Tapu ଙ୍କୁ ହରାଇବା ପରେ କାନ୍ଦି କାନ୍ଦି କଣ କହୁଛନ୍ତି ତାଙ୍କ ସ୍ଵାମୀ Deepak, ଶୁଣିଲେ ଆପଣବି କାନ୍ଦି ପକାଇବେ, ଥରେ ଦେଖନ୍ତୁ ଏହି Video

ଓଲିଉଡ ଇଣ୍ଡଷ୍ଟ୍ରିର ଗାୟିକା ତପୁ ମିଶ୍ରଙ୍କୁ ଓଡିଶାର ପ୍ରତ୍ୟକ ବ୍ୟକ୍ତି ଚିହ୍ନିଛନ୍ତି । ଗତ କିଛି ବର୍ଷ ହେବ ସେ ଓଲିଉଡକୁ ବହୁତ ହି-ଟ ହିଟ ଗୀତ ଭେ-ଟି ଦେଇଛନ୍ତି । ସେ ନିଜ ଗୀତ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଘର କରି ନେଇ ଥିଲେ । କିନ୍ତୁ ତପୁ ମିଶ୍ରଙ୍କ ବି-ୟୋ-ଗ-ରେ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରିରେ ଦୁଃ-ଖ-ର ଲ-ହ-ରୀ ଖେଳି ଯାଇଛି ।

ତାଙ୍କର ବି-ୟୋ-ଗ-ରେ ପରିବାର ଲୋକମାନେ ବି ପୂରାପୂରି ଦୁଃ-ଖ-ରେ ଭା-ଙ୍ଗି ପଡିଛନ୍ତି । ବିଶେଷ କରି ତାଙ୍କର ମା ଓ ସ୍ଵାମୀ । ମା ନିଜର ସ୍ଵାମୀଙ୍କୁ ଅର୍ଥାତ ତପୁ ମିଶ୍ରଙ୍କ ପିତାଙ୍କୁ କିଛି ମାସ ତଳେ ହ-ରା-ଇ-ବା ପରେ ବର୍ତ୍ତମାନ ଝିଅ । ଏହିଭଳି ଦୁଃ-ଖ-କୁ ସହିବା ବହୁତ କ-ଷ୍ଟ-କ-ର ଅଟେ । ଅନ୍ୟ ପଟେ ତାଙ୍କର ସ୍ଵାମୀ ଯାହାଙ୍କୁ ସେ ଗତ ୩ ବର୍ଷ ତଳେ ବିବାହ କରିଥିଲେ ଆଜି ସେ ତାଙ୍କୁ ଏକୁଟିଆ ଛାଡି ଚାଲି ଯାଇଛନ୍ତି । ପରିବାର ମଧ୍ୟରେ ତପୁ ମିଶ୍ରଙ୍କ ସ୍ଵାମୀ ଦୀପକ ପୂଜାରୀ ସବୁଠୁ ଅଧିକ ଦୁଃ-ଖ ଓ କ-ଷ୍ଟ-ରେ ଅଛନ୍ତି ।

ଦୀପକ ପୂଜାରୀ ଜଣେ ଅଭିନେତା ଅଟନ୍ତି ଓ ୨୦୧୮ରେ ତପୁ ମିଶ୍ର ଓ ଦୀପକ ପୂଜାରୀ ଲଭ ମ୍ୟାରେଜ କରିଥିଲେ । ତପୁ ଓ ଦୀପକଙ୍କ ପ-ର୍ଫେ-କ୍ଟ ଯୋଡି ଥିଲା । ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ । ୧.୫ ବର୍ଷ ପର୍ଯ୍ୟନ୍ତ ପ୍ରେମ ସମ୍ପକରେ ରହିବା ପରେ ଶେ-ଷ-ରେ ଦୁଇ ଜଣ ବିବାହ କରିଥିଲେ । ପତ୍ନୀ ତପୁ ମିଶ୍ରଙ୍କ ବି-ୟୋ-ଗ ପରେ ସ୍ଵାମୀ ଦୀପକ ମି-ଡି-ଆ ସାମ୍ନାରେ ନିଜର ଦୁଃ-ଖ ପ୍ରକାଶ କରିଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ଦିନ ହେବ ତପୁ ମିଶ୍ରଙ୍କ ଚି-କି-ତ୍ସା ଚାଲିଥିଲା ।

ଏହି ସବୁ ଭିତରେ ଦୀପକ ବହୁତ ବ୍ୟ-ସ୍ତ ଥିଲେ ଓ ସେ କେବେ ବି ଚି-ନ୍ତା କରି ନ ଥିଲେ କି ଅଚାନକ ତାଙ୍କର ଜୀବନସାଥି ତାଙ୍କୁ ଏହି ଦୁନିଆରେ ଏକୁଟିଆ କରି ଚାଲିଯିବେ । ଦୀପକଙ୍କ କହିବା ଅନୁସାରେ ପରଦିନ ରାତିରେ ତାଙ୍କୁ ଫୋନ ଆସିଥିଲା କି ଆପଣଙ୍କର ପତ୍ନୀ ଆଉ ନାହାନ୍ତି ।

ସେ କହିଲେ କି ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହେଲି । କା-ର-ଣ ଡା-କ୍ତ-ର-ଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅଳ୍ପ ଅଳ୍ପ ସୁ-ଧା-ର ଆସୁଥିଲା ଓ ଡାକ୍ତରମାନେ ପ-ଜି-ଟି-ବ ପ୍ର-ତି-କ୍ରି-ୟା ଦେଉଥିଲେ ଓ କହୁଥିଲେ କି ତାଙ୍କ ଶରୀରରେ ୪୦ ରୁ ୬୦ ପ୍ରତିଶତ ଅମ୍ଳଜାନ ରହୁଛି ଯାହାକି ଆଗରୁ ମଧ୍ୟ ରହୁଥିଲା ।

ଏମିତିରେ ମୁଁ ଆଶା କରୁଥିଲି କି ସେ ଭଲ ହୋଇଯିବେ ଓ ମୋ ପାଖକୁ ପୁଣି ଥରେ ଫେ-ରି ଆସିବେ । ମୋତେ ବି ସେ ପ୍ରତିଶ୍ରୁତି ଦେଇଥିଲେ କି ପୁଣି ଥରେ ଆମେ ଏକାଠି ରହିବା । କିନ୍ତୁ ଅଚାନକ ମୋତେ ଛାଡି ଚାଲିଯିବେ ଏହା ବିଷୟରେ ମୁଁ କେବେ ଚିନ୍ତା ମଧ୍ୟ କରି ନ ଥିଲି । ଏହି ସମସ୍ତ କଥା କହୁଥିବା ସମୟରେ ଦୀପକ ମି-ଡି-ଆ ସାମ୍ନାରେ କା-ନ୍ଦି ପକାଇଥିଲେ । ୩ ବର୍ଷର ବିବାହ ପରେ ଦୀପକଙ୍କ ଜୀବନସାଥି ତପୁ ମିଶ୍ର ତାଙ୍କର ହାତ ଛା-ଡି ଚା-ଲି ଯାଇଛନ୍ତି ।

ତପୁ ମିଶ୍ର ଓଡିଆ ଚଳଚିତ୍ର ଜଗତ ଓ ଆ-ଲ-ବ-ମ ଜଗତର ବହୁତ ସ-କ୍ରି-ୟ ଥିଲେ । ଏହା ସହିତ ସେ ବହୁତ ଭ-ଜ-ନ ମଧ୍ୟ ଗାଇଛନ୍ତି । ୬୮ ରୁ ବି ଅଧିକ ଫିଲ୍ମରେ ସେ ନିଜର କ-ଣ୍ଠ-ଦା-ନ କରି ବହୁତ ପ-ପୁ-ଲା-ର ହୋଇଥିଲେ ତପୁ ମିଶ୍ର । ତପୁ ମିଶ୍ରଙ୍କ ଅ-ଚା-ନ-କ ମୃ-ତ୍ୟୁ ପରେ ତାଙ୍କ ପରିବାରଙ୍କ ଠାରୁ ତାଙ୍କ ସ୍ଵାମୀ ଅଧିକ ଦୁଃ-ଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *