ତେଲୁଗୁ ଝିଅଙ୍କ ପ୍ରେମରେ ପଡିଲେ ଓଡିଆ ହିରୋ ଜ୍ଯୋତି ଦେଖନ୍ତୁ ସେ ଝିଅ କିଏ

ଅଲିଉଡ ଜଗତରେ କାମକୁ ଲୋକେ ବହୁତ ଗମ୍ଭୀର ହୋଇ କରିଥାନ୍ତି କିନ୍ତୁ ଏହା ଛଡା ଅନ୍ୟ କଥା ପାଇଁ ତାହା ପ୍ରେମ ହେଉ ବା ଅନ୍ୟ କଥା ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ କାହିଁକିନା ଏଠି ସବୁଦିନ କିଛି ନୂଆ ଦେଖିବାକୁ ମିଳିଥାଏ କିନ୍ତୁ କିଛି ପ୍ରେମ ଏମିତି ହୋଇଥାଏ ଯାହା ବହୁତ ଖୋଲା ହୋଇ ସାମ୍ନାକୁ ଆସିଥାଏ ।

ତେବେ ଅଲିଉଡ ଜଗତରେ ଜ୍ୟୋତିଙ୍କୁ କିଏ ଅବା ଜାଣି ନାହିଁ ଜ୍ଯୋତି ନୂଆ କଳାକାର ହୋଇ ବହୁତ ନା ପାଇ ସାଇଲେଣି । ଜ୍ଯୋତିଙ୍କୁ ବିଷୟରେ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି ।

Image Courtesy: Google

ସେ ବହୁତ ଭଲ ଅଭିନୟ କରନ୍ତି ଓ ସେ ନିଜ ଅଭିନୟ ବଳରେ ସିରିଏଲ ଦୁନିଆରୁ ବହୁତ କଷ୍ଟ କରି ଚଳଚିତ୍ର ଦୁନିଆକୁ ଆସିଛନ୍ତି । ଖବର ଅନୁଯାଇ ଜ୍ଯୋତି ବର୍ତମାନ ପର୍ଯ୍ୟନ୍ତ ୧୬ଟି ଚଳଚିତ୍ର କରିଛନ୍ତି ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ଓ ତାଙ୍କ ଚେହେରା ବହିଉତ ଲୋକଙ୍କୁ ଆକର୍ଷିତ ମଧ୍ୟ କରିଛି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଜ୍ୟୋତିଙ୍କୁ ପ୍ରେମ ହୋଇଯାଇଛି ଓ ସେ ଏହି କଥା ପାଇଁ ପୁରା ଓଡିଶାରେ ଚର୍ଚା ର ବିଷୟ ହୋଇଛନ୍ତି ।

Image Courtesy: Google

ଜ୍ଯୋତି ନିଜ ପ୍ରଥମ ଚଳଚିତ୍ର ଧରା ଦେଲେ କଥା ସରେ ଦ୍ଵାରା ଚଳଚିତ୍ର ଦୁନିଆରେ ପାଦ ରଖିଥିଲେ ଓ ତାଙ୍କ ଏହି ଫିଲ୍ମ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିଥିଲା । ତାଙ୍କର ବର୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଲୋକ ପ୍ରିୟ ହୋଇଥିଲା ହାପି ଲକି ଫିଲ୍ମ ଏହି ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ତାଙ୍କ ପାଇଁ ଦିବାନା କରି ଦେଇଥିଲା । ତେବେ ଅଭିନୟ ସହ ଜ୍ଯୋତି ବହୁତ ଭଲ ପାଠ ମଧ୍ୟ ପଢିଛନ୍ତି ।

Image Courtesy: Google

ଗୋଟେ ରିଆଲିଟି ଶୋରେ ତାଙ୍କୁ ଏହା ପ୍ରଶ୍ନ କରା ଯାଇଥିଲା ଯେ ଆପଣ ଚେନେଇରେ ଇଞ୍ଜିୟରିଙ୍ଗ କରୁଥିଲେ ତେବେ ଅଭିନେତା ହବାର ଇଛା କେବେ ହେଲା ଏହା ପରେ ଜ୍ଯୋତି କହିଥିଲେ ମୁଁ ଛୋଟ ବେଳୁ ଅଭିନୟ କରିବାକୁ ଇଛା କରୁଥିଲି କିନ୍ତୁ ମୋ ବାପା ମା ମତେ କହିଲେ ଆଗ ପାଠ ପାଢ ତା ପରେ ଅଭିନୟ କରିବ ଓ ତାଙ୍କ ଇଛା ପାଇଁ ମୁଁ ପାଠ ପଡିଲି ଓ ଦଶମ ଓ +୨ରେ ଭଲ ମାର୍କ ରଖି ଇଞ୍ଜିୟରିଙ୍ଗ କଲି ଓ ନିଜ ସ୍ବପ୍ନ ପୂର୍ଣ୍ଣ କରିବା ପାଇଁ ଅଭିନୟ ମଧ୍ୟ କଲି ।

Image Courtesy: Google

ତେବେ ତାଙ୍କୁ ଏହା ପଚରା ଗଲା ଯେ ଚେନେଇରେ ପାଠ ପଢୁଥିବା ସମୟରେ ଆପଣ ଜଣେ ଝିଅଙ୍କୁ ଭଲ ପାଉଥିଲେ କଣ ଏହା ସତ ତେବେ ଏହି କଥା ପାଇଁ ଜ୍ଯୋତି କହିଲେ ମୋର ବହୁତ ଝିଅ ସାଙ୍ଗ ଥିଲେ କିନ୍ତୁ ମୁଁ କାହାକୁ ଭଲ ପାଇନଥିଲି ଓ ଯଦି ସେମିତି କିଛି ହୁଏ ମତେ କାହା ସହ ପ୍ରେମ ହୁଏ ତେବେ ମୁଁ ମିଡିଆକୁ ନିଜେ କହିବି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *