ବଲ୍ଲୀଉଡରେ ଏମିତି ବହୁତ ଫିଲ୍ମ ଦେଖିବାକୁ ମିଳିଥାଏ ଯାହା ସବୁବେଳେ ଦର୍ଶକଙ୍କ ହୃଦୟରେ ରହିଜାଇଥାଏ । ଏହା ଭିତରୁ ଗୋଟିଏ ଫିଲ୍ମ ଯାହା ଆସିଥିଲା ତେରେ ନାମ’ ପ୍ରାୟ ଏହି ଫିଲ୍ମକୁ ସମସ୍ତେ ଦେଖିଥିବେ ।ଏଥିରେ ସଲମାନ ଗୋଟେ ଅଲଗା ଅନ୍ଦାଜରେ ନଜର ଆସିଥିଲେ । ସେ ଏହି ଫିଲ୍ମରେ ଏତେ ଦମଦାର ଅଭିନୟ କରିଥିଲେକି ତାଙ୍କ ଅଭିନୟ ଦ୍ଵାରା ସମସ୍ତେ ଇମୋସନାଲ ହୋଇଯାଇଥିଲେ । ତାଙ୍କର କହିବାର ଅନ୍ଦାଜ ଓ ତାଙ୍କର ହେୟାର ଷ୍ଟାଇଲ ଆଜିବି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ହୋଇଥିଲା ।
ଏହା ଛଡା ଏଥିରେ ଆଉ ଜେନ ଚରିତ୍ର ଥିଲା ସମସ୍ତଙ୍କ ହୃଦୟକୁ ଛୁଇଁ ଥିଲା । ସେ ଥିଲେ ତାଙ୍କ ପ୍ରେମିକା ନିର୍ଜରାର ଚରିତ୍ର ଯାହାକୁ ତାଙ୍କର ପ୍ରେମ ମିଳିନଥିଲା ଓ ସେ ଆଉ କାହା ସହିତ ମଧ୍ୟ ବିବାହ କରିନଥିଲେ । ଏହି ଅଭିନେତ୍ରୀ ବହୁତ ଭଲ ଭାବରେ ତାଙ୍କ ଚରିତ୍ରକୁ ନିଭାଇ ଥିଲେ ଓ ତାଙ୍କର ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟ ଜିତି ଥିଲେ । ଏହି ଅଭିନେତ୍ରୀ କଣ କରୁଛନ୍ତି ଓ କେମିତି ଅଛନ୍ତି ଆସନ୍ତୁ ଜାଣିବା । ତେରେନାମରେ ନିର୍ଜଳା ଚରିତ୍ର ନିଭାଇ ଥିବା ଅଭିନେତ୍ରୀଙ୍କ ଅସଲି ନାମ ଭୂମିକା ଚାୱାଲା ଅଟେ ।
ତାଙ୍କର ଜନ୍ମ ୨୧ ଅଗଷ୍ଟ ୧୯୭୮ରେ ଦିଲ୍ଲୀରେ ହୋଇଥିଲା । ସେ ତାଙ୍କର ପାଠ ପଢା ଦିଲ୍ଲୀ ପବ୍ଲିକ ସ୍କୁଲରେ କରିଥିଲେ । ତା ପରେ ଦିଲ୍ଲୀ ୟୁନିଭରସିଟିରୁ ତାଙ୍କର ଗ୍ରାଜୁଏସନ ସେସ କରିଥିଲେ । ଯଦି ଆଲୋଚନା କରିବା ତାଙ୍କର ଷ୍ଟ୍ରଗଲୀଙ୍ଗ କ୍ଯାରିଅର ବିଷୟରେ ତାକୁ ଅଭିନୟରେ କିଛି ଖାସ ଇଛା ନଥିଲା । ଯେବେ ଦର୍ଶକ ମାନେ ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରିଥିଲେ ସେତେବେଳେ ତାଙ୍କୁ ହୃଦୟଙ୍ଗମ ହୋଇଥିଲାକି ସେ ଜଣେ ଭଲ ଅଭିନେତ୍ରୀ ହୋଇପାରିବେ ବୋଲି । ଶେଠୀ ପାଇଁ ସେ ଗ୍ରାଜୁଏସନ ପୁରା କରିବା ଦ୍ଵାରା ଦିଲ୍ଲୀରୁ ମୁମ୍ବାଇ ଆସିଥିଲେ ।
ମୁମ୍ବାଇ ଆସି ତାଙ୍କ କ୍ଯାରିଅର ଆରମ୍ଭ ଗୋଟେ ମଡେଲ ରୂପରେ କରିଥିଲେ ଓ ବହୁତ ନାମ କମାଇ ଥିଲେ । ତାପରେ ବହୁତ ସାଉଥ ଫିଲ୍ମ ଲାଗି ଅଡିସନ ଦେବାକୁ ଲାଗିଥିଲେ । ବହୁତ ଅଡିସନ ଦେଲା ପରେ ତେଲୁଗୁ ଫିଲ୍ମ ୟୁବା ଗୁଡୁରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ ଓ ବହୁତ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଦେଇଥିଲେ । ପାଖାପାଖି ଦୁଇ ବର୍ଷ ପରେ ଗୋଟିଏ ସଫଳ ଅଭିନେତ୍ରୀ ଭାବରେ ନିଜକୁ ସ୍ଥାପିତ କରିଥିଲେ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।