ଏହାକୁ ଲଗାନ୍ତୁ,ଦାନ୍ତ ବିନ୍ଧା ତୁରନ୍ତ ଭଲ ହେବ, ୧୦୦ ବର୍ଷ ପର୍ଯ୍ୟନ୍ତ ଦାନ୍ତ ଝଡ଼ିବ ନାହିଁ | Teeth Pain Remedy

ଆପଣ ମାନେ ଜାଣିଥିବେ ଦାନ୍ତ ବିନ୍ଧା ସମସ୍ଯା କେତେ କଷ୍ଟକର ହୋଇଥାଏ । ଅନେକ ଲୋକ ମାନେ ଦାନ୍ତ ବିନ୍ଧା ସମସ୍ୟାକୁ ନେଇ ପୀଡିତ ହୋଇଥାନ୍ତି । ବିଭିନ୍ନ ପ୍ରକାରର ଔଷଧ ସେବନ କରିଥିଲେ ମଧ୍ୟ ସେଥିରେ କିଛି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କୁ ଦାନ୍ତ ବିନ୍ଧା ସମସ୍ଯା ରୁ ମୁକ୍ତି ପାଇବା ପାଇଁ କଣ ରହିଛି ଉପଚାର ସେହି ବିଷୟରେ କହିବାକୁ ଯାଉଛୁ । ଦାନ୍ତ ବିନ୍ଧା ସମସ୍ଯା କୁ ଦୂର କରିବା ପାଇଁ ପ୍ରଥମେ ଆବଶ୍ୟକତା ରହିଛି ପାନ ପତ୍ରର ନାସୀ । ଦୁଇଋ ତିନୋଟି ପାନ ପାତ୍ର ନାସୀ କୁ ଛୋଟ ଛୋଟ ଅକ୍ରିୟ କାଟି ଦିଅନ୍ତୁ ।

ଏହା ପରେ ଆବଶ୍ୟକତା ରହିଛି କର୍ପୁର ଯାହା ପୂଜାରେ ବ୍ୟବହାର କରାଯାଏ । କେବଳ ଦୁଇ ଟି କର୍ପୁର ନିଅନ୍ତୁ । ଏହା ପରେ କର୍ପୁର ଓ ପାନ ନାସୀ ର ଭଲ ଭାବେ ପେଷ୍ଟ ପରସ୍ତୁତ କରନ୍ତୁ । ଯଦି ଆପଣଙ୍କ ଦାନ୍ତରେ ପୋକ ଖାଇଛି ତେବେ ସେହି ଜାଗାରେ ଏହି ପେଷ୍ଟ କୁ ଲଗାନ୍ତୁ । ଏହା ଏକ ଚମତ୍କାରୀ ଆୟୁର୍ବେଦିକ ଉପଚାର ଅଟେ ।

ଯଦି ଆପଣଙ୍କ ଦାନ୍ତ ଅଧିକ ଯନ୍ତ୍ରଣା ହେଉଥାଏ ବା କଳା ହୋଇଥାଏ ତେବେ ଏହି ରେମେଡି କୁ ଠାରେ ମାତ୍ର ପ୍ରୟୋଗ କରିଲେ ଆପଣ ଜାଣି ପାରିବେ । ତେବେ ଅନ୍ୟ ଏକ ରେମେଡି ରହିଛି ଯାହା ଦ୍ଵାରା ଦାନ୍ତ ସମସ୍ଯା ଦୂର ହୋଇ ପାରିବ । ଆସନ୍ତୁ ଜାଣିବା ତାହା କଣ ଅଟେ । ଏହି ଦିତୀୟ ରେମେଡି ପ୍ରତସୁତ କରିବା ପାଇଁ ଆବଶ୍ୟକ ରହିଛି କଳା ରାଶି । ଏହି କଳା ରାଶି କୁ ଭଲ ଭାବେ ଗୁଣ୍ଡ କରି ଏହାର ପାଉଡର ତିଆରି କରନ୍ତୁ ।

ଏହି ପାଉଡର କୁ ଗୋଟେ କାଚ ବୋତଲରେ ଷ୍ଟୋର କରି ରଖି ଦିଅନ୍ତୁ । ଏହି କଳା ରାଶିର ପାଉଡର କୁ ନୀତି ଦିନ ଚୋବାଇ ଖାଇବା ପରେ ଏକ ଗ୍ଳାସ ପାଣି ପିଅନ୍ତୁ । ଏହାକୁ କିଛି ଦିନ ବ୍ୟବହାର କରିବା ପରେ ଆପଣ ଦେଖିବାକୁ ପାଇବେ ଆପଣଙ୍କ ଦାନ୍ତ ବଜ୍ର ଭଳି ମଜବୁତ ହୋଇଯିବ । ଏହି ରେମେଡି ର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ଅନେକ ଦିନ ଯାଏଁ ମଜବୁତ ରହିବ ।

ଆଜି ଆମେ ଆପଣ ମାନଙ୍କୁ ଦୁଇ ଟି ଘରୋଇ ରେମେଡି ବିଷୟରେ କହିଲୁ ଯାହା ର ପ୍ରୟୋଗ କରିଲେ ଦାନ୍ତ ବିନ୍ଧା ସମସ୍ଯା ଦୂର ହେବା ସହ କଳା ବା ହଳଦିଆ ଦାନ୍ତ ହୋଇଥିଲେ ତାହା ମଧ୍ୟ ଦୂର ହେବ । ଏହା ସହ ଦାନ୍ତ କିପରି ଅଧିକ ସମୟ ଯାଏଁ ମଜବୁତ ରହିବ ତାହାର ଘରୋଇ ଉପଚାର ଏଠାରେ କୁହା ଯାଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *