ରାତିରେ ଶୋଇବା ପୂର୍ବରୁ ନିଜ ରୂମ୍ ରେ କେବଳ ଏହି ଜିନିଷ ଜଳାଇଲେ ମିଳେ ଏହି ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲାଭ

ଭାରତର ସମସ୍ତ ରୋଷେଇଘରେ ତେଜପତ୍ର ମସଲା ଭାବରେ ବ୍ୟବହାର କରାଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଖାଦ୍ଯର ସ୍ଵାଦ ବଢାଇବା ପାଇଁ ବ୍ୟବହାର ହେଉଥିବା ଏହି ତେଜପତ୍ର ଆୟୁର୍ବେଦିକ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଇପାରିବ । ଆଜ୍ଞା ହଁ ଏହା ଆପଣଙ୍କ ଅନେକ ସମସ୍ୟାକୁ ଦୂର କରିପାରିବ । ଏଥିପାଇଁ ଆପଣ ଏହାକୁ ଖାଇବେନି, ଏହାକୁ ଜାଳାଇବାକୁ ପଡିବ । ଏଥିରୁ ଆପଣଙ୍କୁ ବହୁତ ସ୍ୱାସ୍ଥ୍ୟ ସମ୍ବଧୀୟ ଉପକାର ମିଳିବ । ଆଜିକାଲି ଆମେ ବିଭିନ୍ନ ପ୍ରକାରର ରୋଗରେ ଏତେ ବିବ୍ରତ ଅଛୁ ଯେ ଏଥିରୁ ମୁକୁଳିବା ପାଇଁ ଭୀର୍ଣ୍ଣଭୀର୍ଣ୍ଣ ଉପାୟ ଖୋଜୁଛୁ ।

କିନ୍ତୁ ଏତେ ସବୁ କରିଲା ପରେ ମଧ୍ୟ ଆମକୁ କିଛି ଫାଇଦା ମିଳିନଥାଏ ।

କିନ୍ତୁ ଆପଣଙ୍କୁ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ କାହିଁକିନା ନିଜ ଘରେ ତେଜପତ୍ର ଜଳାଇଲେ ନା କେବଳ ଘର ସୁଗନ୍ଧିତ ହେବ, ମାନସିକ ଉତେଜନା ମଧ୍ୟ ଦୂର ହେବ । ମାନସିକ ଉତେଜନା ଦୂରହେଲେ ଆପଣ ଅନେକ ରୋଗରୁ ମଧ୍ୟ ରକ୍ଷା ପାଇଯିବେ ।

ତେଜପତ୍ର କିପରି ବ୍ୟବହାର କରିବେ!

୨ଟି ତେଜପତ୍ରକୁ ଗୋଟେ ପାତ୍ରରେ ନେଇ ଜଳାଇଦିଅ ଓ ଏହାକୁ ଗୋଟେ କୋଠରୀରେ ରଖି ବାହରପଟୁ ବନ୍ଦ କରିଦିଅ । ୧୫ ମିନିଟ ପରେ କୋଠରିକୁ ଖୋଲିଦିଅ ଦେଖିବା ସେଥିରେ ଭର୍ତି ହେଇଥିବା ଧୂଆଁ ମନକୁ ଆନନ୍ଦ ପ୍ରଦାନ କରିବ ।

ମାନସିକ ଉତେଜନା ଦୂର କରେ

ଯଦି ଆପଣ ସବୁବେଳେ ମାନସିକ ଚାପରେ ରହୁଛନ୍ତି ତେବେ ତେଜପତ୍ରରେ ଦେଇଥିବା ଧୂଆଁରେ ବସ । ଏମିତି କରିବା ଦ୍ଵାରା ସମସ୍ତ ଚିନ୍ତା ଚେତନା ଦୂର ହୋଇଯିବ । ତେଜପତ୍ର ଆରୋମାଟିକ ହେଇଥିବାରୁ ଆପଣ ଏଥିରୁ ଆରୋମା ଥେରାପି ଭଳି ଆନନ୍ଦ ନେଇ ପାରିବେ ।

ଗୃହକୁ ସୁଗନ୍ଧିତ କରାଏ

ଏହି ପ୍ରକ୍ରିୟା କରିବା ଦ୍ଵାରା ଆପଣଙ୍କୁ କୌଣସି ରୁମ ଫ୍ରେସନର କିଣିବାକୁ ପଡିବନି । କାରଣ ତେଜପତ୍ରକୁ ଗୋଟେ ସବୁଠୁ ସୁଗନ୍ଧିତ ରୁମ ଫ୍ରେଶନର ବୋଲି କୁହାଯାଏ ।

ଦେହର ଫୁଲା ଅଂଶ ଦୂର କରେ

ତେଜପତ୍ର ଦେହରେ ହେଉଥିବା ଦରଜ କିମ୍ବା ଫୁଲା ଅଂଶକୁ କମ କରିବାରେ ସାହାଯ୍ୟ କରେ । ଏଥିରେ ଉଜେନାଲ ନାମକ ରସାୟନ ଥିବାରୁ ଏହା ନ୍ୟାଚୁରାଲ ଆଣ୍ଟି-ଇମ୍ଫ୍ଲେମେଟରୀ ଭାବେ କାମ କରେ ।

ତେଜପତ୍ର ଶରୀରରେ ଇମୁନୋ ସିସ୍ଟେମ କୁ ମଜବୁତ କରିଥାଏ । ଏହାକୁ  ଘରର ମଶା ବା ଅସରପା ମାରିବାରେ ମଧ୍ୟ ବ୍ୟବହାର କରାଯାଏ । ମନେ ରହେ ଯେମିତି ଏକା ସାଙ୍ଗରେ ବହୁତ ଗୁଡିଏ ତେଜପତ୍ର ନଜାଳି ଗୋଟେ ଥରରେ କେବଳ ୨ ଟି ପତ୍ର ଜାଳନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *