ଆପଣ ମାନେ ଏହି କଥା ବହୁତ ଭଲ ଭାବରେ ଜାଣିଥିବେ ଯେ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଦ ରଖିଥିବା ପ୍ରଥମ ବ୍ୟକ୍ତିଥିଲେ, ୧୯୬୯ରେ ନାସା ତରଫରୁ ପୋଲୋ ମିସନ ୧୧ ଦ୍ଵାରା ୩ଟି ଆଷ୍ଟ୍ରୋନଟକୁ ଚନ୍ଦ୍ର ଉପରେ ଛଡା ଯାଇଥିଲା, ତେବେ ଚନ୍ଦ୍ରରେ ପହଞ୍ଚିଲା ପରେ ଓ ଫେରିବା ପର୍ଯ୍ୟନ୍ତ ଯାହା ହେଲା ରେଡିଓରେ ସବୁ ସିଧା ପ୍ରସାରଣ କରା ଯାଇଥିଲା କିନ୍ତୁ ଏହା ମଧ୍ୟରେ ୨ ମିନିଟ କଥାକୁ ନାସା ସାମାନ୍ଯ ଲୋକଙ୍କ ଠାରୁ ଲୁଚାଇ ରଖିଲେ । ତାହା କଣ ଥିଲା ଓ ୧୯୭୨ ପରେ କୌଣସି ଆଷ୍ଟ୍ରୋନଟକୁ ଚନ୍ଦ୍ର ଉପରେ କଣ ପାଇଁ ଛଡା ଗଲା ନାହିଁ ତା ଉତ୍ତର ଆଜି ଆମେ ଆପଣଙ୍କୁ ଦବୁ ।

୧୯୬୯ ପରେ ନାସା ଆଉହୁରି ୫ଟି ରୋକେଟ ଲଞ୍ଚ କରିଥିଲେ ଯାହା ସଫଳ ମଧ୍ୟ ହୋଇଥିଲେ ତାହା ଥିଲା, ଆପୋଲୋ ଟ୍ରାନ, ଆପୋଲୋ ୧୪, ଆପୋଲୋ ୧୫, ଆପୋଲୋ ୧୬ ଓ ଆପୋଲୋ ୧୭, ତେବେ ଏହି ୫ଟି ରକେଟ ମଧ୍ୟ ସଫଳ ହୋଇଥିଲେ, ତଥାପି ଏମିତି କଣ ହେଲା ଯାହା ପରେ ନାସା ଚନ୍ଦ୍ରକୁ ନିଜ ରକେଟ ଲଞ୍ଚ କଲା ନାହିଁ । ତେବେ ସବୁ ମିସନ ସଫଳ ହେଲା ପରେ ମଧ୍ୟ ଆପୋଲୋ ୧୭ ଯାହା ୧୯୭୨ରେ କରା ଯାଇଥିବା ଅନ୍ତିମ ଚନ୍ଦ୍ର ପ୍ରଶିକ୍ଷଣ ଥିଲା, ଏହା ପରେ ନାସା କୌଣସି ଏଷ୍ଟରୋନଟ ବା ରକେଟ ଚନ୍ଦ୍ରକୁ ପଠେଇଲେ ନାହିଁ ।

ନାସା ୧୯୬୯ ଠାରୁ ୧୯୭୨ ପର୍ଯ୍ୟନ୍ତ ୧୨ଟି ଆଷ୍ଟ୍ରୋନଟକୁ ଚନ୍ଦ୍ରରେ ପଠାଇଥିଲେ କିନ୍ତୁ ଏହା ପରେ କୌଣସି ଦେଶ ଆଷ୍ଟ୍ରୋନଟ ଏହି ଚନ୍ଦ୍ରକୁ ଗଲେ ନାହିଁ ଏହାର କାରଣ ଆଜି ଆମେ ଆପନାଙ୍କୁ କହିବୁ । ୧୬ ଜୁଲାଇ ୧୯୬୯କୁ ୩ଟି ଆଷ୍ଟ୍ରୋନଟକୁ ଆପୋଲୋ ୧୧ରେ ଚନ୍ଦ୍ର ପଠା ଯାଇଥିଲା ଯେଉଁଥିରେ, ନିଲ ଆର୍ମଷ୍ଟ୍ରଙ୍ଗ, ଏଲଡିନ, ମାଇକଲ୍କୁ ଚନ୍ଦ୍ରରେ ପଠା ଯାଇଥିଲା । ଯେତେବେଳେ ଆପୋଲୋ ୧୧ ପୃଥିବୀ ଠାରୁ ଛଡା ଗଲା ସେବେ ଠାରୁ ଆଷ୍ଟ୍ରୋନଟ ମାନଙ୍କ ସହ ସବୁ କଥା ରେଡିଓରେ ଲାଇଭ ଶୁଣିବାକୁ ପାଇଥିଲେ ଲୋକ କିନ୍ତୁ ୨ ମିନିଟ ର କଥା ସାମାନ୍ଯ ଲୋକଙ୍କୁ ଜଣା ଗଲା ନାହିଁ ଓ ସୁରକ୍ଷା ପାଇଁ ଏହାକୁ ନାସା ସାଇଁଟିଷ୍ଟ ଜଣାଇଲେ ନାହିଁ ।

ତେବେ ସେହି ୨ ମିନିଟ କଥା ଜାଣିବା ପାଇଁ ବହୁତ ହେକର୍ଷ ନାସା ସିଷ୍ଟମକୁ ହେକ କରିଥିଲେ ଯାହା ପରେ ଏହି କଥା ଜଣା ପଡିଲା ଯେ ଆଷ୍ଟ୍ରୋନଟ ସେହି ସମୟ ଅନ୍ୟ କୌଣସି ସ୍ପେସସିପ ଚନ୍ଦ୍ରରେ ଉପସ୍ଥତି ହବା ବିଷୟରେ କହିଥିଲେ ଓ ସେହି ସ୍ପେସସିପରେ କେହି ଅଛି ବୋଲି ଅନୁମାନ ମଧ୍ୟ କରିଥିଲେ, ତେବେ ସେ ଏଲିଅନ ଥିବେ କାହିଁକିନା ଆମ ପୃଥିବୀରୁ ପ୍ରଥମ ରକେଟ ଚନ୍ଦ୍ର ପାଇଁ ଲଞ୍ଚ ହୋଇଥିଲା । ତେବେ ଏହା ପରେ ଆପୋଲୋ ୨୦ ମଧ୍ୟ ଲଞ୍ଚ କରା ଯାଇଥିଲା ଯାହାର ଗୋଟେ ଭିଡିଓ ଭାଇରାଲ ହୋଇଥିଲା ଏହି ଭିଡିଓରେ ଅସ୍ତ୍ରୋନଟ ଚନ୍ଦ୍ର ଉପରେ ପାଦ ରଖିବାର ଓ ଗୋଟେ ଭଙ୍ଗା ସ୍ପେସଶିପ ଦେଖା ଯାଇଥିଲା ।
ଏହି ସ୍ପେସ ଶିପ ପାଖରେ ଗୋଟେ ମହିଳା ଡେଡବୋଡି ପ୍ରାପ୍ତ ହେଇଥିଲା ଯାହାକୁ ପୃଥିବୀ ଉପରେ ଅଣା ଯାଇଥିଲା କିନ୍ତୁ ନାସା ଏହି ଖବର ମିଛ ଓ ଭିଡିଓ ମଧ୍ୟ ମିଛ ବୋଲି କହିଥିଲେ, ତେବେ ୟୁଏଫଓ ରିସର୍ଚ କରୁଥିବା ଲୋକ ଏବେ ବି ଏହାକୁ ସତ ମାନନ୍ତି ଓ ଏହି ମହିଳା ନାମ ମୋନାଲିସା ଦିଆ ଯାଇଥିଲା ।