ଥାଇରଡ ପାଇଁ ଯଦି ଆପଣଙ୍କ ଓଜନ ବଢୁଛି ତେବେ ଏହି ଉପାୟ ଦ୍ଵାରା ହୋଇଯିବ ଦୂର, ମାତ୍ର ୧୫ ଦିନରେ ପ୍ରଭାବ ଦେଖା ଯିବ

ଆଜିକାଲିକା ସମୟ ରେ ଲୋକ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେ ନିଜେ ଜାଣି ନାହାନ୍ତି ଯେ ସେ କେତେ ବ୍ୟସ୍ତ ଅଛନ୍ତି, ଆଜିକା ସମୟ ରେ ଲୋକଙ୍କୁ ଏତେ ପ୍ରକାର ରୋଗ ହେଇ ଯାଉଛି ଯାହା ତାଙ୍କୁ ନିଜେ ବି ଜଣା ପଡେ ନାହିଁ, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ରୋଗ ବିଷୟରେ କହିବାକୁ ଯାଉଛୁ ଯାହା ନା ଥାଇରଡ ଅଟେ । ଏହି ରୋଗ ବହୁତ ଲୋକଙ୍କୁ ହୋଇଥାଏ କିନ୍ତୁ କମ ଲୋକ ଏହାକୁ ଜାଣି ପାରନ୍ତି ।

ତେବେ ଏହା ବହୁତ ଭୟଙ୍କର ରୋଗ ନୁହଁ କିନ୍ତୁ ଏହା ଶରୀରକୁ ବହୁତ ହାନି କରିଥାଏ ଓ ଏହା ଆପଣଙ୍କ ଖରାପ ଖାଦ୍ୟ ପାନୀୟ ପାଇଁ ହୋଇଥାଏ ।

ଆଜିକା ସମୟରେ ଏହି ରୋଗ ପ୍ରାୟତଃ ମହିଳାଙ୍କ ଭିତରେ ଦେଖିବା ପାଇଁ ମିଳୁଛି, ଥାଇରଡ ରୋଗରେ ଅଧା ଠାରୁ ଅଧିକା ମହିଳାମାନେ ଗ୍ରସିତ ଅଛନ୍ତି ଓ ଏହି ରୋଗ ହବାର କିଛି ବୟସ ନଥାଏ ଏହା କେବେ ବି କାହାକୁ ବି ହୋଇ ପାରେ । `ତେବେ ଆସନ୍ତୁ ଜାଣିବା କଣ କଲେ ଆପଣଙ୍କ ଥାଇରଡ କଣ୍ଟ୍ରୋଲ ରେ ରହିବା ଓ କାହା ଦ୍ଵାରା ସ୍ଥିତି ଆହୁରି ଖରାପ ହୋଇଥାଏ ।

ମଦ୍ୟପାନ :

ଯେତେ ଶୀଘ୍ର ପାରୁଛନ୍ତି ମଦ ପିବା ଛାଡି ଦିଅନ୍ତୁ କାହିଁକିନା ଥାଇରଡ ଗ୍ରସିତ ଲୋକ ମଦ ପାନ କଲେ ଆହୁରି ମୋଟା ହୋଇଥାନ୍ତି ଓ ଏନର୍ଜି ଲେବଲ କମ ହବାରୁ ରାତିରେ ନିଦ ନଆସିବା, ବ୍ୟସ୍ତ ଲାଗିବା ଓ ଦର ଭଳି ସମସ୍ୟା ଉତପନ ହୋଇଥାଏ ।

ସଠିକ ସମୟ ରେ ବଟିକା ଖାଇବା :

ଥାଇରଡ ରୋଗ ପାଇଁ ଔଷଧ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ ଓ ଔଷଧ ସମୟରେ ଖାଇବା ଉଚିତ ଅଟେ ।

ସ୍ଵସ୍ଥ ଖାଦ୍ୟ :

ଥାଇରଡ କମ କରିବା ପାଇଁ ପ୍ରତି ଦିନ ଆପଣଙ୍କୁ ସଠିକ ଓ ସ୍ଵସ୍ଥ ଖାଦ୍ୟ ଖାଇବା ଉଚିତ ଅଟେ ଏହା ଦ୍ଵାରା ଆପଣଙ୍କ ଓଜନ କମିଥାଏ ଓ ଥାଇରଡ ମଧ୍ୟ ନିୟନ୍ତ୍ରଣ ରେ ଥାଏ, ନିଜ ଖାଇବା ରେ ଫଳ ଓ ସବୁ ପ୍ରକାର ପନି ପରିବା ବ୍ୟବହାର କରନ୍ତୁ । ଏହା ଛଡା ବାହାର ଖାଦ୍ୟ ଖାଇବା ବନ୍ଦ କରନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାଏ ଓ ଥାଇରଡକୁ ଆହୁରି ଖରାପ ଅବସ୍ତା ରେ ନେଇ ଯାଏ ।

ଯୋଗ :

ଥାଇରଡ ଦୂର କରିବା ପାଇଁ ପ୍ରତିଦିନ ଯୋଗ କରିବା ବହୁତ ଆବଶ୍ୟକ ଅଟେ, ଅତି କାମରୁ କମ ସମୟ କଲେ ମଧ୍ୟ ୩୦ ମିନିଟ କରନ୍ତୁ ଏହା ଆପଣଙ୍କ ଥାଇରଡ ସହ ବହୁତ ପ୍ରକାର ରୋଗ ନିୟନ୍ତ୍ରଣ କରିଥାଏ ଓ ଆପଣଙ୍କୁ ସ୍ଵସ୍ଥ ରଖିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *