ରାସିରୁ ଲାଭ ଘରକୁ ଆସିବା ଆପଣଙ୍କ ପାଇଁ ବହୁତ ସୌଭାଗ୍ୟଶାଳୀ ଅଟେ । ଏହି ରାଶି ପାଇଁ ବୁଧ ଙ୍କ ରାଶି ପରିବର୍ତ୍ତନ କରିବା ବହୁତ ଲାଭଦାୟକ ହେବ । ଏହା ଦ୍ଵାରା ଆପଣଙ୍କ ଆୟରେ ବୃଦ୍ଧି ହେବ ଓ କ୍ୟାରିୟର ରେ ସକାରାତ୍ମକ ବୃଦ୍ଧି ମଧ୍ୟ ଦେଖାଯିବ । ଯଦି ଆପଣ କିଛି ନୂଆ ବା ଉନ୍ନତ ଧରଣ ର କାର୍ଯ୍ୟ କରିବେ ଓ ନିଜ କ୍ୟାରିୟର କୁ ସଠିକ ଦିଗରେ ନେବା ପାଇଁ ଆପଣଙ୍କ ମନ ରେ ଉନ୍ନତ ଧରଣର ବିଚାର ଆସିବ ।

ମେଷ ରାଶି:-

ବୁଧଙ୍କ ରାସୀ ପରିବର୍ତ୍ତନ ଆପଣଙ୍କ କର୍ମ ଭାବରେ ହେଉଛି । ଯେଉଁ ଲୋକ କିଛି ନୂଆ କାର୍ଯ୍ୟରେ ନିବେଶ କରିବାକୁ ଚହୁଁଛନ୍ତି ତାଙ୍କ ପାଇଁ ବୁଧ ବହୁତ ଭଲ ଅବସର ନେଇ ଆସିଛନ୍ତି । ଏହି ରାଶି ପାଇଁ ମଧ୍ୟ ବୁଧଙ୍କ ରାଶି ପରିବର୍ତ୍ତନ ବହୁତ ଲାଭଦାୟକ ରହିବ । ଏହା କାରଣରୁ ଆପଣ ଚାକିରି ଓ ବ୍ୟବସାୟ ରେ ବହୁତ ଲାଭଦାୟକ ନିସ୍ପତି ନେବେ । ଓ ଏହି ସମୟ ମଧ୍ୟରେ ଆପଣ ବ୍ୟବସାୟରେ ଯାହା ବି ନିବେଶ କରିବେ ତାର ଲାଭ ଆପଣଙ୍କୁ ନିଶ୍ଚୟ ମିଳିବ ।

ସିଂହ ରାଶି:-

ଏହି ରାଶି ପାଇଁ ମଧ୍ୟ ବୁଧଙ୍କ ରାଶି ପରିବର୍ତ୍ତନ ବହୁତ ସକାରାତ୍ମକ ହେବ । ଏହି କାରଣରୁ ଆପଣଙ୍କୁ ଆୟର ସ୍ରୋତ ବୃଦ୍ଧି ପାଇବ । ଏହା ସହ ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ଠୁ ସହଯୋଗ ମଧ୍ୟ ପ୍ରାପ୍ତ ହେବ । ସମାଜ ରେ ଉଚିତ ମ୍ମାନ ସମ୍ମାନ ମିଳିବ । ଏହା ଛାଡ ଏହି ଦିନରେ ଆପଣଙ୍କୁ ଆପଣଙ୍କ ଅଟକି ଯାଇଥିବା ଧନ ମଧ୍ୟ ପ୍ରାପ୍ତ ହେବ ।

ମିଥୁନ ରାଶି:-

ମିଥୁନ ରାଶିର ସ୍ଵାମୀ ବୁଧ ଗ୍ରହ ହିଁ ଅଟେ । ଏବଂ ବୁଧ ଗ୍ରହ କୃପା ରୁ ଆପଣଙ୍କ ଆର୍ଥିକ ଅବସ୍ଥା ରେ ସୁଧାର ଦେଖିବାକୁ ମିଳିବ । ଏହା ସହ ରୋମାଣ୍ଟିକ ଲାଇଫ ରେ ଭଲ ଯୋଗ ମଧ୍ୟ ବନୁଛି । ଯଦି ଆପଣ ଏବେ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ଓ ନିଜ ଜୀବନସାଥି ଙ୍କୁ ଖୋଜୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ମନ ଚାହିଁ ଲାଇଫ ପାର୍ଟନର ମିଳିବାକୁ ଯାଉଛି । ଯାହା ଆଗାମୀ ଜୀବନରେ ଆପଣଙ୍କ ପାଇଁ ବହୁତ ସାହାଜ୍ୟକାରୀ ରହିବେ ।

Leave a Reply

Your email address will not be published. Required fields are marked *