ତରଙ୍ଗ ଚ୍ଯାନେଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବୀନା ମେକପରେ କେମିତି ଲାଗନ୍ତି ?

ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ଅଭିନୟ ବ୍ଯତୀତ ସୁନ୍ଦରତା, ଷ୍ଟାଇଲ ଓ ଲୂକ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ଏହି ସବୁ କ୍ଷେତ୍ର ରେ ଆଗରେ ରହିଥାନ୍ତି । ଅଭିନେତ୍ରୀ ମାନେ ଶୁ-ଟି-ଙ୍ଗ ସମୟରେ ମେକପ ନେଇଥାନ୍ତି ଯାହା ଦ୍ଵାରା ସେମାନେ ବହୁତ ଗରଜେସ ଲାଗନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଅଭିନେତ୍ରୀ ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି ଲାଗନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଂଗ ଟିଭି ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବିନା ମେକପ ରେ କେମିତି ଲାଗନ୍ତି ସେହି ବିଷୟାରେ କହିବାକୁ ଯାଉଛୁ ।

୧- ତାରିଣୀ : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ତାରିଣୀ ଆଖିରେ ତାରା” ରେ ମୁଖ୍ୟ ନାୟିକା ଭାବେ ଅଭିନେତ୍ରୀ ତାରିଣୀ ନଜର ଆସୁଛନ୍ତି । ଏହି ଭି-ଡି-ଓ ରେ ଆପଣ ମାନେ ବିନା ମେକପ ରେ ତାରିଣୀ ଦେଖିବାକୁ କେମିତି ଲାଗୁଛନ୍ତି ଦେଖି ପାରିବେ ।

୨- ଇତି : “ସିନ୍ଦୁରର ଅଧିକା”ର ସିରିଏଲରେ ଲିଡ ଭୂମିକାରେ ଅଭିନେତ୍ରୀ ଇତି ନଜର ଆସୁଛନ୍ତି । ଏହି ଭି-ଡି-ଓ ରେ ସେ ବିନା ମେକପ ରେ ବହୁତ ସୁନ୍ଦର ଲାଗୁଛନ୍ତି ଯେମତି ଟିଭି ପରଦାରେ ଦେଖାଯାନ୍ତି ।

୩- ରୁଦ୍ରୀ : “ମାୟା’ ସିରିଏଲରେ ଅଭନେତ୍ରୀ ରୁଦ୍ରୀ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଏହି ଭି-ଡି-ଓ ରେ ରୁଦ୍ରୀ ବିନା ମେକପ ନଜର ଆସୁଛନ୍ତି ଯାହା ଟିଭି ପରଦାରେ ଦେଖିବାକୁ ଭିନ୍ନ ଲାଗନ୍ତି ।

୪- ପୂଜା : “ଝିଅ ଆମର ନୂଆ ବୋହୁ” ସିରିଏଲରେ ଅଭିନେତ୍ରୀ ପୂଜା ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ଏହି ଭି-ଡି-ଓ ରେ ସେ ବିନା ମେକପ ରେ ବହୁତ ସୁନ୍ଦର ଲାଗୁଛନ୍ତି ।

୫- ମଙ୍ଗଳା : “ମଙ୍ଗଳା ଚରଣ” ସିରିଏଲରେ ମୁଖ୍ୟ ଚରିତ୍ର ରେ ଅଭିନେତ୍ରୀ ମଙ୍ଗଳା ଅଭିନୟ କରୁଛନ୍ତି ଯାହା ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସୁଛି । ଏହି ଭି-ଡି-ଓ ରେ ସେ ବିନା ମେକପ ରେ ଯେମିତି ଲାଗୁଛନ୍ତି ଟିଭି ପରଦାରେ ଦେଖିବାକୁ ବହୁତ ସୁନ୍ଦର ଲାଗୁଛନ୍ତି ।

୬- ଶ୍ରଦ୍ଧା : “କୁଆଁରୀ ବୋହୁ” ସିରିଏଲରେ ଅଭିନେତ୍ରୀ ଶ୍ରଦ୍ଧା ଲିଡ ନାୟିକା ଭାବେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଏହି ଭି-ଡି-ଓ ରେ ସେ ବିନା ମେକପ ରେ ବହୁତ ସୁନ୍ଦର ଲାଗୁଛନ୍ତି ଯେମିତି ଟିଭି ପରଦାରେ ଲାଗନ୍ତି ।

୭- ଉର୍ବୀ : “ସିନ୍ଦୁରର ଅଧିକାର” ସିରିଏଲରେ ଅଭିନେତ୍ରୀ ଉର୍ବୀ ସାନଦାର ଅଭିନୟ ଜାରି ରଖିଛନ୍ତି । ଏହି ଭି-ଡି-ଓ ରେ ସେ ବିନା ମେକପ ରେ ବହୁତ ଗରଜେସ ଲାଗୁଛନ୍ତି ଯେମିତି ଟିଭି ପରଦାରେ ଲାଗନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ତରଙ୍ଗ ଚାନେଲରେ ଅଭିନୟ କରୁଥିବା ହିରୋଇନ ମାନଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *