Tarang ସିରିୟଲର ହିରୋଇନ ମାନଙ୍କ ମା’ ମାନଙ୍କୁ ଆଗରୁ କେବେ ଦେଖି ନଥିବେ

କୁହା ଯାଏ କି ମା ହେଉଛି ଜଣେ ପିଲାର ସବୁ କିଛି । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଗୋଟେ ପିଲା ପାଇଁ ତାଙ୍କ ବାପା ଓ ମା ସବୁ କିଛି ହୋଇ ଥାନ୍ତି । ସେମାନେ କିଛି ଭି କରି ପାରନ୍ତି ଯଦି ତାଙ୍କ ପିତା ଓ ମାତା ତାଙ୍କ ସହ ଥାନ୍ତି । ତେବେ କହିବା ପାଇଁ ଗଲେ ଆମେ ସବୁ ବେଳେ ମା ମାନଙ୍କୁ ଦାଇତ୍ଵ ଦେଇ ଥାଉ ।

କାରଣ କହିବା ପାଇଁ ଗଲେ ସେମାନେ ଆମକୁ କିଭଳି ଆମେ ଆମ ଜୀବନକୁ ସମ୍ଭାଳିବା କହି ଥାନ୍ତି । ମା ହେଉଛି ସୃଷ୍ଟିର ଆଧାର । ତେବେ ଯଦି ମା ନାହି ତେବେ କିଛି ନାଇ ଦୁନିଆ ରେ । କେହି ଭି ମା ଭଳି ଆମ ଉପରେ ଅଧିକାର ଯମେଇ ପାରିବେ ନି କେହିଭି ମା ଭଳି ଆମ ସହ ଭଲରେ କଥା ହୋଇ ପାରିବେ ନି । କେହି ଭି ମା ଭଳି ଆମକୁ ସବୁ ବିପଦରୁ ରକ୍ଷା କରି ପାରିବନି ।

ମା ଗୋଟେ ଏଭଳି ଶବ୍ଦ ଯାହାକୁ ଶୁଣିବା ପାଇଁ ଅନେକ ସ୍ତ୍ରୀ ଲୋକ ମାନଙ୍କ କାନ ତରଶି ଯାଇ ଥାଏ । ମା ଯଦି ଭଲ ମା ହୋଇ ଥାଏ ସନ୍ତାନ ମାନେ ଖୁବ ସୁଖୀ ହୋଇ ଥାନ୍ତି ଓ ଯେଉଁ ମା ମାନେ ନିଜ ପିଲାର ଯତ୍ନ ନ ନେଇ ପାରନ୍ତି ସେମାନେ ନିଜ ପିଲା କୁ ଖୁବ ଅଧିକ କଷ୍ଟ ଦେଇ ଥାନ୍ତି ନିଜ ଅଜଣାତରେ । କୁହା ଯାଏ କି ଜଣେ ନାରୀ ସେବେ ପୂର୍ଣ ହୋଇ ଥାଏ ଯେବେ ସେ ଏକ ସନ୍ତାନ କୁ ଜନ୍ମ ଦେଇ ଥାଏ ।

ସେହି ଭଳି ଗୋଟେ ସନ୍ତାନ ସେତେବେଳେ ତା ଜୀବନକୁ ଖୁବ ଭଲ ଭାବେ ବଞ୍ଚି ଥାଏ ଯେତେବେଳେ ସେ ତା ମା କୁ ଦେଖି ତା ଠାରୁ କିଛି ଭଲ ଗୁଣ ଶିଖି ବଡ ହୋଇ ଥାଏ । ଜଣେ ନାରୀ ସେତେବେଳେ ଖୁସି ହୁଏ ଯେତେବେଳେ ତାର ପୁଅ କିମ୍ବା ଝିଅ ତା ନା କରେ । ଯଦି ପିଲା ଖରାପ ବାଟରେ ଚାଲିଯାଏ ଓ କିଛି ଖରାପ କାମ କରିଥାଏ ଶେଥି ପାଇଁ ମଧ୍ୟ କିଛି ଲୋକମାନେ ଓ ସମାଜ ତାକୁ ଖରାପ ମା ର ଆଖ୍ୟା ଦେଇ ଥାନ୍ତି ।

ଆମ ଓଲିଉଡ ଜଗତରେ ଏଭଳି କିଛି ହିରୋଇନ ମାନେ ଅଛନ୍ତି ଯେଉଁ ମାନଙ୍କ ମା ମାନଙ୍କୁ ଆପଣ ଦେଖି ନଥିବେ । ମାତ୍ର ଆମେ ଆଜି ସେମାନଙ୍କୁ ତାଙ୍କ ମା ସହ ଦେଖାଇବୁ ଆପଣଙ୍କୁ । ତେବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏତେ ବଡ ଅଭିନେତ୍ରୀ ହେଲା ପରେ ମଧ୍ୟ ସେମାନେ ନିଜ ମା ସହ ଏକ ଛୋଟ ପିଲା ଭଳି ଫଟ ଉଠାଇ ଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଅଭି ନେତ୍ରୀଙ୍କ ମା ମାନକୁ ଆମେ ଦେଖାଇବା ପାଇଁ ଯାଉଛୁ ।

ପ୍ରଥମ ନାମ ହେଉଛି ସୁମନ ପଟନାୟକ, ଯିଏ କି ତାରା ତାରିଣୀ ସିରିୟାଲ ରେ ଅଭିନୟ କରୁଛନ୍ତି । ମିତାଳି ସରଘରିୟା ଯିଏ ନୂଆ ବହୁରେ ଅଭିନୟ କରୁଛନ୍ତି । କୁକୀସ ସ୍ଵାଇଁ ଆପଣ ଏହାଙ୍କୁ ମଧ୍ୟ ଦେଖିଥିବେ, ଏହା ପରେ ନାମ ଆସେ ରୁଦ୍ରୀ ଙ୍କର, ଏହା ପରେ ନାମ ଆସେ ଦେବସ୍ମିତା, ଏହା ପରେ ଲିପି, ପ୍ରିୟାଙ୍କା,ଏହା ପରେ ନାମ ଆସେ ଶୀତଳଙ୍କ । ତେବେ ଏହି କିଛି ଅଭିନେତ୍ରୀ ଯେଉଁ ମାନଙ୍କ ମା ଙ୍କର ଫଟ ଆମେ ଆପଣ ମାନଙ୍କୁ ଦେଖାଇଛୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *