ଶେଷରେ ସାମ୍ନା-ସାମ୍ନି ହେଲେ ଶ୍ଵଶୁର-ବୋହୁ, ଦେଖନ୍ତୁ Tapaswini ଙ୍କୁ ନେଇ କଣ କହୁଛନ୍ତି ଶ୍ଵଶୁର, ଶୁଣିଲେ କାବା ହେଇଯିବେ, ଦେଖନ୍ତୁ Video

ବ୍ରହ୍ମପୁରରେ ତପସ୍ଵିନୀ ଶଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି । ସେ ଗତ ତିନି ଦିନ ଓ ଦୁଇ ରାତି ହେବ ଶଶୁର ଘର ସାମ୍ନାରେ ବସିଛନ୍ତି । ଶଶୁର ଘର ଲୋକମାନେ ତିନି ଦିନ ହେବ ଘର ଭିତରେ ଥିଲେ କିନ୍ତୁ ସେମାନେ ବାହାରକୁ ଆସୁ ନ ଥିଲେ । ଏହାରି ମଧ୍ୟରେ ପୋଲିସ ଯୁବତୀଙ୍କ ଭାଇ ଓ ବାପାକୁ ପୋଲିସ ଉଠାଇ ନେଇ ଥିଲା । କିନ୍ତୁ ବର୍ତ୍ତମାନ ପୋଲିସ ସେମାନଙ୍କୁ ଛାଡି ଦେଇଛି । ଆଜି ଯୁବତୀର ଶଶୁରଙ୍କ ପ୍ରତିକ୍ରିୟା ମିଳିଛି ।

ଶଶୁର ପ୍ରମୋଦ କୁମାର ସାହୁଙ୍କ କହିବା ଅଟେ କି ସେ ଏହି ସମସ୍ତ ଘଟଣା ବିଷୟରେ ଜାଣିଛନ୍ତି । ସବୁ ଦାବି ମଧ୍ୟରେ ଗୋଟିଏ ସତ ହେଉଛି ମୋ ପୁଅ ସେହି ଝିଅକୁ ବାହା ହୋଇଛି । ସେମାନେ କୋର୍ଟ ମ୍ୟାରେଜ କରିଛନ୍ତି ।

ଯୁବତୀ ଆମ ପରିବାର ଉପରେ ନିର୍ଯାତନା କେସ ଦାୟର କରିଛନ୍ତି । ଯାହାକି ସମ୍ପୂର୍ଣ ରୂପରେ ମିଥ୍ୟା । ଆମେ ସମସ୍ତେ ବର୍ତ୍ତମାନ ବେଳରେ ଅଛୁ ଓ କୋର୍ଟରେ କେସ ଚାଲିଛି । କହିଦେଉଛୁ କି ଶଶୁର ୨୨ ତାରିଖ ଦିନ ବାହାଘର ଦାବିକୁ ସମ୍ପୂର୍ଣ ରୂପରେ ମିଥ୍ୟା ବୋଲି କହିଛନ୍ତି । ଶଶୁର ଆଗକୁ କହିଲେ କି ଏହା ବିଷୟରେ ମୁଁ କିଛି ବି ଜାଣି ନ ଥିଲି । ଅନ୍ୟ ପଟେ ତପସ୍ଵିନୀଙ୍କ କହିବା ଅଟେ କି ୨୨ ତାରିଖ ଦିନ ପୁଅ ଘର ଲୋକମାନେ ବାହାଘର ପାଇଁ ଯାଇ ନ ଥିଲେ ସେଥିପାଇଁ ସେ ବାଧ୍ୟ ହୋଇ ବୋହୁ ଭେସରେ ଆଜି ପର୍ଯ୍ୟନ୍ତ ବସିଛନ୍ତି ।

ଶଶୁର କହିଲେ କି ଏହା ବିଷୟରେ ମୁଁ କିଛି ବି ଜାଣି ନାହିଁ । ଏହା ତାଙ୍କ ତରଫରୁ ଏକ ପ୍ରକାରର ଷଡଯନ୍ତ୍ର କରା ଯାଇଛି । ଶଶୁର ଆଗକୁ କହିଲେ କି ମୁଁ ୮ ଦିନ ହେବ ନ ଥିଲି ଓ ପୁଅ ବିଷୟରେ ମୋତେ କିଛି ବି ଜଣା ନାହିଁ । ମୁଁ ଦେଖିଲି କି ତପସ୍ଵିନୀଙ୍କ ପାଖରେ ଠୋସ ପ୍ରମାଣ ଅଛି ଓ ସେ ସେହି ପ୍ରମାଣକୁ ନେଇ କୋର୍ଟ ଯାଅନ୍ତୁ । ଏଠି ଦେଖାଇଲେ କିଛି ଲାଭ ନାହିଁ । ଶଶୁରଙ୍କ କହିବା ଅଟେ କି ତପସ୍ଵିନୀଙ୍କ ଅଧା କଥା ମିଥ୍ୟା ଅଟେ । ସେ କେବଳ ଆମ ଘରେ ୨.୫ ମାସ ରହିଥିଲେ ।

ସେ ନିଜ ଇଚ୍ଛାରେ ଯାଆନ୍ତି ଓ ନିଜ ଇଚ୍ଛାରେ ଆସନ୍ତି । ଅନ୍ୟ ପଟେ ତପସ୍ଵିନୀଙ୍କ କହିବା ଅଟେ କି ସେ ଗତ ୭ ମାସ ହେବ ପୁଅ ସହ ଭଡା ଘରେ ରାହୁଇଲେ ଓ ଗତ ୬ ମାସ ହେବ ଏହି ଘରେ ରହୁଥିଲେ । ତପସ୍ଵିନୀ କହିଲେ କି ତାଙ୍କୁ ଏହି ଘରୁ ଧକା ମାରି ବାହାର କରାଯାଇଛି । କହିବାକୁ ଗଲେ ଏହି ସବୁ ଘଟଣାର ଅସଲ ସତ୍ୟତା କେବଳ କୋର୍ଟରେ ହିଁ ପ୍ରମାଣିତ ହୋଇ ପାରିବ ।

Leave a Reply

Your email address will not be published. Required fields are marked *