Taranga ଟିଭିର ସବୁଠାରୁ ଧନୀ ଅଭିନେତ୍ରୀ କିଏ ? ନମ୍ବର 1ର ସମ୍ପତ୍ତି ବିଷୟରେ ଜାଣି ବିଶ୍ଵାସ ହେବନି

ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନକୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ଓ ଷ୍ଟାଇଲିସ ଅନ୍ଦାଜ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ଟିଭି ଇଣ୍ଡଷ୍ଟ୍ରିରେ ଧନୀ ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛି ଯେଉଁ ମାନେ ସବୁଠାରୁ ଧନୀ ଅଟନ୍ତି ।

୧- ପୂଜା : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ଝିଅ ଆମର ନୂଆ ବୋହୁ”ରେ ଅଭିନେତ୍ରୀ ପୂଜା ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ପୂଜା ଗୋଟେ ସିରିଏଲ କରିବା ପାଇଁ ୨୫,୦୦୦ ରୁ ୩୦,୦୦୦ ଟଙ୍କା ନିଅନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ଦୁଇ କୋଟି ଟଙ୍କା ।

୨- ଶ୍ରଦ୍ଧା : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “କୁଆଁରୀ ବୋହୁ” ସିରିଏଲରେ ଅଭିନେତ୍ରୀ ଶ୍ରଦ୍ଧା ଲିଡ ନାୟିକା ଭାବେ ଅଭିନୟ ଅକରୁଛନ୍ତି । ସେ ଗୋଟେ ସିରିଏଲ କରିବା ପାଇଁ ୨୫,୦୦୦ ରୁ ୩୦,୦୦୦ ଟଙ୍କା ନିଅନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୭୦ ରୁ ୮୦ ଲକ୍ଷ ଟଙ୍କା ।

୩- ଐଶ୍ଵରୀୟା : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ଝିଅ ଆମର ନୂଆ ବୋହୁ”ରେ ଅଭିନେତ୍ରୀ ଐଶ୍ଵରୀୟା ଅଭିନୟ କରୁଛନ୍ତି । ସେ ଗୋଟେ ସିରିଏଲ କରିବା ପାଇଁ ୧୫,୦୦୦ ରୁ ୨୦,୦୦୦ ଟଙ୍କା ଚାର୍ଜ କରନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୪୦ଲକ୍ଷରୁ ଅଧିକ ରହିଛି ।

୪- ତାରିଣୀ : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ତାରିଣୀ ଆଖିରେ ତାରା” ରେ ଅଭିନେତ୍ରୀ ତାରିଣୀ ମୁଖ୍ୟ ନାୟିକା ଭାବେ ନଜର ଆସୁଛନ୍ତି । ସେ ଗୋଟେ ସିରିଏଲ କରିବା ପାଇଁ ୨୫,୦୦୦ ରୁ ୩୦,୦୦୦ ଟଙ୍କା ଚାର୍ଜ କରନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୩୫ ରୁ ୪୦ ଲକ୍ଷ ଟଙ୍କା ରହିଛି ।

୫- ରୁଦ୍ରୀ : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “ମାୟା” ସିରିଏଲରେ ରୁଦ୍ରୀ ଲିଡ ନାୟିକା ଭାବେ ନଜର ଆସୁଛନ୍ତି । ସେ ଗୋଟେ ସିରିଏଲ କରିବା ପାଇଁ ୨୦ରୁ ୨୫ ଲକ୍ଷ ତାଙ୍କ ଚାର୍ଜ କରିଥାନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୩୫ରୁ ୪୦ଲକ୍ଷ ଟଙ୍କା ରହିଛି ।

୬- ଇତି : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “ସିନ୍ଦୁରର ଅଧିକାର”ରେ ଇତି ମୁଖ୍ୟ ନାୟିକା ଭାବେ ନଜର ଆସୁଛନ୍ତି । ସେ ଗୋଟେ ସିରିଏଲ କରିବା ପାଇଁ ୮,୦୦୦ ଟଙ୍କା ଚାର୍ଜ କରନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୨୦ରୁ ୨୫ ଲକ୍ଷ ଟଙ୍କା ରହିଛି ।

୭- ମଙ୍ଗଳା : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ମଙ୍ଗଳ ଚରଣ”ରେ ଅଭିନେତ୍ରୀ ମଙ୍ଗଳା ଲିଡ ନାୟିକା ଭାବେ ନଜର ଆସୁଛନ୍ତି । ସେ ଗୋଟେ ସିରିଏଲ କରିବା ପାଇଁ ୧୦,୦୦୦ରୁ ୧୫,୦୦୦ ଟଙ୍କା ନିଅନ୍ତୁ । ତାଙ୍କର ସମୁଦାୟ ସମ୍ପତି ହେଉଛି ୧୭ରୁ ୨୦ ଲକ୍ଷ ଟଙ୍କା ରହିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *