ଟଙ୍କିକିଆ କଏନ ୧୦ କୋଟିରେ ବିକ୍ରି ! ଟଙ୍କିକିଆ କଏନର ହେଲା ନିଲାମ । ବିକ୍ରେତାଙ୍କୁ ମିଳିଲା ୧୦ କୋଟି ଟଙ୍କା । ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା …

ନମସ୍କାର ବନ୍ଧୁଗଣ । ଟଙ୍କିକିଆ କଏନ ଏବେ ୧୦ କୋଟି ଟଙ୍କାରେ ବିକ୍ରି ହେବ । କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଜାତୀୟ ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ନିକଟରେ ଏକ ଟଙ୍କିକିଆ କେନ ନିଲାମରେ ବିକ୍ରି ହୋଇଛି । ଏହାର ପ୍ରତି ବଦଳରେ ବିକ୍ରେତା ଙ୍କୁ ୧୦ କୋଟି ଟଙ୍କା ମିଳିଛି । ଗୋଟିଏ ଟଙ୍କିକିଆ କଏନ ର ଏତେ ମୂଲ୍ୟ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି । ଏହା ଶୁଣିବାକୁ ଆଶ୍ଚର୍ୟ୍ଯ କର ହୋଇଥିଲେ ମଧ୍ୟ ବାସ୍ତବରେ ଏହା ସତ କଥା । ଆଜିକାଲି ପୁରୁଣା କେନ ଓ ନୋଟ ଯାହା ପୂର୍ବ ଯୁଗରେ ପ୍ରଚଳିତ ହେଉଥିଲା ଯେଉଁ ମାନେ ଏହାକୁ ରଖିଛନ୍ତି ସେମାନଙ୍କର ଲଟେରୀ ଲାଗିବାରେ ଲାଗିଛି ।

୧୮୮୫ ମସିହାରେ ଭାରତ ରେ ବ୍ରିଟିଶ ରାଜ ଚାଲିଥିବା ବେଳେ ଏହି ମୁଦ୍ରା ଜାରି କରା ଯାଇଥିଲା । ଯଦି ଆପଣଙ୍କ ପାଖରେ ବ୍ରିଟିଶ ସମୟର ମୁଦ୍ରା ରହିଛି ଓ ଏହା ଯଦି ୧୮୮୫ ମସିହାର ତେବେ ଆପଣ ମଧ୍ୟ କୋଟିପତି ହୋଇ ପାରିବେ । ଏହାକୁ ଆପଣ ଅନ ଲାଇନ ନିଲାମ ପ୍ରକ୍ରିୟା ଦ୍ଵାରା ବିକ୍ରି କରି ପାରିବେ । କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ପୁରୁଣା ଜିନିଷ ସାଇତି ରଖିବାକୁ ପସନ୍ଦ କରିଥାନ୍ତି । ତେବେ ଯେଉଁ ମାନଙ୍କ ପାଖରେ ବିଶେଷ କରି ପୁରୁଣା ନୋଟ ବା କେନ ରହିଛି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆସିଛି । କାରଣ ଆପଣ ମାନେ ଘରେ ବସି କୋଟିପତି ହୋଇ ପାରିବେ ।

ପୁରୁଣା କଏନ ରଖିଥିବା ଲୋକ ମାନେ ଭିନ୍ନ ଭିନ୍ନ ୱେବ ସାଇଟରେ ନିଜର ପ୍ରୋଫାଇଲ ତିଆରି କରି ଏହାକୁ ବିକ୍ରି କରି ପାରିବେ । ଏହି ୱେବ ସାଇଟ ମଧ୍ୟ ରୁ ଗୋଟିଏ ହେଉଛି କଏନ ବଜାର । ଆପଣ ମାନେ କଏନ ବଜାର ୱେବ ସାଇଟରେ କଏନ ରେଜିଷ୍ଟ୍ରେଶନ କରି ବିକ୍ରି କରି ପାରିବେ । ଏହା ବ୍ୟତିତ ଯଦି ଆପଣଙ୍କ ପାଖରେ ପୁରୁଣା କଏନ ଅଛି ଓ ଆପଣ ଏହାକୁ ବିକ୍ରି କରିବାକୁ ଚାହୁଛନ୍ତି ତେବେ ଓଏଲେକ୍ସ କୁ ଯାଆନ୍ତୁ । ଏଠାରେ ଆପଣ ନିଜର ଆଇଡି ତିଆରି କରି କଏନ ବିକ୍ରି କରି ପାରିବେ ।

ଏହା ଛଡା ଆପଣ INDIA MAT.COM ରେ ପୁରୁଣା ମୁଦ୍ରା ନିଲାମ କରି ପାରିବେ । ନିଲାମ କରିବା ପାଇଁ ପ୍ରଥମେ ଆପଣଙ୍କୁ ପୁରୁଣା କଏନ ର ଫୋଟୋ ସେୟାର କରିବାକୁ ପଡିବ । ସୂଚନା ଯୋଗ୍ୟ ଏହା ନିୟୁୟର୍କରେ ୧୯୩୩ ମସିହାର ଆମେରିକିୟ ମୁଦ୍ରାକୁ ୧୮.୯ ମିଲିୟନ ଡଲାର ଯାହାର ଭାରତୀୟ ମୂଲ୍ୟ ୧୩୮ କୋଟି ଟଙ୍କାରେ ବିକ୍ରି କରା ଯାଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *