ମୃତ୍ୟୁ ପରେ ନିଜ ପରିବାର ପାଇଁ Tapu Mishra କେତେ ଟଙ୍କାର ସମ୍ପତି ଛାଡି ଦେଇ ଯାଇ ଛନ୍ତି, ଦେଖନ୍ତୁ Video

ତପୁ ମିଶ୍ର ଆଉ ଆମ ଗହଣରେ ନାହାଁନ୍ତି ଏହା ଆପଣ ମାନେ ମଧ୍ୟ ଜାଣି ଥିବେ । ସେ ଏକ ଘରୋଇ ହସ୍ପିଟାଲ ରେ ଚିକିସ୍ଛା ହେଉ ଥିଲେ । କାରଣ ସେ କରୋନା ରୋଗରେ ଆକ୍ରାନ୍ତ ଥିଲେ । ତେବେ କେବଳ ସେ ନୁହେଁ ତାଙ୍କ ପିତା ମଧ୍ୟ ଏହି ମହାମାରୀ ରେ ଶିକାରର ହୋଇ ଥିଲେ । ପ୍ରଥମେ ସେ ସୁସ୍ଥ ହେବା ଆଗରୁ ଏହି ଦୁନିଆ ଛାଡି ଚାଲି ଯାଇ ଥିଲେ ଆର ଲୋକକୁ ।

ଏହି ଦୁନିଆରେ ଥିବା ତାଙ୍କ ଝିଅ ମାନେ ତପୁ ଦୁଃଖ ରେ ଭାଙ୍ଗି ଯାଇ ଥିଲେ । ସେ ତଥାପି ନିଜକୁ ସମ୍ଭାଳି ଆଗକୁ ଯାଇ ଥିଲେ । ଏହା ପରେ ସେ ସୁସ୍ଥ ହୋଇ ଘରକୁ ଫେରି ଆସିବା କଥା ଆମେ ସଭିଏଁ ଜାଣିଛୁ ମାତ୍ର କଣ ଆପଣ ଜାଣିଛନ୍ତି କି ଏହା ତାଙ୍କ ପାଇଁ ଖୁସି ଖବର ଆଣି ଦେଇ ନଥିଲା । ଘରକୁ ଆସିବା ପରେ କରୋନା ରେ ପୀଡିତ ଥିଲା ବେଳେ ହେଉଥିବା ଚିକିସ୍ଛା ର ଖୁବ ଖରାପ ପ୍ରଭାବ ପଡିଥିଲା ।

ଏହା ପରେ ତାଙ୍କୁ ଆଉ ଡେରି ନକରି ପାଖରେ ଥିବା ଘରୋଇ ହସିଟାଲ କୁ ନେଇ ଯାଇଥିଲେ । ଏହା ପରେ ସେ ନିଜର ଶେଷ ନିସବାଶହ ତ୍ୟାଗ କରିଥିଲେ ନିଜକୁ ଦୁଃଖର ସାଗରରେ ଭସେଇ ଦେଇ । ସେ ପିଲା ଦିନୁ ଅନେକ ଗୀତ ରେ ନିଜର କଣ୍ଠ ଦାନ କରିଛନ୍ତି । ସେ ମାତ୍ର ୧୪ ବର୍ଷ ବୟଶରୁ ଅନେକ ଆଲବମ ଗାଈ ଛନ୍ତି । ତେବେ ଆମେ ଯଦି ଦେଖିବା ପାଇଁ ଯିବା ସେ ତାଙ୍କ ପ୍ରଫେସନ ଦ୍ଵାରା ଅନେକ କିଛି ପଇସା କମେଇ ଛନ୍ତି ।

ତେଣୁ କରି କହିବା ପାଇଁ ଗଲେ ଆମେ ଆଜି ସେହି ବିଷୟରେ କଥା ହେବା ପାଇଁ ଯାଉଛୁ କି ସେ କେତେ ଟଙ୍କା ଛାଡି ଯାଇ ଛନ୍ତି ନିଜ ପାଇଁ । ତେବେ ଯଦି ଆମେ ଦେଖିବା ପାଇଁ ଯିବା ତପୁ ମିଶ୍ର କିଛି ଜାଗା ଓ ଅନେକ ସମ୍ପତି ଛାଡି ଯାଇଛନ୍ତି ତାଙ୍କ ପରିବାର ଲୋକଙ୍କ ପାଇଁ ସେ ଏକ ଘର କିଣି ଥିଲେ ଭୁବନେଶ୍ବର ରେ ଏହା ସହ ସେ ପ୍ରାୟତଃ ୩ କୋଟି ଟଙ୍କାର ସମ୍ପତି ଛାଡି ଯାଇ ଛନ୍ତି ନ୍ଯାଯ ପଛରେ ।

ତେବେ ତାଙ୍କର ପରଲୋକ ପରେ ତାଙ୍କ ସ୍ଵାମୀ ଦୁଃଖରେ ଭାଙ୍ଗି ପଡି ଛନ୍ତି । ତେବେ ତାଙ୍କ ସ୍ଵାମୀ ମଧ୍ୟ ଚାକିରି କରନ୍ତି ଓ ଅଭିନୟ ପାଇଁ ନିଯକୂ ପ୍ରସ୍ତୁତ କରୁଥିଲେ । ତପୁ ଙ୍କ ଏଭଳି ଭାବେ ପରଲୋକ ଯିବା ପରେ ତାଙ୍କ ସ୍ଵାମୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ତପୁ ନିଜ ପରିବାର ଲୋକଙ୍କ ସହ ତାଙ୍କ ସ୍ଵାମୀ ଙ୍କୁ ମଧ୍ୟ ସବୁ ଦିନ ପାଇଁ ଏକା କରି ଚାଲି ଗଲେ । ତପୁ ତାଙ୍କ ଏକ ଗୀତ ପାଇଁ ୧୦୦୦୦ ରୁ ୧୫୦୦୦ ଟଙ୍କା ଦାବି କରୁଥିଲେ । ତେବେ ଲୋକମାନେ ମଧ୍ୟ ତାଙ୍କ ଗୀତ ଶୁଣିବା ପାଇଁ ଖୁବ ଭଲ ପାଉ ଥିଲେ । ତେଣୁ କରି ଅନ୍ୟ କଳା କାର ମାନଙ୍କ ଅପେକ୍ଷା ତାଙ୍କ ଗୀତର ଦାମ ଅଧିକା ଥିଲା ବୋଲି ସୂତ୍ରରୁ ଜଣା ପଡିଛି । ତପୁଙ୍କ  ପରଲୋକ ଗମନରେ କେବଳ ଓଡିଶା ଓ ପଡ଼ିଇବାର ଲୋକ ନୁହେଁ ଓଲିଉଡ ଜଗତ ମଧ୍ୟ ଶୋକାତୁର ।

Leave a Reply

Your email address will not be published. Required fields are marked *