ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଦେଖୁଥିବେ । ଏହି ସିରିଏଲ ଗୁଡିକ ଦେଖିବା ସହ ଏହି ସିରିଏଲ ଗୁଡିକରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । କିନ୍ତୁ କଣ ଆପଣ ଏମାନେ ଜାଣିଛନ୍ତି କି ଏହି ଅଭିନେତ୍ରୀ ମାନେ ନିଜର ଗୋଟେ ଦିନର ଶୁଟିଙ୍ଗ ଚାର୍ଜ କେତେ ଟଙ୍କା ନେଇଥାନ୍ତି ଏବଂ ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ କିଏ ସବୁଠାରୁ ଧନୀ ଅଟନ୍ତି ।
ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ୧- ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ଅଭିନେତ୍ରୀ ସୁହାନି ଯିଏ କି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ଭାଗ୍ୟ ହାତେ ଡୋରୀ” ସିରିଏଲ ରେ ଡେବ୍ୟୁ କରିଛନ୍ତି । ସେ ତାଙ୍କର ଗୋଟେ ଏପିଶୋଡ ପାଇଁ ଚାର୍ଜ କରନ୍ତି ୨୦୦୦ ରୁ ୩୦୦୦ ଟଙ୍କା । ବର୍ତ୍ତମାନ ସମୟ ଯାଏଁ ତାଙ୍କ ପାଖରେ ମୋଟ ୬ରୁ ୭ ଲକ୍ଷ ଟଙ୍କାର ସମ୍ପତି ରହିଛି ।
୨- ଆମ ଲିଷ୍ଟର ଦ୍ଵିତୀୟରେ ଅଛନ୍ତି ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “ଭାଗ୍ୟ ହାତେ ଡୋରୀ” ସିରିଏଲର ଅଭିନେତ୍ରୀ ସୋନା । ସୋନା ଗୋଟେ ଏପିଶୋଡ ପାଇଁ ୪୦୦୦ ରୁ ୫୦୦୦ ଟଙ୍କା ଚାର୍ଜ କରନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୧୫ ଲାଖରୁ ଅଧିକ ।
୩- ଆମ ଲିଷ୍ଟର ତୃତୀୟରେ ଅଛନ୍ତି “ତାରିଣୀ ଆଖିର ତାରା” ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜରା ଆସୁଥିବା ତାରା । ସେ ଗୋଟେ ଏପିଶୋଡ ପାଇଁ ଏପିଶୋଡ ପାଇଁ ଚାର୍ଜ କରନ୍ତି ୬୦୦୦ ରୁ ୭୦୦୦ ଟଙ୍କା । ତାଙ୍କର ସମୁଦାୟ ସମ୍ପତିର ମୂଲ୍ୟ ୧୭ରୁ ୧୮ ଲକ୍ଷ ଟଙ୍କା ।
୪- ଆମ ଲିଷ୍ଟର ଚତୁର୍ଥରେ ଆସୁଛନ୍ତି “ଝିଅ ଆମର ନୂଆ ବୋହୂ” ସିରିଏଲ ରେ ମୁଖ୍ୟ ନାୟିକା ପୂଜା । ସେ ଏପିଶୋଡ ପାଇଁ ଚାର୍ଜ କରନ୍ତି ୬୦୦୦ ରୁ ୮୦୦୦ ଟଙ୍କା । ତାଙ୍କର ସମୁଦାୟ ସମ୍ପତି ହେଉଛି ୧୮ରୁ ୨୦ ଲକ୍ଷ ଟଙ୍କା ।
୫- ଆମ ଲିଷ୍ଟର ପଞ୍ଚମରେ ଆସୁଛନ୍ତି ଉର୍ଭି ଯିଏ କି “ସିନ୍ଦୁରର ଅଧିକାର” ସିରିଏଲରେ ଖୁବ ନିଖୁଣ ଭାବେ ଅଭିନୟ କରିବାର ନଜର ସୁଛନ୍ତି । ସେ ଏପିଶୋଡ ପାଇଁ ଚାର୍ଜ କରନ୍ତି ୭୦୦୦ରୁ ୮୦୦୦ ଟଙ୍କା । ତାଙ୍କର ସମୁଦାୟ ସମ୍ପତି ହେଉଛି ୨୦ରୁ ୨୨ ଲକ୍ଷ ଟଙ୍କା ।
୬- ଆମ ଲିଷ୍ଟର ଷଷ୍ଠ ରେ ଆସୁଛନ୍ତି ଗୌରି ଯାହାଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଏପିଶୋଡ ପାଇଁ ଚାର୍ଜ କରନ୍ତି ୮୦୦୦ ରୁ ୯୦୦୦ ଟଙ୍କା । ତାଙ୍କର ସମୁଦାୟ ସମ୍ପତି ହେଉଛି ୨୩ରୁ ୨୫ ଲକ୍ଷ ଟଙ୍କା ।
୭- ଆମ ଲିଷ୍ଟର ସପ୍ତମରେ ଆସୁଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ସିରିଏଲ “ସିନ୍ଦୁରର ଅଧିକାର” ସିରିଏଲର ମୁଖ୍ୟ ନାୟିକା ଇତି । ସେ ଏପିଶୋଡ ପାଇଁ ଚାର୍ଜ କରନ୍ତି ୮୦୦୦ରୁ ୧୦ ହଜାର ଟଙ୍କା । ତାଙ୍କର ସମୁଦାୟ ସମ୍ପତି ହେଉଛି ୨୫ରୁ ୨୭ ଲକ୍ଷ ଟଙ୍କା । ବନ୍ଧୁଗଣ ଆପଣଙ୍କୁ ଏହି ହିରୋଇନ ମାନଙ୍କ ମଧ୍ୟରୁ କିଏ ଅଧିକା ଭଲ ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।