ନମସ୍କାର ବନ୍ଧୁଗଣ । ବ୍ରହ୍ମପୁର ଚର୍ଚ୍ଚିତ ବୋହୁ ତପବିନି ଓ ଡାକ୍ତର ସୁମିତଙ୍କ ବୈବାହିକ ଜୀବନୀକୁ ଆସିଛି ନୂଆ ମୋଡ । ଦୀର୍ଘ ଦିନ ହେବ ତପସ୍ଵିନୀ ନିଜ ଶାଶୁଘରକୁ ଫେରିବା ପାଇଁ ଶାଶୁଘର ଆଗରେ ଧାରଣା ଦେଇ ବସିଥିଲେ । ଏହା ଅପରେ ଏହି ମାମଲା କୋର୍ଟରେ ପହଞ୍ଚି ଥିଲା । କୋର୍ଟର ନିସ୍ପତି ଅନୁଯାୟୀ ଦୁହେଁ ଏକାଠି ୭ ଦିନ ପାଇଁ ପୋଲିସ ପ୍ରୋଟେକ୍ସନରେ ରହିଥିଲେ ।
ତେବେ କୋର୍ଟ ଦେଇଥିବା ସମୟ ସୀମା ଏବେ ପୁରା ହୋଇ ସାରିବା ପରେ ତାଙ୍କୁ ଆଉ କିଛି ଦିନ ଏକାଠି ରହିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ବର୍ତ୍ତମାନର ବଡ ଖବର ହେଉଛି ଡାକ୍ତର ସୁମିତ ଗାର କାଲି ତପସ୍ଵିନିଙ୍କୁ ମେଡିକାଲ ନାଁ କହି କୁଆଡେ ଚାଲି ଯାଇଛନ୍ତି ଯାହା ଏହି ମାମଲା ରେ ନୂଆ ଟ୍ଵିଷ୍ଟ ଆଣିଛି । ତେବେ ପ୍ରଶ୍ନ ଉଠୁଛି କଣ ସୁମିତ ତପସ୍ଵିନୀଙ୍କ ପ୍ରେମର ପରୀକ୍ଷା ନେଉଛନ୍ତି ।
କଣ ସୁମିତ ଜାଣିବାକୁ ଇଚ୍ଛା କରୁଛନ୍ତି କି ତାଙ୍କ ଅନୁପସ୍ଥିତିରେ ତପସ୍ଵିନୀ କିପରି ବ୍ୟବହାର କରୁଛନ୍ତି ? ବର୍ତ୍ତମାନର ସୂଚନା ଅନୁସାରେ ଡାକ୍ତର ସୁମିତ କୁଆଡେ ଯାଇ ନାହାନ୍ତି ବରଂ ବାଲିଶିରାରେ ଅଛନ୍ତି । ସୁମିତ ଅସୁସ୍ଥ ଅଛନ୍ତି ଓ ତପସ୍ଵିନୀ ଯେଉଁ ଅ-ଭି-ଯୋ-ଗ କରିଛନ୍ତି ତାହା ଭୁଲ ବୋଲି କହିଛନ୍ତି ସୁମିତଙ୍କ ଓକିଲ ।
ସୁମିତ ତାପସ୍ଵିନୀଙ୍କ ସହ ରହିବା ପାଇଁ ଭଡାଘର ଖୋଜିବା ସହ ତପସ୍ଵିନୀଙ୍କ ଅ-ଭି-ଯୋ-ଗ ଭିତ୍ତିହିନ ବୋଲି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି । ଯଦି ସୁମିତ ଭଡାଘର ଖୋଜୁଥିଲେ ତାହା ତପସ୍ଵିନୀଙ୍କୁ ନ ଜଣାଇ କଣ ପାଇଁ ଓକିଲଙ୍କ ଜରିଆରେ ଜଣାଇଛନ୍ତି ତାହା ଏବେ ବଡ ପ୍ରଶ୍ନ ।
କୋର୍ଟର ନିର୍ଦେଶ ଅନୁସାରେ ସୁମିତ ତାଙ୍କ ସ୍ତ୍ରୀଙ୍କର ସବୁ ଦାୟିତ୍ଵ ନେବେ । କିନ୍ତୁ ସୁମିତ କଣ ପାଇଁ ମାନସିକ ନି-ର୍ଯ୍ୟା-ତ-ନା ତପସ୍ଵିନୀଙ୍କୁ ଦେଉଛନ୍ତି ବୋଲି ଗଣ ମାଧ୍ୟମରେ କାନ୍ଦି କାନ୍ଦି ତପସ୍ଵୀନି କହିଛନ୍ତି । ସୁମିତ ବେଳେବେଳେ ଏମିତି ବ୍ୟବହାର କରୁଛନ୍ତି ଲାଗୁଛି ସେ ତପସ୍ଵିନୀଙ୍କ ସହ ଅଛନ୍ତି ତ ପୁଣି ଲାଗୁଛି ସେ ତାଙ୍କ ସ୍ତ୍ରୀଙ୍କ ଠାରୁ ଦୂରେଇ ଯାଉଛନ୍ତି ।
ତପସ୍ଵିନୀ ସୁମିତଙ୍କ ଘର ଆଗରେ ଧାରଣା ଦେବା ପରେ କୋର୍ଟ ଶୁଣାଣି କରିଥିଲେ ଦୁହେଁ ଏକାଠି ରହିବା ପାଇଁ । ତେବେ ଏବେ ସୁମିତ ସାହୁ କଣ ଚାହୁଁଛନ୍ତି ତାହା ପ୍ରଶ୍ନ ଉଠିଛି । ତେବେ ସୁମିତ କଣ ତପସ୍ଵିନୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ନାଁ ଏକାଠି ରହିବାକୁ ଚାହୁଛନ୍ତି ତାହା ପ୍ରଶ୍ନ ଉଠୁଛି । ସୁମିତଙ୍କ ମନରେ କଣ ଚାଲିଛି ତାହା ଏବ ସମସ୍ତେ ଜାଣିବାକୁ ଚାହୁଛନ୍ତି ।
ତେବେ ଆଗାମୀ ସମୟରେ ସୁମିତ ନିଜର ଗାୟବ ହେବା ପଛରେ କଣ ରହସ୍ୟ ରହିଛି ତାହାର ଉତ୍ତର ତପସ୍ଵିନୀ ଙ୍କୁ ଦେବା ସହ ଗଣ ମାଧ୍ୟମକୁ ନିଜ ସଫେଇରେ କଣ କହିବେ ତାହା ଦେଖିବା ବାକି ରହିଲା । ଦରଖାସ୍ତ ଦେଇ ହସପିଟାଲରୁ ଛୁଟି ନେବା ପଛରେ କଣ ଯୁକ୍ତି ରଖୁଛନ୍ତି ଡାକ୍ତର ସୁମିତ ତାହା ଦେଖିବା ବାକି ରହିଲା ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।